ଶ୍ରୀ ମନ୍ଦିରର 22 ପାହାଚରେ ବନ୍ୟା ହେବା ଫଳରେ, ଓଡିଶା ସାରା ଖାଲି ପାଣି ହିଁ ପାଣି ! ସତ ହେଲାକି Malika Bachana

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶ୍ରୀମନ୍ଦିରର 22 ପାହାଚରେ ବନ୍ୟା ହେଲା , ଏବେ ସାରା ରାଜ୍ୟରେ ପାଣି ହିଁ ପାଣି ,ବୁଢିବାକୁ ବସିଲାଣି ଗାଁ ଗଣ୍ଡା ବନ୍ୟା ପାଣିରେ । ଗତସୋମବାର ଦିନ ଲଗାଣ ବର୍ଷା ଯୋଗୁଁ ଶ୍ରୀମନ୍ଦିରର 22 ପାହାଚରେ ବନ୍ୟା ଜଳ ଛୁଇଁଥିଲା ଯାହା ଫଳର୍ରେ ବାଇଶି ପାହାଚ ପାଣିରେ ଝରୁଥିଲା । ଯାହା ଯୋଗୁଁ ଏବେ ସାରା ରାଜ୍ୟରେ ପାଣି ଦେଖାଦଉଛି ବୋଲି ଲୋକେ କହୁଛନ୍ତି ।

ଆପଣମାନେ ଜାଣିଛନ୍ତି କି ଶ୍ରୀମନ୍ଦିରର ଉପରେ ଯଦି କୋଣସି ଅମଙ୍ଗଳ ସଂକେତ ଦେଖାଯାଏ । ତେବେ ସମ୍ରଗ୍ର ଭୂପୁଷ୍ଟ ଉପରକୁ ବିପଥ ମାଡି ଆସିଥାଏ ॥ ବାଇଶି ପାହାଚରେ ପାଣି ଆସିବା ଯୋଗୁଁ ସାରା ରାଜ୍ୟ ବୁଢିବାକୁ ଲାଗିଛି ବୋଲି ଲୋକେ କହୁଛନ୍ତି । ବୋଧେ ଶ୍ରୀମନ୍ଦିର ପାହାଚରେ ବନ୍ୟା ହେବାରୁ ସାରା ରାଜ୍ୟରେ ବନ୍ୟା ହେଉଛି । କେତେକ ଗାଁ ଗଣ୍ଡା ବୁଢିବାର ସମ୍ଭାବନା ଦେଖିବାକୁ ମିଳିଛି ।

ଲୋକମାନଙ୍କ ଜୀବନ ଅସ୍ତବ୍ୟସ୍ତ ହେଲାଣି କେଉଁ ସମୟରେ ବନ୍ୟା ପାଣି ମାଡିଆସିବ ଏହାକୁ ନେଇ ଭୟଭୀତ ହେଉଛନ୍ତି । ଅପର ପକ୍ଷରେ ଲୋକେ କହୁଛନ୍ତି ମାଳିକା ବଚନ ସତ ହେଉଛି କାରଣ ମାଳିକାରେ କୁହାଯାଇଥିଲା କି ଯଦି ବାଇଶି ପାହାଚରେ ପାଣି ଆସିବ ତେବେ ସମଗ୍ର ବିଶ୍ଵ ଶେଷ ହୋଇଯିବ । ବାଇଶି ପାହାଚ ବୁଢିନି ମାତ୍ର ତାହାର ସ୍ପର୍ଶ ହିଁ ସାରା ରାଜ୍ୟକୁ ଜଳରେ ପରିପୂର୍ଣ୍ଣ କରିଦେଇଛି ।

ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ତଳିଆ ଅଞ୍ଚଳରେ ଫୁଲିବାକୁ ଲାଗିଛି ନଦୀ ନାଳ ଯାହା ଦ୍ଵାରା ଗାଁ ଗଣ୍ଡା ସବୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ,ବଲାଙ୍ଗୀର ,ନୂଆପଡା ,ଡେଙ୍କାନାଳ ,ସୁର , ଭୁବନେଶ୍ଵର , କଟକ ବର୍ଷା ଯୋଗୁଁ ବିପଦପୂର୍ଣ୍ଣ ହୋଇଯାଇଛନ୍ତି । ଏହି ସବୁ ଅଞ୍ଚଳରେ ପାଣି ଜମିକି ରହିଛି ତେବେ ସୂଚନା ଅନୁସାରେ ଆଗକୁ ସ୍ଥିତି ସଙ୍ଗୀନ ହେଇପାରେ ।

ତେବେ ବର୍ଷା ପାଇଁ ଚାରୋଟି ଜିଲ୍ଲାକୁ ରେଡ ସଂକେତ ଦେଇଛି ଆଞ୍ଚୋଳିକ ବିଜ୍ଞାନ ପାଣିପାଗ କେନ୍ଦ୍ର ସେହିସବୁ ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର , ଝାରସୁଗୁଡା ,ବରଗଡ ଓ ସୁନ୍ଦରଗଡ । ତେବେ ସତରେ କଣ ମାଳିକା ବଚନ ସଫଳ ହେବାକୁ ଯାଉଛି ଯାହା ଲିଖିତ ତାହା ହିଁ ଘଟିବ କି ? ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *