‘ଓଢଣୀ ଖୋଲି ଦିଅ, ସେ ଗୋଟେ ମଣିଷ ମାରଇଛି, ତାକୁ…’ Sharmistha ଙ୍କୁ ଦେଖି ରାଗିଗଲେ ଆପାର୍ଟମେଣ୍ଟ ବାସିନ୍ଦା, ଦେଖନ୍ତୁ କଣ କହୁଛନ୍ତି ଏହି ମହିଳା…ଦେଖନ୍ତୁ Video

ବନ୍ଧୁଗଣ, ବହୁ ଚର୍ଚ୍ଚିତ ଚାନ୍ଦବାଲି ର ମାମଲା ସମ୍ବନ୍ଧରେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ । ମାନସ ନାମକ ଯୁବକ ଙ୍କୁ କିଭଳି ଏକ ମେମୋରୀ ଚିପ ନିମନ୍ତେ ରାସ୍ତାରୁ କିଡ ନାଆପ କରି ହତୟଆ କରାଗଲା । ଏହି ହତୟଆ ରେ ମୁଖ୍ୟ ଅଭିଯୋଗକାରୀ ହେଉଛନ୍ତି ଶର୍ମୀଷ୍ଠା । ଜଣେ ମା କୋଳରୁ ତାର ପୁଅ ସବୁଦିନ ଲାଗି ଚାଲିଗଲା । ସୂଚନା ଅନୁଯାୟୀ ଶର୍ମୀଷ୍ଠା ଙ୍କ କୌଣସି ଏକ ମେମୋରୀ ଚିପ ରଖିଥିଲେ ମାନସ । ତାହାକୁ ନ ଦେବା କାରଣରୁ ମାନସ କୁ ତାଙ୍କ ସାଥି ଧମକେଇ ମାଆରପିଇଟ ମଧ୍ୟ କରିଥିଲେ ।

ଏହାପରେ ମଧ୍ୟ ଉଭୟ ଙ୍କ ମଧ୍ୟରେ ବିବାଦ ଥମି ନଥିଲା । ଦିନେ ବାହାଘର ଶୁଟିଙ୍ଗ ନିମନ୍ତେ ମାନସ ଯାଇଥିବା ସମୟରେ ଫେରିବା ବାଟରେ ଶର୍ମୀଷ୍ଠା ଏବଂ ତାଙ୍କ ସହଯୋଗୀ ରାସ୍ତା ରୋକ କରି ମାନସ କୁ ବହୁତ ମାଡ ମାରି ସେଠାରୁ ଅପହରଣ କରି କାର ମାଧ୍ୟମରେ ଅନ୍ୟ କେଉଁ ଜାଗାକୁ ନେଇ ଯାଇଥିଲେ । ଏହାପରେ ସେଠାରେ ଅତ୍ୟାଚାର କରି ନେଇଯାଇଥିଲେ ମାନସ ର ଜୀବନ ।

ତେବେ ପୋଷ୍ଟମର୍ଟନ ରିପୋର୍ଟ ରୁ ଜଣା ଯାଇଅଛି ଯେ ମାନସ ଙ୍କ ଛାତିରେ ଆଘାତ ଲାଗିବାରୁ ତାଙ୍କ ପ୍ରାଣ ଯାଇଥିଲା । ଅନେକ ଦିନ ପରେ ପୋଲିସ ଶର୍ମୀଷ୍ଠା ଙ୍କୁ ଗିରଫ କରିବାରେ ସକ୍ଷମ ହେଲା । ମାତ୍ର ଗିରଫ ପରେ ପୋଲିସ ଶର୍ମୀଷ୍ଠା ଙ୍କୁ ପ୍ରୋଟେକ୍ସନ ଦେଇ ନେଇ ଯାଉଥିବା ସମୟରେ ଜଣେ ମହିଳା କହିଛନ୍ତି ଯେ ଏହିଭଳି ମହିଳା ଙ୍କୁ ଏହିଭଳି ପ୍ରୋଟେକ୍ସନ କଣ ପାଇଁ ?

ଯିଏ ମଣିଷ ର ଜୀବନ ନେଇଛି ତାର ମୁହଁ କୁ ଲୋକେ ଦେଖିବା ଆବଶ୍ୟକ । ଓଢଣୀ ଖୋଲି ଦିଅନ୍ତୁ । ସେ ଶର୍ମୀଷ୍ଠା ର ଓଢଣୀ ମୁହଁ ରେ ଘୋଡାଇବା କଣ ଦରକାର ? ସେ ଗୋଟିଏ ମଣିଷ ମାଆରିଛି । ପବ୍ଲିକ ଜାଣନ୍ତୁ ଯେ ସେ କଣ କହିବାକୁ ଚାହୁଁଛି ? ମାତ୍ର ପୋଲିସ ତାକୁ ଘେରେଇକି ରୁହନ୍ତୁ କିନ୍ତୁ ସେ ଓଢଣୀ ଖୋଲୁ ଏବଂ ମିଡିଆ ସାମ୍ନା ରେ ନିଜର ମୁହଁ ଖୋଲୁ ।

ଆଶ୍ରମରେ ସେବା କରୁଥିବା ମହିଳା ର ଏହି ରୂପ ମଧ୍ୟ ପବ୍ଲିକ ଦେଖିବା ଦରକାର । ଜଣେ ନିରୀହ ଙ୍କ ଜୀବନ ନେବା କେତେ ଦୂରେ ସଠିକ ? ତାହା ଜନତା ଜାଣନ୍ତୁ । ଶର୍ମୀଷ୍ଠା ଏବଂ ତାର ସହଯୋଗୀ ଙ୍କୁ ଉଚିତ ଦଣ୍ଡ ମିଳିବା ଆବଶ୍ୟକ । ତେବେ ବନ୍ଧୁଗଣ ଏହି ବାବଦରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *