ଦେଖନ୍ତୁ ହିରୋଇନ ତୁଳସୀ ଓରଫ Swetalina ଙ୍କ ବାହାଘର…

ନମସ୍କାର ଦର୍ଶକ ବନ୍ଧୁ । ଆପଣ ମାନେ ଜାଣିଥିବେ 2015 ମସିହା ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକ ପ୍ରିୟ ପ୍ରସିଦ୍ଧ ମେଘା ସିରିଏଲ ‘ତୋ ଅଗଣା ର ତୁଳସୀ ମୁଁ ‘ ରେ ଶ୍ଵେତାଲିନା ମୁଖ୍ୟ ନାୟିକା ତୁଳସୀ ଚରିତ୍ର ରେ ଅଭିନୟ କରୁଥିଲେ । ଏହି ସିରିଏଲ ରେ ଦର୍ଶକ ମାନେ ଶ୍ଵେତାଲିନା ଙ୍କର ଅଭିନୟ କୁ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ । ସାରା ଓଡିଶା ବାସୀ ଶ୍ଵେତାଲିନା ଙ୍କୁ ତୁଳସୀ ନାମ ରେ ଜାଣିଛନ୍ତି । 

କିଛି ବର୍ଷ ତଳେ ଶ୍ବେତଳିନ ତାଙ୍କର ସୋସିଆଲ ମିଡିଆ ରେ ତାଙ୍କ ବୟ ଫ୍ରେଣ୍ଡ ଙ୍କର ଫୋଟୋ ଛାଡିଥିଲେ । ଏହା ପରେ ଦୁହେଁ କିଛି ଦିନ ପର୍ଯ୍ୟନ୍ତ ଦୁହିଁ ଙ୍କୁ ଡେଟ କରିଥିଲେ । ଶେଷ କିଛି ଦିନ ମଧ୍ୟରେ ଶ୍ଵେତାଲିନା ତାଙ୍କର ବିବାହ ଶିବା ଙ୍କ ସହ ସମ୍ପୂର୍ଣ ହୋଇଛି । ନିଜ ମନ ପସନ୍ଦ ରେ ନିଜ ପ୍ରେମିକ ଙ୍କ ସହ ବିବାହ କରି ଶ୍ଵେତାଲିନା ଖୁବ ଅଧିକ ଆନନ୍ଦିତ ଥିବାର ଦେଖା ଯାଇଛନ୍ତି ।

ସେ ତାଙ୍କ ବିବାହ ରେ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଅଭିନେତା ତଥା ଅନେକ ଅଭିନେତ୍ରୀ ମାନଙ୍କୁ ନିମନ୍ତ୍ରଣ ଦେଇଥିଲେ । ତାଙ୍କ ବିଅବହ ରେ ମଧ୍ୟ ଅନେକ ଇଣ୍ଡଷ୍ଟ୍ରି ର ଲୋକ ଆସିଥିବା ଦେଖିବାକୁ ମିଳିଛି । ଶ୍ଵେତାଲିନା ତୋ ଅଗଣା ର ତୁଳସୀ ମୁଁ କୁ ଛାଡି ଆହୁରି ଅନେକ ଧାରାବାହିକ ସିରିଏଲ ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।

ତାଙ୍କ ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି । ବାହାଘର ଠିକ ହୋଇ ଯାଇଥିବାରୁ ଶ୍ଵେତାଲିନା କିଛି ଦିନ ଧରି ଅଭିନୟ କରିବା ବନ୍ଦ କରି ଦେଇଥିଲେ । ନିଜ ବୟଫ୍ରେଣ୍ଡ ଙ୍କ ସହ ବିବାହ କରି ଶ୍ଵେତାଲିନା ଖୁବ ଅଧକ ଖୁସି ଥିବାର ଦେଖିବାକୁ ମିଳିଛି ।

ସୂଚନା ରୁ ଏହା ମଧ୍ୟ ପ୍ରାପ୍ତ ହୋଇଛି କି ଶ୍ଵେତାଲିନା ଙ୍କର ବିବାହ ବେଙ୍ଗୋଲି ରୀତି ନୀତି ଦ୍ଵାରା ସଂପୂର୍ଣ୍ଣ ହୋଇଛି । ନିଜ ବିବାହ ରେ ଖୁବ ଅନାଦିତ ହୋଇ ନାଚିଥିବାର ମଧ୍ୟ ଦେଖିବାକୁ ମିଳିଛି । ସମଗ୍ର ଓଡିଶା ବାସୀ ଶ୍ଵେତାଲିନା ଙ୍କୁ ଖୁବ ଅଧିକ ପସନ୍ଦ କରିଥାନ୍ତି । ତେବେ ଆପଣ ମାନେ ମଧ୍ୟ ଯଦି ଶ୍ଵେତାଲିନା ଙ୍କୁ ପସନ୍ଦ କରୁଥାନ୍ତି ତେବେ ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ  

Leave a Reply

Your email address will not be published. Required fields are marked *