ଯଦି ଆପଣ କିମ୍ବା ଆପଣଙ୍କ ପାଖରେ କୌଣସି S ନାମର ବ୍ୟକ୍ତି ଅଛନ୍ତି ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ଏମିତି କେହି ନାହିଁ ଯିଏ ଜାଣିବାକୁ ଚାହେଁ ନାହିଁ କି ତାଙ୍କ ଆଖ ପାଖରେ ରହୁଥିବା ମଣିଷଙ୍କ ସ୍ଵଭାବ କିପରି ? ତାଙ୍କର ନିଜ ସାଙ୍ଗ ବା ନିକଟତ୍ତର ଲୋକଙ୍କର ଅଭ୍ୟାସ କିପରି ଅଟେ ? କେମିତି ହେବ କି ଆପଣଙ୍କୁ ଜଣା ଥିବ କି ଆପଣ ତାଙ୍କ ନାମର ପ୍ରଥମ ଅକ୍ଷର ର ଆଧାରରେ ବହୁତ କିଛି ଜାଣି ପାରିବେ । ଏହା ଆପଣଙ୍କ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହେବ । ଆପଣ ବାସ ସେମାନଙ୍କ ନାମର ପ୍ରଥମ ଅକ୍ଷର ଜାଣି ତାଙ୍କର ବ୍ୟକ୍ତିତ୍ଵ କୁ ଜାଣି ପାରିବେ ।

ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ S ଅକ୍ଷର ବିଷୟରେ କି କେମିତି ହୋଇଥାନ୍ତି ସେହି ଲୋକ ଯାହା ନାମର ପ୍ରଥମ ଅକ୍ଷର ହୋଇଥାଏ S । କେମିତି ହୋଇଥାଏ ସ୍ଵଭାବ, ଚରିତ୍ର ଓ କଣ ଥାଏ ତାଙ୍କ ମଧ୍ୟରେ ବିଶେଷତ୍ଵ ଓ କଣ ହୋଇଥାଏ ତାଙ୍କର କମ୍ଜୋରି ।

ବ୍ୟକ୍ତିତ୍ଵ

ଅଙ୍କ ଜ୍ୟୋତିଷ ଅନୁସାରେ S ଅକ୍ଷରକୁ ବହୁତ ମଝବୁତ ଓ ପ୍ରଭାବଶାଳୀ କୁହାଯାଏ । ଅଙ୍କ ଜ୍ୟୋତିଷଙ୍କ ଅନୁସାରେ S ଅକ୍ଷର 1 ଅଙ୍କ ର ବରାବର ହୋଇଥାଏ ଯିଏ କି ବହୁତ ପ୍ରଭାବଶାଳୀ ଅଙ୍କ ହୋଇଥାଏ । ଏମାନେ ସବୁ ଜିନିଷ ବଦଳାଇଦେବାର ଶକ୍ତି ରଖିଥାନ୍ତି । S ଅକ୍ଷର ନାମର ଲୋକ ଦୁନିଆରେ ବହୁତ ଫେମସ ହୋଇଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ଵ ଏତେ ମଝବୁତ ହୋଇଥାଏ କି ଏମାନେ ଅନ୍ୟମାନଙ୍କୁ ରାସ୍ତା ଦେଖାଇବାରେ ବି ମାହିର ହେଇଥାନ୍ତି । ଯାହାର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନରେ ନୂଆ ଆରମ୍ଭ କରିବାରେ ସବୁବେଳେ ବିଶ୍ଵାସ ରଖିଥାନ୍ତି । ଏମାନେ ଏତେ କୌଶଳୀ ହୋଇଥାନ୍ତି କି ସବୁ ଜିନିଷକୁ ପୁରା କରି ହିଁ ରୁହନ୍ତି ।

କ୍ୟାରିୟର ଓ ସଫଳତା

S ଅକ୍ଷର ନାମର ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି ଓ ବୁଦ୍ଧିମାନ ବି ହୋଇଥାନ୍ତି । ବହୁତ ଭାବି ଚିନ୍ତି ହିଁ କୌଣସି କାମ କରିଥାନ୍ତି । କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତି ବଳରେ ଆଗକୁ ବଢିବାକୁ ଲାଗନ୍ତି । ଯେଉଁଠାରୁ ବି ନୂଆ ଜ୍ଞାନ ମିଳେ ଏମାନେ ତାହାକୁ ହାସଲ କରିବାରେ ବିଶ୍ଵାସ ରଖନ୍ତି । ଏମାନେ ବହୁତ ଭଲ ଭାବେ ଜାଣିଥାନ୍ତି କି କେଉଁ ବ୍ୟକ୍ତି ଠାରୁ କିପରି କାମ ଆଦାୟ କରିବାର ଅଛି । ଏହି କାରଣ ଅଟେ କି ଏମାନେ ନିଜ କ୍ୟାରିୟର ରେ ସଫଳତା ଲାଭ କରନ୍ତି । କିନ୍ତୁ କିଛି ଥର ଏମାନେ ନିଜ କ୍ୟାରିୟର କୁ ନେଇ ଟିକେ ଚିନ୍ତିତ ରହିଥାନ୍ତି ।

ବୈବାହିକ ଜୀବନ

ବୈବାହିକ ଜୀବନ କଥା କହିଲେ S ଅକ୍ଷର ନାମର ବ୍ୟକ୍ତି ଅଧିକାଂଶ ଭଲ ଜୀବନସାଥୀ ପ୍ରମାଣିତ ହୋଇଥାନ୍ତି ଓ ଏମାନେ ମଧ୍ୟ ଚାହାଁନ୍ତି କି ଏମାନଙ୍କ ପାର୍ଟନର ସବୁବେଳେ ତାଙ୍କ ସହିତ ରୁହନ୍ତୁ । ବିବାହ ଜୀବନରେ S ଅକ୍ଷର ନାମର ଲୋକ ପୁରା ପୁରୀ ବିଶ୍ଵାସୀ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ପାର୍ଟନର ଙ୍କ ପ୍ରତି ବିଶ୍ଵାସୀ ଓ ସଚ୍ଚା ହେବାରେ ବିଶ୍ଵାସ ରଖନ୍ତି । କିଛି ଥର ଏମିତି ଦେଖାଯାଏ କି S ଅକ୍ଷର ନାମର ବ୍ୟକ୍ତି ଅଧିକ ରୋମାଣ୍ଟିକ ହୋଇ ନଥାନ୍ତି । ଏମାନେ ଦେଖାଣିଆ ଭଲ ପାଇବା ଉପରେ ଭରସା କରନ୍ତି ନାହିଁ ।

ସାବଧାନୀ

S ଅକ୍ଷର ନାମର ଲୋକ ହୃଦୟରୁ ବହୁତ ଭଲ ହୋଇଥାନ୍ତି । କିନ୍ତୁ କିଛି ଥର କଥା କହିବାର ଶୈଳୀ, ବିନ୍ଦାସ ଅନ୍ଦାଜ ଏମାନଙ୍କୁ ଖରାପ କରି ଦେଇଥାଏ । ଏଥିପାଇଁ ଏମାନଙ୍କୁ ନିଜ ବାଣୀ କୁ ନେଇ ଟିକେ ସତର୍କ ରହିବା ଆବଶ୍ୟକ । କିଛି ଥର ଏମାନେ ଭୁଲ ନିଷ୍ପତ୍ତି ପାଇଁ ଚିନ୍ତିତ ରହିଥାନ୍ତି । ଏଥିପାଇଁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *