କଣ ଥିଲେ ଆଜି କଣ ହେଇଗଲେ Disha Patani, ଜାଣନ୍ତୁ Disha ଙ୍କ ଜୀବନର କିଛି ଅଜଣା କଥା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରହିଥାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛି ସେ ବହୁତ କମ ସମୟରେ ବଲିଉଡରେ ସଫଳତା ହାସଲ କରିଛନ୍ତି ।ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଦିଶା ପଟାନୀ । ଆପଣ ମାନେ ସମସ୍ତେ ଦିଶାଙ୍କର ସମସ୍ତ ଫିଲ୍ମକୁ ନିଶ୍ଚୟ ଦେଖିଥିବେ । ଦିଶା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟରେ ବଲିଉଡରେ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦିଶାଙ୍କ ବଲିଉଡ କାରିୟର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଦିଶାଙ୍କ ବଲିଉଡ କାରିୟର ବିଷୟରେ ।

ବନ୍ଧୁଗଣ ଫିଲ୍ମ ‘ଏମଏସ ଧୋନୀ’ ରୁ ଡେବ୍ୟୁ କରିଥିବା ଅଭିନେତ୍ରୀ ଦିଶା ପଟାନୀ କେବଳ ୫୦୦ ଟଙ୍କା ନେଇ ମୁମ୍ବାଇକୁ ଆସିଥିଲେ । ହେଲେ ବନ୍ଧୁଗଣ ଆଜି ଦିଶା ୫ କୋଟି ଟଙ୍କା ଘର ର ମାଲିକ ଅଛନ୍ତି । ବନ୍ଧୁଗଣ ପ୍ରଥମେ ଦିଶା ମଧ୍ୟ-ପ୍ରଦେଶରେ ହେଉଥିବା ଏକ ଇଭେଣ୍ଟ ମିସ୍ -ଫାଣ୍ଟାଲୁନ ପ୍ରତିଯୋଗୀତାରେ ଭାଗ ନେଇ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ଏହାପରେ ଦିଶା ନିଜର ମଡେଲିଙ୍ଗ କାରିୟରର ଆରମ୍ଭ କରିଥିଲେ ।


ବନ୍ଧୁଗଣ ଦିଶା ପ୍ରଥମେ ୨୦୧୫ରେ ଆସିଥିବା ତେଲୁଗୁ ଫିଲ୍ମ ‘ଲୋଫର’ରୁ ନିଜର ଫିଲ୍ମ କାରିୟରର ଆରମ୍ବ କରିଥିଲେ । ଏହି ଫିଲ୍ମ ପରେ ଦିଶା କେତେକ ଟିଭି ବିଜ୍ଞାପନରେ ନଜର ଆସିଥିଲେ । ଏହାପରେ ସେ ୨୦୧୭ରେ ଆସିଥିବା ଫିଲ୍ମ ‘ଏମଏସ ଧୋନୀ’ରୁ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ । ବନ୍ଧୁଗଣ ଏହି ଫିଲ୍ମରେ ଦିଶା ଏକ ସଂସ୍କାରୀ ଝିଅର ଲୁକ୍ ରେ ନଜର ଆସିଥିଲେ । ହେଲେ ଏହି ଫିଲ୍ମ ପରେ ଦିଶା ନିଜର ବୋଲ୍ଟ ଅବତାର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।


ଏହି ଫିଲ୍ମଟି ତାଙ୍କର ସୁପରହିଟ ହୋଇଥିଲା ଓ ଏହାପରେ ସେ ବାଘି ୨, ଭାରତ ଓ ମଲାଙ୍ଗ ଆଦି ସୁପର ହିଟ ଫିଲ୍ମରେ କାମ କରି ବଲିଉଡରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଦିଶା ନିଜର ବୋଲ୍ଟ ଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଆଜିକୁ ଦିଶା ଏକ ୫କୋଟି ଟଙ୍କାର ଘର ମାଲିକ ଅଟନ୍ତି । ତାଙ୍କ ଘରର ନାମ ହେଉଛି ‘ଲିଟିଲ ହଟ୍’ ।

ଏହା ବ୍ଯତୀତ ଦିଶାଙ୍କ ପାଖରେ ମହଙ୍ଗା ଗାଡି ତଥା ବିଏମଡବ୍ଲୁ, ମର୍ଶଡିଜ ଓ ଜାଗୁଆର ଆଦି ଗାଡି ଅଛି । ମୁମ୍ବାଇକୁ କେବଳ ୫୦୦ ଟଙ୍କା ନେଇ ଆସିଥିବା ଦିଶାଙ୍କ ପାଖରେ ବର୍ତ୍ତମାନ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି । ବନ୍ଧୁଗଣ ଦିଶା ବର୍ତ୍ତମାନ ଟାଇଗର ସ୍ରୋଫଙ୍କ ସହ ଲଭ ରିଲେସନରେ ଅଛନ୍ତି ଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *