ଏମାନେ ହେଉଛନ୍ତି ଓଡିଆ ସିରିଏଲ ‘ସିନ୍ଦୁରର ଅଧିକାର’ ର Actor ମାନଙ୍କର Real life ମା’

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ସିନ୍ଦୁରର ଅଧିକାର ସିରିଏଲ ସବୁଠୁ ଲୋକପ୍ରିୟ ସିରିଏଲ ମଧ୍ୟରୁ ଗୋଟିଏ ଅଟେ । ଯାହାକୁ ଦର୍ଶକମାନେ ସବୁଠୁ ଅଧିକ ପସନ୍ଦ ଓ ଭଲ ପାଇବା ବି ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଓ ଅଭିନେତାଙ୍କ ମାଙ୍କ ବିଷୟରେ କହିବୁ ।

ଲିକୁନ ଚୌଧୁରୀ (ମିଠୁ)

ଲିକୁନ ଉର୍ଫ ମିଠୁ ଏହି ସିରିଏଲରେ ଜଣେ ମୁଖ୍ୟ ଚରିତ୍ର ଅଟନ୍ତି । ଆପଣ ଫଟୋରେ ଯାହାଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ଲିକୁନଙ୍କ ମା ।

ସୁଚରିତା ସ୍ଵାଇଁ (ଉର୍ଭି)

ସୁଚରିତା ସ୍ଵାଇଁଙ୍କୁ ତ ଆପଣ ସମସ୍ତେ ଜାଣିଥିବେ । ଯିଏକି ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ କରନ୍ତି । ସୁଚରିତା ସ୍ଵାଇଁଙ୍କ ମା ଙ୍କୁ ଦେଖନ୍ତୁ ।

ପ୍ରିୟା ପଣ୍ଡା (ଧନଶ୍ରୀ)

ପ୍ରିୟା ପଣ୍ଡା ଦେଖିବାକୁ ବହୁତ ସୁନ୍ଦର । ପ୍ରିୟା ପଣ୍ଡା ନିଜ ମା ଙ୍କୁ ବହୁତ ଭଲ ପାଆନ୍ତି ।

ଅମରଜିତ ମିଶ୍ର (ରୋମି)

ଅମରଜିତ ମିଶ୍ର ବି ଏହି ସିରିଏଲରେ ମୁଖ୍ୟ ଅଭିନେତାମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଫ୍ତୋରେ ଆପଣ ଯାହାଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ଅମରଜିତଙ୍କ ମା । ଏହା ବହୁତ ପୁରୁଣା ଫଟୋ ଅଟେ ।

ଟୁଇଙ୍କିଲ ମିଶ୍ର (କାମ୍ୟା)

ଟୁଇଙ୍କିଲ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ବି ସେତିକି ସୁନ୍ଦର । ପୁରୀରେ ବୁଲିବାର ସମୟର ଦୃଶ୍ୟ । ଯେଉଁଥିରେ ଟୁଇଙ୍କିଲ ନିଜ ମା ଙ୍କ ସହିତ ନଜର ଆସୁଛନ୍ତି ।

ନିଲାଖୀ ପାତ୍ର (ଇତି)

ନିଲାଖୀ ପାତ୍ର ଏହି ସିରିଏଲରେ ଇତି ଭୂମିକାରେ ନଜର ଆସନ୍ତି । ନିଲାଖୀ ପାତ୍ର ନିଜ ମାଙ୍କ ବହୁତ ପାଖାପାଖି ଅଟନ୍ତି । ନିଲାଖୀ ପାତ୍ରଙ୍କ ମା ନି ଦେଖିବାକୁ ତାଙ୍କ ଭଳି ।

ଅସ୍ମିତା ନନ୍ଦ (ନିକି)

ଅସ୍ମିତା ନନ୍ଦ ବି ଏହି ସିରିଏଲରେ ନଜର ଆସନ୍ତି ଓ ସେ ଦେଖିବାକୁ ବହୁତ ସୁନ୍ଦର । ଫଟୋରେ ଆପଣ ଯାହାଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ଅସ୍ମିତା ନନ୍ଦଙ୍କ ମା । ଏହା ବହୁତ ପୁରୁଣା ଫଟୋ ଅଟେ ।

ଲିନା ସାମଲ (ରୋମା)

ଲିନା ସାମଲ ବି ଏହି ସିରିଏଲରେ ଏକ ମୁଖ୍ୟ ଚରିତ୍ରରେ ନଜର ଆସନ୍ତି । ଯାହାର ନାଁ ରୋମା । ସେ ନିଜ ମାଙ୍କୁ ବହୁତ ଭଲ ପାଆନ୍ତି ।

ସନୋଜ କୁମାର (ଆରବ)

ସନୋଜ କୁମାର ବି ଏହି ସିରିଏଲ ଜଣେ ମୁଖ୍ୟ ଅଭିନେତା ରୂପରେ ଅଭିନୟ କରନ୍ତି । ତାଙ୍କର ଅଭିନୟ ଦର୍ଶକମାନଙ୍କୁ ଖୁବ ପସନ୍ଦ ବି ଆସେ । ସନୋଜ ନିଜ ମା ଙ୍କୁ ବହୁତ ଭଲ ପାଆନ୍ତି ।

ଚୁନି ରିୟା (ଦାମିନି)

ଚୁନି ରିୟା ଏହି ସିରିଏଲରେ ଅଭିନୟ କରୁଥିବାର ନଜର ଆସନ୍ତି । ତାଙ୍କର ଅଭିନୟ ଦର୍ଶକମାନଙ୍କୁ ଭଲ ଲାଗେ । ଏହି ଫଟୋରେ ଯିଏ ନଜର ଆସୁଛନ୍ତି ସେ ହେଉଛନ୍ତି ଚୁନି ରିୟାଙ୍କ ମା ।

Leave a Reply

Your email address will not be published. Required fields are marked *