ହସ୍ପିଟଲ ରେ ଭାରର୍ତି ହେଲେ ଅଭିନେତା Sidharth Shukla ଫ୍ୟାନ, ଅଚାନକ ଅଭିନେତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ ଙ୍କ ସହ ହେଲା କିଛି ଏମିତି…

ବନ୍ଧୁଗଣ, ୨ ସେପ୍ଟେମ୍ବର ରେ ୪୦ ବର୍ଷ ବୟସରେ ଅଚାନକ ହାର୍ଟ ଅଟାକ ରେ ଦୁନିଆ ରୁ ବିଦାୟ ନେଇଛନ୍ତି ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଲା । ସିଦ୍ଧାର୍ଥ ଙ୍କ ମୃତ୍ୟୁ ଖବରରେ କେବଳ ତାଙ୍କ ବନ୍ଧୁ ତଥା ପରିବାର ବର୍ଗ ନୁହନ୍ତି ବରଂ ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଗଭୀର ଝଟକା ଲାଗିଅଛି । ପ୍ରାଏ ୧୫ ବର୍ଷ ଧରି ଇଣ୍ଡଷ୍ଟ୍ରୀ ରେ କାମ କରିଛନ୍ତି ସିଦ୍ଧାର୍ଥ । ଟିଭି ସିରିୟଲ ଠାରୁ ଆରମ୍ଭ କରି ରୁପେଲି ପରଦାରେ ତାଙ୍କ ଜଲ୍ବା ଦେଖିବାକୁ ମିଳିଥିଲା ।

ତାଙ୍କର ହଟାତ ପର ଲୋକ ରେ କୋଟି କୋଟି ଲୋକ ମର୍ମାହତ । ପୂର୍ବରୁ ସିଦ୍ଧାର୍ଥ ଙ୍କ ଲୋକ ପ୍ରିୟତା ଯେତିକି ଥିଲା, ବିଗ ବସ ପରେ ତାହା ୨ ଗୁଣା ଅଧିକ ବଢିଯାଇଥିଲା । ଏହି ସୋ ରେ ସେହେନାଜ ଗିଲ ଏବଂ ସିଦ୍ଧାର୍ଥ ଙ୍କ ଯୋଡି ଙ୍କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ପରେ ସିଡନାଜ ଙ୍କ ପ୍ରଶଂସକ ଙ୍କ ହୃଦୟ ଭାଙ୍ଗି ଯାଇଛି । ସିଦ୍ଧାର୍ଥ ଙ୍କ ଫ୍ୟାନ୍ସ ମାନେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏକାଧିକ ପୋ-ଷ୍ଟ ସେ-ୟା-ର କରୁଛନ୍ତି ।

ଶନିବାର ସିଦ୍ଧାର୍ଥ ଙ୍କ ଫ୍ୟାନ୍ସ ଙ୍କ ସହିତ ଜଡିତ ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନା କୁ ଆସିଅଛି । ସିଦ୍ଧାର୍ଥ ଶୁକ୍ଲା ଙ୍କ ଜଣେ ଫ୍ୟାନ୍ସ ସିଦ୍ଧାର୍ଥ ଙ୍କ ବିୟୋଗ ରେ ମ-ର୍ମା-ହ-ତ ହୋଇ ଆଂଶିକ କୋମା କୁ ଚାଲି ଯାଇଛନ୍ତି । ଏହାର ସୂଚନା ସିଦ୍ଧାର୍ଥ ଶୁକ୍ଲା ଙ୍କର ବନ୍ଧୁ ଅଥବା ଡାକ୍ତର ଶ୍ରୀଯୁକ୍ତ ଜୟସ ଠାକର ଦେଇଛନ୍ତି । ସିଦ୍ଧାର୍ଥ ଙ୍କ ବିୟୋଗ ର ଖବର ଶୁଣିବା ପରେ ଫ୍ୟାନ୍ସ ଜଣକ ବେହୋସ ହୋଇଯାଇଥିଲେ । ତେବେ ସିଦ୍ଧାର୍ଥ ଙ୍କ ଫ୍ୟାନ୍ସ ଙ୍କୁ ଏକା ନରହି ପରିବାର ସହିତ ରହିବାକୁ ପରାମର୍ଶ ଦେଇଛନ୍ତି ଜୟସ ଠାକର ।

କେବଳ ଏହା ନୁହେଁ ସେ ଟ୍ବିଟ କରି ଲେଖିଛନ୍ତି ଯେ ସିଦ୍ଧାର୍ଥ ଙ୍କ ସେହି ଫ୍ୟାନ୍ସ ଜଣକ ଆଂଶିକ କୋ-ମା କୁ ଚାଲି ଯାଇଛନ୍ତି । ସେହି ଫ୍ୟାନ୍ସ ଜଣଙ୍କୁ ଅଧିକ କିଛି ନ ଭାବି ଶାନ୍ତ ମନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ସିଦ୍ଧାର୍ଥ ଶୁକ୍ଲା ବାଳିକା ବୋଧୁ, ଦିଲ ସେ ଦିଲ ତକ, ବ୍ରୋକେନ ବଟ ବିୟୁଟିଫୁଲ, ସାବଧାନ ଇଣ୍ଡିଆ, ଇଣ୍ଡିଆ ଗଟ ଟ୍ୟାଲେଣ୍ଟ, ବାବୁଲ କା ଆଙ୍ଗନ ଛୁଟେନା ରେ ନଜର ଆସିଥିଲେ ।

୨୦୦୫ ରେ ସେ ୱୋର୍ଲ୍ଡ ବେଷ୍ଟ ମଡେଲ ଟାଇଟଲ ମଧ୍ୟ ଜିତିଥିଲେ । ଏହାପରେ ୨୦୧୪ ରେ ହମ୍ପି ଶର୍ମା କି ଦୁଲହନିୟା ରେ ବଲିଉଡ ରେ ଡେବ୍ୟୁ କରିଥିଲେ ସିଦ୍ଧାର୍ଥ । ଏହାପରେ ଖତ୍ରୋ କେ ଖିଲାଡ଼ି, ବିଗ ବସ ରିଆଲିଟି ସୋ ର ବିଜେତା ହୋଇଥିଲେ ସିଦ୍ଧାର୍ଥ । ବର୍ତ୍ତମାନ ତାଙ୍କ ବିୟୋଗ ଇଣ୍ଡଷ୍ଟ୍ରୀ ସହିତ ଦେଶ ବାସୀ ଙ୍କ ନିମନ୍ତେ ମଧ୍ୟ ଅପୂରଣୀୟ ବିଷୟ ପାଲଟି ଯାଇଅଛି । ବନ୍ଧୁଗଣ ଏହି ମର୍ମହାତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଅମଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *