୪୦ ବର୍ଷର ଶିକ୍ଷୟତ୍ରୀ ୧୫ ବର୍ଷର ଛାତ୍ର ସହ କରି ବସିଲେ ପ୍ରେମ, ଏହା ପରେ ଯାହା ହେଲା ଶୁଣିଲେ ହୋସ ଉଡିଯିବ….

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏମିତି ବହୁତ ମାମଲା ସାମ୍ନାକୁ ଆସୁଛି ଯାହା ବିଷୟରେ ଆପଣ କେବେ ବି ଶୁଣି ନଥିବେ । ଏହି ସବୁ ଘଟଣା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ତାହା ହେଉଛି ୪୦ ବର୍ଷର ଶିକ୍ଷୟତ୍ରୀ ୧୫ ବର୍ଷର ଛାତ୍ର ସହ କରିଲେ ପ୍ରେମ ଏହା ପରେ କଣ ହେଲା ଜାଣନ୍ତୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦୁନିଆରେ ଦେଶ ଗଠନରେ ସହାୟତା କରିଥାନ୍ତି ଏକମାତ୍ର ଶିକ୍ଷକ ବା ଶିକ୍ଷୟତ୍ରୀ ମାନେ । ଶିକ୍ଷକ ଏକ ପିଲାକୁ ଉଚିତ ଶିକ୍ଷା ଦେଇ ଛୋଟରୁ ବଡ କରିଥାନ୍ତି । ହେଲେ ବେଳେବେଳେ ସେହି ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଏମିତି କିଛି ସମ୍ବନ୍ଧ ଦେଖିବାକୁ ମିଳିଥାଏ, ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ପଞ୍ଜାବ ଓ କେରଳର ଦୁଇଜୋଡି ତାମିଲନାଡୁରେ ଲୁଚିଥିଲେ । ଏହି ଘଟଣାଟି ବହୁତ ଆଶ୍ଚର୍ଯ୍ୟ ଜନକ ହୋଇଥିଲା । ଏହା ଗୁରୁ ଓ ଶିଷ୍ୟ ସମ୍ପର୍କକୁ ମଧ୍ୟ କଳଙ୍କିତ କରିଥିଲା । ୪୦ ବର୍ଷର ଜଣେ ଶିକ୍ଷୟତ୍ରୀ ଓ ୧୫ ବର୍ଷର ଜଣେ ଛାତ୍ର ଗୁରୁ ଓ ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛନ୍ତି । କାରଣ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ଫେରାର ହୋଇଯାଇଥିଲେ ତାମିଲନାଡୁ ।

କେରଳରେ ଆଳୁପୁଲ୍ଲା ପାଖରେ ସେରତଳ ମୁଗ୍ମୁମା ସହରରେ ଏକ ଇଂରାଜୀ ପ୍ରାଇଭେଟ ସ୍କୁଲରେ ୩୦୦ରୁ ଅଧିକ ଛାତ୍ର ପାଠ ପଢନ୍ତି । ସେହି ସ୍କୁଲରେ ଥିବା ୧୦ମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଗଢି ଉଠିଥିଲା ନିବିଡ ପ୍ରେମ । ଶିକ୍ଷୟତ୍ରୀ ନିଜର ପୂର୍ବ ସ୍ଵାମୀକୁ ଛାଡପତ୍ର ଦେଇଥିଲେ ।

ଛାତ୍ର ପ୍ରତି ଶିକ୍ଷୟତ୍ରୀର ଦୁର୍ବଳତା ଦିନକୁ ଦିନ ବଢି ଚାଲିଥିଲା । ଏହି ଦୁଇଜଣ ଶେଷରେ ନିଷ୍ପତ୍ତି ନେଇଥିଲେ ଯେ, ଦୁହେଁ କେରଳରୁ ଫେରାର ହୋଇ ବିବାହ କରିବା ପାଇଁ ଚାହୁଁଥିଲେ । ଛାତ୍ରର ବ୍ୟବହାର ପ୍ରତି ଶିକ୍ଷୟତ୍ରୀ ଆକର୍ଷିତ ହୋଇଥିଲେ ଓ ଛାତ୍ର ପାଇଁ ଏକ ମହଙ୍ଗା ମୋବାଇଲ ମଧ୍ୟ ଶିକ୍ଷୟତ୍ରୀ କିଣି ଦେଇଥିଲେ ।

ଛାତ୍ର ଓ ଶିକ୍ଷୟତ୍ରୀ ଫେରାର ହେବା ପରେ ଛାତ୍ରର ପରିବାର ଲୋକ ପୋଲିସରେ କମ୍ପ୍ଲେନ ଦେଇଥିଲେ । ପରେ ଜଣା ପଡିଲା ସେହି ଛାତ୍ର ଓ ଶିକ୍ଷୟତ୍ରୀ ହନିମୁନ ପାଇଁ କନ୍ୟା କୁମାରୀ ଯାଇଛନ୍ତି । ଏହି ଘଟଣା ବିଷୟରେ ଜାଣି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଛି ।

Leave a Reply

Your email address will not be published. Required fields are marked *