ଦେଖନ୍ତୁ ସମୁଦ୍ର କୂଳରେ Sabysachi ଓ Archita ଙ୍କ ରୋମାଣ୍ଟିକ Video ହେଲା ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତା ସବ୍ୟସାଚୀ ଓ ତାଙ୍କ ପତ୍ନୀ ଅର୍ଚ୍ଚିତାଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଦୁଇଜଣ ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରଠାରୁ ଅର୍ଚ୍ଚିତା ସବ୍ୟଙ୍କ ଘରେ ରହୁଛନ୍ତି ।

ଏହି ଦୁଇଜଣ ଗରିବ ଲୋକମାନଙ୍କର ସହାୟତା କରି ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ଗତ କିଛି ସମୟ ହେବ ଏହି ଦୁଇଜଣଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଅର୍ଚ୍ଚିତା ଓ ସବ୍ୟ ହାତ ଧରାଧରି ହୋଇ ପୁରୀ ସମୁଦ୍ର କୂଳରେ ବୁଲୁଥିବାର ନଜର ଆସୁଛନ୍ତି । କରୋନା ସମୟରେ ସବ୍ୟ ଓ ଅର୍ଚ୍ଚିତା ଗରିବ ଲୋକଙ୍କର ବହୁତ ସହାୟତା କରିଛନ୍ତି । ବର୍ତ୍ତମାନ ସ୍ଥିତି ବଦଳିବାରୁ ସେମାନେ ଛୁଟିରେ ପୁରୀ ଯାଇଛନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ତାଙ୍କର ଏହି ଭିଡିଓଟିକୁ ଲୋକମାନେ ବେସ ପସନ୍ଦ ମଧ୍ୟ କରିଛନ୍ତି । ଅବଶ୍ୟ ବିବାହ ପରେ ଏହି ଦୁଇଜଣ କୌଣସି ଫିଲ୍ମରେ କାମ କରି ନାହାନ୍ତି ହେଲେ ବହୁତ ଶୀଘ୍ର ଏମାନେ ନିଜ ଅଭିନୟ କାରିୟରକୁ ଫେରିବେ ବୋଲି ଜଣା ପଡିଛି । ବନ୍ଧୁଗଣ ସବ୍ୟ ଓ ଅର୍ଚ୍ଚିତା ଏକ ସହ ଅନେକ ସୁପର ହିଟ ଫିଲ୍ମ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ଏହି ଦୁଇଜଣଙ୍କର ଯୋଡିକୁ ମଧ୍ୟ ଲୋକମାନେ ବେସ ପସନ୍ଦ କରନ୍ତି । ବିବାହ ପରଠାରୁ କୌଣସି ନା କୌଣସି କାରଣ ହେତୁ ଏହି ଦୁଇଜଣ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଥିଲେ ଓ ବର୍ତ୍ତମାନ ମଧ୍ୟ ଏମାନେ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *