‘ସ୍କୁଲକୁ ପିଲା କଣ୍ଡ-ଓମ ନେଉଛି, କାରଣ ସେମାନଙ୍କ ବାପା ମା’ ତାଙ୍କୁ…’ Soubhagini Sahoo

ଦର୍ଶକ ବନ୍ଧୁ, ପ୍ରତ୍ଯେକ ବାପା ମା ର ଇଛା ଥାଏ କି ତା ପିଲା ଆଯେପରି ଏକ ଭଲ ମଣିଷ ଟି ଏ ବଡ ହୋଇ ହେଉ । ତାହା ପାଇଁ ସେ ଛୋଟ ବେଳୁ ହିଁ ପିଲା କୁ ଉଚିତ ଶିକ୍ଷା ଓ ସଂସ୍କାର ଦେବାରେ ଲାଗି ଯାଇଥାଏ । ଏକ ଶିଶୁ ଜନ୍ମ ହେଲା ପରେ କୁମ୍ଭାର ହାତରେ ଥିବା ମାଟି ର ପେଣ୍ଡୁଳା ର ସଦୃସ୍ୟ ର ହୋଇଟାହେ । ସେହି ସେହି ଶିଶୁ ଟିର ପିତା ମାତା କୁମ୍ଭାର ପରି ସେହି ମାଟି କୁ ଯେଉଁ ଆକୃତି ଦେବେ ସେହି ପିଲା ଟିର ଭବିଷ୍ୟତ ମଧ୍ୟ ସଂପୂର୍ଣ୍ଣ ରୂପରେ ସେହି ଭଳି ହୋଇଯିବ ।

ଏହି କାରଣ ରୁ ଏକ ପିଲା ଟି ପାଇଥିବା ସୁସଂସ୍କାର ତଥା କୁସଂସ୍କାର ପଛରେ ତାର ମା ବାପା ସମ୍ପୂର୍ଣ୍ଣ ରୂପରେ ଦାୟୀ ହୋଇଥା’ନ୍ତି  । କହିବାକୁ ଦୁଃଖ ଲାଗୁଛି କିନ୍ତୁ ଏହା ହିଁ ସତ୍ୟ କି ବର୍ତ୍ତମାନ ର ସମୟ ରେ ଅନେକ ସନ୍ତାନ ଜନ୍ମ କରି ଅନେକ ଲୋକ ବାପା ମା ତ ବନି ଯାଉଛନ୍ତି । କିନ୍ତୁ ତାଙ୍କୁ ଉଚିତ ଶିକ୍ଷା ଦେବାରେ ସମର୍ଥ ହୋଇ ପାରୁ ନାହାନ୍ତି ।

ଯେଉଁ ଠାରେ ପିଲା କୁ ସମୟ ଦେବା କଥା ସେହି ସ୍ଥାନରେ ପିଲାକୁ ସମୟ ଦେବା ପରିବର୍ତ୍ତେ ଅନ୍ୟ ସବୁ ସ୍ଥାନରେ ବ୍ୟତିବ୍ୟସ୍ତ ହୋଇ ରହୁଛନ୍ତି । ଯଦି ପିଲା କୌଣସି କିଛି ଭୁଲ କରେ, ତେବେ ପିଲା କୁ ଭଲ ଭାବରେ ବୁଝାଇବା ପରିବର୍ତ୍ତେ ପିଲା କୁ ଖୁବ ଖରାପ ଭାବରେ ଗାଳି ଗୁଲଜ କରି ପିଲାକୁ ମ-ଆର ପିଟ କରିବାକୁ ଲାଗି ଥାଆନ୍ତି ।

ଯାହା ଫଳରେ ପିଲା ଟି ମନରେ ତା ବାପା ମା ପ୍ରତି ଏକ ଏପରି ଭୟ ସୃଷ୍ଟି ହୋଇଯାଏ କି ଯାହା କାରଣ ରୁ ସେ ତା ବାପା ମା ଙ୍କ ସହ କଥା ହେବାକୁ ମଧ୍ୟ ଭୟ କରିଥାଏ । ତାର ନିଜ ପ୍ରସନାଲ କଥା କହିବା ତ ଦୂର ର କଥା ସେ କେବଳ ଘରେ ଆବଶ୍ଯକ ଅନୁସାରେ ହିଁ କଥା ହୋଇଥାଏ ।

ଏପରି ରେ ସେ ଘର ଲୋକ ଙ୍କ ଠାରୁ ଅଧିକ ଘନିଷ୍ଟ ବାହାର ଲୋକ ଙ୍କ ସହ ହୋଇ ଯାଇଥାଏ । ଏପରି ରେ ଯଦି ସେ କୌଣସି ଅନୁଚିତ ବାତାବରଣ ଯୁକ୍ତ ଲୋକ ଙ୍କ ସଂସ୍ପର୍ଶ ରେ ଥରେ ଆସି ଯାଏ ତେବେ ତାର ସମ୍ପୂର୍ଣ ଜୀବନ ଖରାପ ହୋଇ ଯାଇଥାଏ । ଏପରି ରେ ଏହାର ଦୋଷ କେବଳ ପିଲା ର ନୁହେଁ ଅପିତୁ ତାର ମାତା ପିତା ର ମଧ୍ୟ ହୋଇଥାଏ ।

କିଛି ଦିନ ତଳେ ସୋସିଆଲ ମିଡିଆ ରେ ଏକ ଭିଡିଓ ଦେଖିବାକୁ ମିଳିଥିଲା ଏକ ପିଲାର ସ୍କୁଲ ବ୍ୟାଗ ରେ ତଅ-ମ୍ବାକୁ, କନ-ଡୋମ ଆଦି ବାହାରିଛି । ଏହାର କାରଣ କଣ ହୋଇ ପାରେ । ସେ ପିଲା କୁ ଏହି ପରି ବୁଦ୍ଧି କେଉଁ ଠାରୁ ଆସିଲା । ତଥା ସେହି ପିଲାର ବାପା ମା କରୁଛନ୍ତି କଣ ।

ସେମାନେ ଯଦି ପିଲା ସ୍କୁଲ ଗଲା ବେଳେ ନିଜେ ତାର ବ୍ୟାଗ ସଜାଡି ତାକୁ ସ୍କୁଲରେ ଛାଡି ଆସନ୍ତେ ତେବେ ଆଜି ଏହି ଭଳି ପରିସ୍ଥିତି ପିଲା ର ହୋଇ ନଥା’ନ୍ତା । ତେବେ ବନ୍ଧୁଗଣ ଆପଣ ଙ୍କର ଏହି ପୋଷ୍ଟ ଉପରେ କଣ ମତାମତ ରହିଛି, ତାହ ଆପଣ ଆମକୁ କମେଣ୍ଟ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ          

Leave a Reply

Your email address will not be published. Required fields are marked *