ସୋମବାର ଦିନ ଏହା ଯେଉଁଠି ବି ମିଳିବ ବାସ ତୋଳି ଆଣିବେ, ଧନ, ଚାକିରି, ସୁଖ, ସମ୍ମାନ, ଶତୃ ନାଶ ସବୁ ଇଚ୍ଛା ପୂର୍ଣ୍ଣ ହେବ

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ମଣିଷ ଆର୍ଥିକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ଯତୀତ ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନଙ୍କ ଘରେ ସବୁବେଳେ ବିଶୃଙ୍ଖଳା ଓ କଳହ ଆଦି ସମସ୍ଯା ଲାଗିରହିଥାଏ । ବନ୍ଧୁଗଣ ଏହା ବ୍ଯତୀତ ଏପରି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁମାନେ ବ୍ୟାପାର ଓ ଚାକିରି କ୍ଷେତ୍ରରେ ସବୁବେଳେ ଅସଫଳତା ହାସଲ କରିଥାନ୍ତି । ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ବହୁତ ଅଧିକ ଚିନ୍ତାରେ ରହିଥାନ୍ତି ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସୋମବାର ଦିନ କରି ଭଗବାନ ଶିବଙ୍କ ଆଶୀର୍ବାଦ ପାଇପାରିବେ ଓ ନିଜ ଜୀବନରେ ହେଉଥିବା ସମସ୍ତ ସମସ୍ଯାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଏହି ଉପାୟଟି ଭଗବାନ ଶିବଙ୍କ ସହ ଜଡିତ ଅଛି ଓ ଯଦି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିଦେବେ ତା ହେଲେ ଆପଣଙ୍କୁ ସଂପୂର୍ଣ୍ଣ ୯ଟି ଗ୍ରହର ସହାୟତା ମିଳିବ । ଯଦି କୌଣସି ଗ୍ରହ ପାଇଁ ଆପଣଙ୍କ ଜୀବନରେ ସମସ୍ଯା ଆସୁଥିବ ତା ହେଲେ ଆପଣଙ୍କ ସମସ୍ତ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ସୋମବାର ଦିନ ଉପବାସର ବ୍ରତ ରଖିବାକୁ ହେବ ଓ ଯଦି ଆପଣ ଉପବାସ ରଖିପାରିବେ ନାହିଁ, ତା ହେଲେ ଆପଣ ଭଗବାନ ଶିବଙ୍କୁ ୪ଟି ବେସନର ଲଡୁ ଚଢେଇ ଦିଅନ୍ତୁ ।


ବନ୍ଧୁଗଣ ଆପଣ ମାନେ ସୋମବାର ଦିନ ସକାଳ ସମୟରେ ଉଠି ସ୍ନାନ କରନ୍ତୁ । ସ୍ନାନ କରିବା ପରେ ଆପଣ ଏକ ଧତୁରା ଫଳ ଓ ୪ଟି ବେସନର ଲଡୁ ନେଇ ଭଗବାନ ଶିବଙ୍କ ମନ୍ଦିରକୁ ଯାଆନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ଶିବଙ୍କୁ ୪ଟି ବେସନର ଲଡୁ ଚଢାନ୍ତୁ ଓ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ପରେ ଆପଣ ସେହି ଧତୁରା ଫଳକୁ ଶିବ ଲିଙ୍ଗରେ ସ୍ପର୍ଶ କରନ୍ତୁ ଓ ସେହି ଫଳକୁ ଏକ କଳା କପଡା ବାନ୍ଧି ରଖିଦିଅନ୍ତୁ ।


ହେଲେ ବନ୍ଧୁଗଣ ଏହା ନିଶ୍ଚୟ ଧ୍ୟାନ ରଖିବେ ଯେ, ଯେପରି ସେହି ଫଳକୁ କେହି ସ୍ପର୍ଶ ନକରିବେ । ଏହା ପରେ ଆପଣ ସେହି ୪ଟି ଲଡୁ ମଧ୍ୟରୁ ତିନୋଟି ଲଡୁକୁ ନେଇ ଆସନ୍ତୁ ଓ କୌଣସି କନ୍ୟାକୁ ଭୋଗ ରୂପରେ ଗୋଟିଏ ଖାଇବା ପାଇଁ ଦେଇ ଦିଅନ୍ତୁ । ଏହା ସହିତ ଆପଣ ମଧ୍ୟ ଗୋଟିଏ ଲଡୁକୁ ସେବନ କରନ୍ତୁ ଓ ଅନ୍ୟ ଏକ ଲଡୁକୁ ଆପଣ ନିଜ ପରିବାର ଲୋକଙ୍କୁ ଭୋଗ ରୂପରେ ଦେଇ ଦିଅନ୍ତୁ ।

ଏହାପରେ ଆପଣ ସେହି ଧତୁରାର ଫଳକୁ ଏକ କଳା କପଡାରେ ବାନ୍ଧି ନିଜ ଘରର ମୁଖ୍ୟ ଦ୍ଵାରର କବାଟ ଉପରେ ବାନ୍ଧି ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟକୁ କରି ଦେଖନ୍ତୁ, ଦେଖିବେ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ଜୀବନ ସୁଖ ଏବଂ ସମୃଦ୍ଧିରେ ଭରିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *