IAS ଇଣ୍ଟରଭ୍ୟୁରେ ଝିଅଟିକୁ ପଚରା ଗଲା, ସିଙ୍ଗେଡ଼ା କୁ ଇଂରାଜୀରେ କଣ କୁହାଯାଏ ? କଣ ଆପଣ ଜାଣନ୍ତି ?

ଆପଣ ନିଶ୍ଚିତ ଭାବରେ ପିଲାଦିନେ ବହୁତ ସିଙ୍ଗଡ଼ା ଖାଇଥିବେ ଏବଂ ଆପଣମାନଙ୍କ ମଧ୍ୟରୁ ଅନେକଙ୍କର ସିଙ୍ଗଡ଼ା ବହୁତ ପସନ୍ଦ ହୋଇଥିବ । କିନ୍ତୁ ଆପଣ କ’ଣ ଜାଣନ୍ତି କି ସିଙ୍ଗଡ଼ାକୁ ଇଂରାଜୀରେ କ’ଣ କୁହାଯାଏ? କଣ ପଡିଗଲେ ନା ଚିନ୍ତାରେ ?

ଏହି ପ୍ରକାର ପ୍ରଶ୍ନ ଆଜିକାଲି ଆଇଏଏସ ପରୀକ୍ଷା ତଥା ସାଧାରଣ ଚାକିରି ପାଇଁ ସାକ୍ଷାତକାରରେ ମଧ୍ୟ ଏହିପରି ଅନାବନା ପ୍ରଶ୍ନ ପଚାରି ଦେଉଛନ୍ତି ଓ ଆମେ ଉତ୍ତର ଭାବି ଭାବି ରହି ଯାଉଛୁ । ଯଦି ଆପଣ ସିଙ୍ଗଡ଼ା କୁ ଇଂରାଜୀରେ କଣ କୁହାଯାଏ ତାର ଉତ୍ତର ଜାଣିଛନ୍ତି ତେବେ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ । ନଚେତ୍ ଆମର ଏହି ଆର୍ଟିକଲ୍ ମାଧ୍ୟମରେ ଆପଣ ଏହାର ଉତ୍ତର ଜାଣି ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ଉତ୍ତର କଣ ଓ ଏହା ସହ ଆହୁରି କେତେକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମଧ୍ୟ ଜାଣିବା ।

୧- ପ୍ରଧାନ ମନ୍ତ୍ରୀ ଉଜ୍ଜଳ ଯୋଜନା କେବେ ପ୍ରାରମ୍ଭ ହୋଇଥିଲା?
ଉ- ୧ ମେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ।

୨- ରାଜସ୍ଥାନର ସବୁଠୁ ପୂର୍ବରେ କେଉଁ ଜିଲ୍ଲା ରହିଛି?
ଉ- ଘୋଲପୁର ରାଜସ୍ଥାନର ପୂର୍ବରେ ରହିଛି ।

୩- ବୃକ୍ଷର କେଉଁ ଭାଗ ନିଃଶ୍ୱାସ ପ୍ରଶ୍ୱାସ ନେବା କାର୍ଯ୍ୟ କରିଥାଏ?
ଉ: ବୃକ୍ଷର ପତ୍ର ନିଃଶ୍ୱାସ ନେବା କାର୍ଯ୍ୟ କରିଥାଏ ।

୪- ମନୁଷ୍ୟ ଶରୀରରେ ହୃଦୟକୁ ଗୋଟିଏ ଥର ଧଡ଼କିବା ପାଇଁ କେତେ ସମୟ ଲାଗି ଥାଏ?
ଉ: ୦.୮ ସେକେଣ୍ଡର ସମୟ ଲାଗି ଥାଏ ।

୫- ମାନବ ଶରୀରରେ ଦେଖା ଯାଉଥିବା ପ୍ରମୁଖ ରାସାୟନିକ ଯୌଗିକ କଣ ଅଟେ?
ଉ: କ୍ୟାଲସିୟମ ହେଉଛି ମାନବ ଶରୀରରେ ଦେଖା ଯାଉଥିବା ପ୍ରମୁଖ ରାସାୟନିକ ଯୌଗିକ ।

୬- ରାଜସ୍ଥାନର ମିରା ବାଇ ଙ୍କ ଜନ୍ମ ଭୂମି କଣ ଅଟେ?
ଉ: ମେଡତା ସିଟି ମିରା ବାଇଙ୍କ ଜନ୍ମ ଭୂମି ।

୭- କେଉଁ ଦେଶର ସବୁଠୁ ବଡ଼ ତଟିୟ ରେଖା ରହିଛି?
ଉ: କାନାଡ଼ାର ।

୮- ବିଶ୍ଵର ସବୁଠୁ ଲମ୍ବା ନଦୀ କଣ ଅଟେ?
ଉ: ଇରାକ ନଦୀ

୯- କେଉଁ ସଭ୍ୟତାକୁ ନୀଳ ନଦୀର ବରଦାନ ବୋଲି କୁହାଯାଏ?
ଉ: ମିଶର ସଭ୍ୟତାକୁ ନୀଳ ନଦୀର ବରଦାନ କୁହାଯାଏ ।

୧୦- ନଦୀରେ ଜଳ ପ୍ରଦୂଷଣ କେଉଁଥିରେ ମପା ଯାଏ?
ଉ: ନଦୀ ପାଣିରେ ଗୋଳି ହୋଇଥିବା ଅକ୍ସିଜେନ୍ ମାତ୍ରରୁ ମପା ଯାଏ ।

୧୧- ଭାରତ ସବୁଠାରୁ ପୁରୁଣା ଶ୍ରମିକ ସଂଗଠନ କଣ ଅଟେ?
ଉ: ଅଖିଳ ଭାରତୀୟ ଶ୍ରମିକ ସଂଘ କଂଗ୍ରେସ ।

୧୨- କେଉଁ ପ୍ରାଣୀ ଗୋଟିଏ ଆଖିରେ ଆଗକୁ ଓ ଅନ୍ୟ ଆଖିରେ ପଛ କୁ ଦେଖିପାରେ?
ଉ: ଏଣ୍ଡୁଅ ଏ ପ୍ରକାର ଦେଖି ପାରେ ।

୧୩- ସିଙ୍ଗଡ଼ା କୁ ଇଂରାଜୀରେ କଣ କୁହାଯାଏ?
ଉ: ରିସୋଲ (Rissole) କୁହାଯାଏ ।

୧୪- ଗୁପ୍ ଚୁପ୍ କୁ ଇଂରାଜୀରେ କଣ କୁହାଯାଏ?
ଉ: ୱାଟର ପ୍ୟାନକେକ୍ (water pancake)

୧୫- କେଉଁ ଦେଶରେ କେବଳ ୪୦ ମିନିଟ୍ ପାଇଁ ରାତି ହୋଇଥାଏ?
ଉ: ନରୱେ ର ହେମରଫେଷ୍ଟ ସହରରେ ୧୨ଟା ୪୩ମିନିଟ୍ ରେ ରାତି ହୁଏ ଓ ୪୦ ମିନିଟ୍ ପରେ ସୂର୍ଯ୍ୟ ପୁନର୍ବାର ଉଦୟ ହୋଇଯାଆନ୍ତି ।

୧୬- ଦିଲ୍ଲୀ ସ୍ଥିତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ସମାଧିର ନାମ କଣ ଅଟେ?
ଉ: ବିଜୟ ଘାଟ ।

୧୭- ଭାରତରେ ଆଗ୍ରା ସହରର ସ୍ଥାପନ କିଏ କରିଥିଲେ?
ଉ: ଇବ୍ରାହିମ୍ ଲୋଦୀ ଆଗ୍ରା ର ସ୍ଥାପନା କରିଥିଲେ ।

୧୮- ଟାଇଗର ଉଡସ୍ କେଉଁ ଦେଶର ଗଲ୍ଫ ଖେଳାଳି ଅଟନ୍ତି?
ଉ: ଆମେରିକାର ।

୧୯- ମେଘାସ୍ଥିନିଜ୍ ଙ୍କ ପୁସ୍ତକର ନାମ କଣ ଅଟେ?
ଉ: ଇଣ୍ଡିକା ।

୨୦- ବିଶ୍ଵର ସବୁଠୁ ମହଙ୍ଗା ଧାତୁ କଣ ଅଟେ?
ଉ: ୟୁରାନିୟମ ସବୁଠୁ ମହଙ୍ଗା ଅଟେ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *