ରେଳ ଷ୍ଟେସନରେ Train କୁ ଅପେକ୍ଷା କରିଥିବା ସମୟରେ ସ୍ତ୍ରୀ ନିଜ ଦିବ୍ୟାଙ୍ଗ ସ୍ଵାମୀଙ୍କୁ ଖୁଆଇ ଦେଉଥିବାର ଏହି Video ଏବେ ସୋସିଆଲ ମିଡିଆରେ ହେଉଛି ନିଆଁ ପରି ଭାଇରାଲ

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଦୁନିଆର ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଏପରି ଭିଡିଓ ଭା-ଇ-ରା-ଲ ହେଉଛି ଯାହାର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟି ହେଉଛି ଏକ ରେଳ ଷ୍ଟେସନର । ରେଳ ଷ୍ଟେସନରେ ଜଣେ ମହିଳା ଏକ ଦିବ୍ୟାଙ୍ଗ ବ୍ୟକ୍ତିକୁ ନିଜ ହାତରେ ଖାଉଥିବାର ନଜର ଆସୁଛନ୍ତି ।

ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ମହିଳାଙ୍କ ଗୋଡ ପାଖରେ ବସି ଛନ୍ତି ଓ ବହୁତ ଶ୍ରଦ୍ଧାର ସହ ମହିଳା ଜଣକ ସେହି ଦିବ୍ୟାଙ୍ଗ ବ୍ୟକ୍ତିକୁ ଖାଦ୍ୟ ଖୁଆଉ ଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଚର୍ଚାରେ ରହିଛି । ବନ୍ଧୁଗଣ ଭିଡିଓରେ ନଜର ଆସୁଥିବା ଏହି ଦୁଇଟି ମଣିଷ ହେଉଛନ୍ତି ସ୍ଵାମୀ ସ୍ତ୍ରୀ । ମହିଳା ଜଣକ ନିଜ ଦିବ୍ୟାଙ୍ଗ ସ୍ଵାମୀଙ୍କୁ ହାତରେ ଖାଦ୍ୟ ଖୁଆଉ ଥିବାର ନଜର ଆସୁଛି । ଏହି ଦୁଇଜଣଙ୍କ ପ୍ରେମକୁ ଦେଖି ସମସ୍ତ ଲୋକ ବହୁତ ପ୍ରଶଂସା କରୁଛନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ଲୋକମାନେ ଏହି ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଆଜି ବି ଏହି ଦୁନିଆରେ ମାନବିକତା ବଞ୍ଚି ରହିଛି । ଏହା ଏହି ଭିଡିଓ ମାଧ୍ୟମର ଜଣା ପଡୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣାଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସେୟାର କରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *