ଶୋଇଥିବା ବେଳେ ଆସିଲା, ଗୁଡାଇହୋଇ 1 ଘଣ୍ଟା ରହିଲା, ପରେ ପାଟି କରିବାରୁ ଚୋଟେ ଦେଇ ଚାଲିଗଲା, ଆଉ ତା’ ପରେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାପ ର ନାଁ ଶୁଣିଲେ ମଧ୍ୟ ସମସ୍ତଙ୍କ ମନରେ ଭୟ ଆସିଯାଏ । ତେବେ ଆପଣ ମାନେ ଏହା ଭାବନ୍ତୁ ଯେ ଯଦି କୌଣସି ବ୍ୟକ୍ତି ନିଜ ସାମ୍ନା ରେ ସାପ କୁ ଦେଖିଦିଏ ତେବେ ତା’ର ଅବସ୍ଥା କଣ ନ ହେଉଥିବ । କିନ୍ତୁ ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଭୟଭୀତ ହୋଇଯିବେ । ଜଣେ ୭ ବର୍ଷ ର ଝିଅ ବେକରେ ସାପ ଗୁଡ଼ାଇ ହୋଇ ରହି ଯାଇଥିଲା ।

କେବଳ ଗୁଡ଼ାଇ ହୋଇ ରହି ନଥିଲା । ବରଂ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହିଥିଲା । ତେବେ ଆସନ୍ତୁ ଏହି ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ରୂପରେ ଜାଣିବା । ବନ୍ଧୁଗଣ ଶନିବାର ଦିନ ମହାରାଷ୍ଟ୍ର ର ୱାର୍ଦ୍ଧା ଜିଲ୍ଲା ବେରୋଖେଡ଼ି ଗାଁ ରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ଗୋଟିଏ ୭ ବର୍ଷ ବୟସର ଝିଅ ତଳେ ଶୋଇଥିଲା । ରାତ୍ରି ସମୟ ପ୍ରାୟ ୧୧ ଘଟିକା ସମୟରେ ନାଗ ସାପ ଘରେ ପଶି ସେହି କୁନି ଝିଅ ଟି ର ବେକରେ ଗୁଡ଼ାଇ ହୋଇଯାଇଥିଲା ।

ଏହା ସହିତ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସେହି ନାଗ ସାପ ଟି କୁନି ଝିଅ ର ବେକରେ ଗୁଡ଼ାଇ ହୋଇ ରହିଥିଲା । ଏମିତିକି ଖୁବ ଜୋରରେ ଫଁ ଫଁ ହୋଇ ଗ-ର୍ଜ-ନ ମଧ୍ୟ କରିଥିଲା । ସାପ ଟି ର ଗର୍ଜନ ଶୁଣିବା ପରେ ଝିଅ ଟି ର ନିଦ ଭା-ଙ୍ଗି ଯାଇଥିଲା । ସାପ କୁ ଦେଖି ଭୟ ରେ ସେ ଚି-ତ୍କା-ର କରିବାକୁ ଲାଗିଥିଲା । କୁନି ଝିଅ ର ଚି-ତ୍କା-ର ଶୁଣି ପାଖରେ ସୋଇଥିବା ତା’ ବାପା ମାଆ ଙ୍କ ନିଦ ମଧ୍ୟ ଭା-ଙ୍ଗି ଯାଇଥିଲା ।

ପାଖ ପଡ଼ୋଶୀ ମଧ୍ୟ ଉଠି ଆସି ଯାଇଥିଲେ । କିନ୍ତୁ ଝିଅ ଟି ର ବେକରେ ସାପ ଗୁଡ଼ାଇ ହୋଇଯାଇ ଥିବାର ଦେଖି ସମସ୍ତେ ଉପାୟ ଶୂନ୍ୟ ହୋଇ ଯାଇଥିଲେ । ଏହା ପରେ ସାପ ଧରାଳି କୁ ଡକା ଯାଇଥିଲା । ସାପ ଧରାଳି ଆସିବା ପରେ କହିଥିଲା ଯେ, ଏହା ଗୋଟିଏ ନାଗ ସାପ ବୋଲି । କିନ୍ତୁ ସାପ ଧରାଳି ମଧ୍ୟ ସାପ କୁ ଧରିବାକୁ ଅକ୍ଷମ ହୋଇଥିଲେ । କାରଣ ସେତେବେଳ କୁ ସାପ ଟି କୁନି ଝିଅ ଟି କୁ ଚୋ-ଟ ମା-ରି ଉକ୍ତ ସ୍ଥାନ ରୁ ଗାୟବ ହୋଇ ଯାଇଥିଲା ।

ବର୍ତ୍ତମାନ ସେହି ଝିଅ ଟି କୁ ଚିକିତ୍ସା ନିମନ୍ତେ ସେବାଗ୍ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉକ୍ତ ସ୍ଥାନରେ ଏଭଳି ଅଭାବନୀୟ ଘଟଣା ଘଟିବା ପରେ ସେଠାରେ ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତାବରଣ ଖେଳି ଯାଇଛି । ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *