Jyotish Shastra – ଶନିଦେବ ଙ୍କୁ ସବୁଠୁ ଅଧିକ ପ୍ରିୟ ହୋଇଥାଏ ଏହି 3 ଟି ରାଶି, ନିଜେ କରନ୍ତି ଏମାନଙ୍କ ରକ୍ଷା

ଶନି ଦେବଙ୍କୁ ଏହି ୩ଟି ରାଶି ପ୍ରିୟ ହୋଇଥାନ୍ତି । ଯେଉଁମାନଙ୍କୁ ଶନି ଦେବ ନିଜେ ଧନ ଓ ଦୌଲତ ପ୍ରଦାନ କରନ୍ତି । ଗାଡି, ବଙ୍ଗଳା ସବୁ ମିଳେ । ଶନି ଦେବଙ୍କୁ ସତ ଓ ନ୍ୟାୟ ପସନ୍ଦ ହୋଇଥାଏ । ଯିଏ ସତ୍ୟରେ ଥାଆନ୍ତି ଓ ଭୁଲ୍ କରନ୍ତି ନାହିଁ, ତାଙ୍କ ସାଙ୍ଗରେ ଶନି ଦେବ ସବୁବେଳେ ପାଇଁ ରହିଥାନ୍ତି । ଯଦି ଆପଣଙ୍କ ଜୀବନରେ ସମସ୍ୟା ଥାଏ, ଶନି ଦେବ୍ ନିଶ୍ଚୟ ତାଙ୍କୁ ସାହାଯ୍ୟ କରନ୍ତି ।

ଯଦି ଆପଣ ଅଧିକ ସଂଘର୍ଷ ଓ ଚିନ୍ତାରେ ରହୁଥାନ୍ତି ତା ହେଲେ କିଛି କରନ୍ତୁ ନାହିଁ, ଶନି ଚାଳିଶା ପାଠ କରନ୍ତୁ କିମ୍ବା ଓଁ ସଂ ଶନିଶ୍ଚରାୟ ନମଃ ଓ ଶନି ଚାଳିଶା ପାଠ କରନ୍ତୁ । ତେବେ ଏବେ ଚାଲନ୍ତୁ ଜାଣିବା ଏମିତି କେଉଁ ୩ଟି ରାଶି ଅଛି, ଯାହାଙ୍କ ଉପରେ ଶନି ଦେବଙ୍କ କୁପାଦୃଷ୍ଟି ପଡେ ।

ତୁଳା ରାଶି

ତୁଳା ରାଶି ଅଧିକ କୁଟ କପଟ ଠୁ ଦୂରେଇ ରୁହନ୍ତି, ଏମାନେ ବହୁତ ସତ୍ ଓ ଭଲ ଲୋକ ହୋଇଥାନ୍ତି । ସେମାନଙ୍କୁ ଶନି ଦେବଙ୍କ କୃପା ମିଳେ । ସେଥିପାଇଁ ଆପଣ ଶନିବାର ଆମିଷ ଖାଆନ୍ତୁ ନାହିଁ ଓ ରସୁଣ ଖାଆନ୍ତୁ ନାହିଁ । ସବୁଦିନ ସନ୍ଧ୍ୟାରେ ଶନି ଚାଳିଶା ପାଠ କରନ୍ତୁ ଓ ଶନିବାର ଦିନ ସାଧା ଖାଦ୍ୟ ଖାଆନ୍ତୁ । ସାଙ୍ଗରେ ରସୁଣ ଓ ପିଆଜର ସେବନ କରନ୍ତୁ ନାହିଁ ।

କୁମ୍ଭ ରାଶି

କୁମ୍ଭ ରାଶିଙ୍କ ର ଜୀବନ ଶନିଙ୍କ କୃପାରୁ ଚାଲେ । ଯଦି ଶନିଙ୍କ କୃପା ନଥାଏ, ତାହେଲେ ତାଙ୍କୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । ଯଦି ଆପଣଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡେ, ତା ହେଲେ ସୂର୍ଯ୍ୟଙ୍କ ସାମ୍ନା କରିବାକୁ ପଡ଼ିବ ।

କୁମ୍ଭ ରାଶି ମାନଙ୍କୁ ସହଜରେ ଧନ ପ୍ରାପ୍ତି ହୁଏ । ଏମାନେ ବହୁତ ଭଲ ଲୋକ ହୋଇଥାନ୍ତି । ଏମାନଙ୍କୁ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ । ଏମାନେ ଶନି ଦେବଙ୍କୁ ଅଧିକ ପ୍ରିୟ ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମ କରି ଧନ ପ୍ରାପ୍ତି କରିଥାନ୍ତି  ।

ମକର ରାଶି

ଶନି ଭଗବାନଙ୍କର ଆପଣଙ୍କ ଉପରେ ବିଶେଷ କୃପା ରହିଥାଏ । ଆପଣ ଯେଉଁଟା ଚାହୁଁଛନ୍ତି ସେଇଟା ଶନିଙ୍କ କୃପାରୁ ମିଳେ । ଆପଣ ଯେତେବେଳେ ସମସ୍ୟାରେ ପଡିଥାନ୍ତି ଶାଣିଦେବ ଆପଣଙ୍କୁ ରକ୍ଷା କରିଥାନ୍ତି । ଏଣୁ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ ଓ ଶନିଙ୍କ ଶରଣରେ ରୁହନ୍ତୁ ଓ ଏହା ସାଙ୍ଗରେ ମନିପର୍ସରେ ମୟୂର ପୁଛ ରଖନ୍ତୁ, ସବୁ ସଂଘର୍ଷ ଓ ସବୁ ବିପଦରୁ ରକ୍ଷା ପାଇବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *