Sonali ଙ୍କୁ ଖୋଲା ଧମକ ଦେଲେ Soumya ଙ୍କ ଭାଇ, କହିଲେ ‘ସୋନାଲି ତୋ ଜୀବନ ଓ କ୍ୟାରିୟର ଆମେ ଖରାପ କରିଦେବୁ ଆଉ ଯେବେ ବାହାରକୁ ବାହାରିବୁ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି ।ତେବେ ବନ୍ଧୁଗଣ ସୋନାଲି ନନ୍ଦ ନାମକ ଯୁବତୀଙ୍କ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ସୋମ୍ୟଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ।

ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ସୋନାଲି ନନ୍ଦ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାକୁ ନେଇ ନିଜର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ହେଲେ ଦିନକୁ ଦିନ ଏହି ମାମଲାଟି ବଢିବାରେ ଲାଗିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋମ୍ୟ ଭାଇଙ୍କ ଏକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୋମ୍ୟଙ୍କ ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଭାଇନାର ଡେଟ ପୂର୍ବରୁ ମୁ ଆଉ ମୋ ଭଉଣୀ ମିଶିକି ଭାଇନାଙ୍କ କାଫେରେ ବସିଥିଲୁ । ସୋନାଲି ସହ ଦେଖା କରିଥିଲୁ ସେ ପାସ୍ତା ଅର୍ଡର କରି ଖାଇଲା ସବୁ ମିଶିକି ବହୁତ ଭଲ ଚାଲି ଥିଲା’ ।

ଆଗକୁ ସେ କହିଛନ୍ତି-‘ସେଇଠି ମୁ ବିବାହ କଥା ମଧ୍ୟ ପକାଇ ଥିଲି କେଉଁଠି ବିବାହ ହେବ ସେ ଝିଅ ହସି ହସି ଓକେ କରିଥିଲା ସେହି ଜାଗାରେ । ଯଦି ତୋର ଇଛା ନଥିଲା ତୁ ସେଇଠି ମନା କଲୁନି । ଯଦି ତୋର ରିଲେସନରେ ରହିବାର ନଥିଲା ତା ହେଲେ ଆରମ୍ଭରୁ ତୁ କଟି ଯାଇ ଥାନ୍ତୁ । ସେ ବର୍ଷେ ରହିବ ତା ପରେ ସେ ନିଷ୍ପତ୍ତି ନେବ ଆମେ କଣ ଖେଳାଳି’ ।

ଆଗକୁ ସେ କହିଛନ୍ତି-‘ମୁ କେବଳ ଗୋଟିଏ କଥା କହୁଛି ସେ ସୋନାଲି ଯେତେ ଲୁଚିକି ରହୁ ତୁ ଘର ଭିତରେ ଲୁଚିକି ରହ ତୁ ଯେଉଁଠି ଲୁଚିକି ରହ ତୁ ବାହାରିବୁ ଆଉ ତୁ ପସ୍ତେଇବୁ ।ଆଜି ସୋନାଲି ପାଇଁ ମୋ ଭାଇ ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୋମ୍ୟଙ୍କ ଭାଇ ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *