ସ୍ତ୍ରୀ ଧୋକା ଦେଉଥିବା ସମୟରେ ସ୍ଵାମୀ ତାକୁ ଯେମିତି ଧରିଲା, ଜାଣିଲେ ଆପଣ ବି ହସି ହସି ଗଡିଯିବେ

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଆମ ଦୈନନ୍ଦିନ ଜୀବନରେ ଆମେ ସବୁ ସମୟରେ ଚିନ୍ତା ଓ ଦୁଃଖରେ ରହୁଛୁ । ଯାହା ଫଳରେ ଆମ ମୁହଁରେ ହସ ରହୁ ନାହିଁ । ସେଥିପାଇଁ ଆଜି ଆମେ ଆପଣମାନଙ୍କ ପାଇଁ ଏମିତି କିଛି ମଜାଦାର ଜୋକ୍ସ ଆଣିଛୁ ଯାହାକୁ ପଢି ଆପଣ ବହୁ ଆନନ୍ଦ ନେବେ । ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।

ଜୋକ୍ସ-୧

ପପୁ ନିଜ ସାଙ୍ଗକୁ କହୁଥିଲା…

କେଜାଣି ବାହାଘର ପରେ କାହିଁକି ଲୋକମାନେ ନିଜ ପତ୍ନୀକୁ ଭୟ କରନ୍ତି ।

ମୁ ତ ଆଜି ସିଧା ସିଧା କହିଦେଲି ଆଜି ଥଣ୍ଡା ବହୁତ ଲାଗୁଛି ମୁ ଖରାବେଳ ସମୟରେ ବାସନ ମାଜିବି ।

ଜୋକ୍ସ-୨

ରୋଗୀ- ସାର ଆପଣ ମୋ ପାଇଁ ଯାହା ଔଷଧ ଲେଖିଛନ୍ତି ତାହା କୌଣସି ସ୍ଥାନରେ ମିଳୁନାହିଁ,

ଡାକ୍ତର- ସେଥିରେ ମୁ ଔଷଧ ଲେଖିନଥିଲି ମୁ ପେନ ଚଲେଇ କି ଚେକ କରୁଥିଲି ।

ଜୋକ୍ସ-୩

ବାହା ଘରରେ ସବୁଠାରୁ ଖାସ ବର ହୋଇ ନଥାଏ, ବରଂ ବର ର ସେହି ସାଙ୍ଗ ହୋଇଥାଏ ଯିଏ ସମସ୍ତଙ୍କୁ ମଦ ପିଆଇବାର ଦାଇତ୍ଵ ନେଇଥାଏ ।

ଜୋକ୍ସ-୪

ପରମ ସତ୍ୟ ଜ୍ଞାନ…

ଯଦି ଖାଦ୍ୟ ଖାଉଥିବା ସମୟରେ ପତି ଆଚାର ମାଗିବେ…

ତା ହେଲେ ବୁଝିଯିବେ…

ନା ସେହି ସବଜିରେ ଦମ ଅଛି

ନା ସେହି ଲୋକର ସିଧା ସିଧା କହିବାର ଦମ ଅଛି ।

ଜୋକ୍ସ-୫

ଜଣେ ମହିଳା ମନ୍ଦିରରେ ବସି କାନ୍ଦୁଥିଲା…

ପୂଜାରୀ- କଣ ହେଇଛି ଝିଅ ?

ମହିଳା- ବାବା, କାଲି ରାତିରେ ମୋ ସ୍ଵାମୀ ମରିଗଲେ ।

ପୂଜାରୀ- ବହୁତ ଖରାପ ହେଲା ଝିଅ ?

ସେ ମରିବା ପୂର୍ବରୁ କିଛି କହିକି ମରିଥିଲେ ଝିଅ ?

ମହିଳା- ହଁ ବାବା, ସେ କହୁଥିଲେ ମୋ ବେକ ଛାଡିଦେ ମୁ ମରିଯିବି । ବାବା ବେହୋସ

ଜୋକ୍ସ-୬

 

ପତ୍ନୀ- ପତିର ଅର୍ଥ କଣ, ତାର ପରିଭାଷା କୁହ ?

ପତି- ପତି ଏମିତି ଏକ ପ୍ରାଣୀ ଅଟେ ଯିଏ ଭୁତ ପ୍ରେତକୁ ଭୟ ନ କରିଲେ ମଧ୍ୟ ନିଜ ପତ୍ନୀକୁ ବହୁତ ଭୟ କରିଥାଏ ।

ଜୋକ୍ସ-୭

ପୁଅ ନିଜ ଗାର୍ଲଫ୍ରେଣ୍ଡ ସହ- ଧନୀ ରୁ ଧନୀ ଲୋକମାନେ ମଧ୍ୟ ମୋ ପିତାଙ୍କ ସାମ୍ନାରେ କଟୋରି ଧରି ଛିଡା ହୁଅନ୍ତି ।

ଗାର୍ଲଫ୍ରେଣ୍ଡ- ତା ହେଲେ ତମ ବାପା ତ ବହୁତ ଧନୀ ହୋଇଥିବେ ?

ପୁଅ- ନା, ସେ ଗୁପୁଚୁପ ବିକନ୍ତି ।

ଜୋକ୍ସ-୮

ଯଦି ହାତରେ ଫୋନ ଥିବ ତାହାଲେ ଖାଦ୍ୟ ଖାଇବା ପାଇଁ ୧ ଘଣ୍ଟା ଅଧିକ ଲାଗିବ…

ଯଦି ଆପାଣଙ୍କ ଫୋନ ଅନ୍ୟ କାହା ପାଖରେ ଥିବ ତା ହେଲେ ଖାଇବା ପାଇଁ ୨ ମିନିଟ ବହୁତ ।

ଜୋକ୍ସ-୯

ମୋହନ- ମତେ ଲାଗୁଛି ମୋ ସ୍ତ୍ରୀ ମୋ ସହ ଧୋକା କରୁଛି…

ସୋହନ- କେମିତି ?

ମୋହନ- କାଲି ରାତିରେ ସେ ଲେଟରେ ଘରକୁ ଆସିଲା, ମୁ ପଚାରିଲି କେଉଁଠି କୁ ଯାଇଥିଲ ?

ସେ ଉତ୍ତର ଦେଇ କହିଲା ସେ ଅଞ୍ଜଲି ଘରକୁ ଯାଇଥିଲା ।

ସୋହନ- ତା ହେଲେ ?

ମୋହନ- ଆରେ ଅଞ୍ଜଲି ଘରେ ତ ମୁଁ ଥିଲି ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *