SRK ଙ୍କ ସାନ ପୁଅ Abram ଏବେ ଝୁରି ହେଉଛି ବଡ ଭାଇ Aryan ଙ୍କୁ, 2 ତାରିଖରୁ କାହିଁକି ଘରକୁ ଫେରିନି ଭାଇ…. Mannant ରେ ବନ୍ଦ ରହିଛି ନ୍ୟୁଜ ଚ୍ଯାନେଲ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ନିଜ ବଡ ଭାଇକୁ ଖୋଜୁଛି ଶାହରୁଖ ଖାନଙ୍କ ସାନ ପୁଅ ଆବ୍ରାମ । ବଡ ଭାଇ ଆରିୟାନ ଗତ ୨ ତାରିଖରୁ ଯାଇଛି ଏ ପର୍ଯ୍ୟନ୍ତ ଘରକୁ ଫେରି ନାହିଁ । ଆରିୟାନଙ୍କ ଫେରିବା ବାଟକୁ ଚାହିଁ ରହିଛି ତାଙ୍କ ସାନ ଭାଇ ଆବ୍ରାମ । ଏବେ ତାଙ୍କ ପରିବାର ଲୋକ ଆବ୍ରାମଙ୍କୁ ବୁଝେଇବାରେ ଲାଗିଛନ୍ତି । ଏତେ ବଡ ଘରେ ସାନ ପୁଅଟି ଖୋଜି ହେଉଛି ନିଜ ବଡ ଭାଇକୁ ।

ବଡ ଭାଇ ଆରିୟାନଙ୍କ ସହ ବହୁତ ଭଲ ସମୟ ଅତିବାହିତ କରୁଥିଲା ଆବ୍ରାମ । ଖେଳିବା ଠାରୁ ଆରମ୍ଭ କରି ବୁଲିବା ପର୍ଯ୍ୟନ୍ତ ଆବ୍ରାମ ନିଜ ଭାଇ ସହ କରୁଥିଲା । ତେବେ ଗତ କିଛି ଦିନ ହେବ ନିଜ ଭାଇକୁ ବଡ ଘର ଭିତରେ ବହୁତ ଖୋଜୁଛି ଆବ୍ରାମ ହେଲେ ପାଉନି । ମା ଗୌରି ଖାନ ଫଟୋ ଦେଖାଇ କହୁଛନ୍ତି, ଏଇଠି ଯାଇଛି ତୋ ଭାଇ ଖୁବ ଶୀଘ୍ର ଫେରିବ । ଏମିତି କିଛି କହି ଭୁଲେଇବା ପାଇଁ ଚେଷ୍ଟା କରୁଛନ୍ତି ଗୌରି ।

ଆରିୟାନଙ୍କୁ ନେଇ ନ୍ୟୁଜ ପ୍ରସାରଣ ହେଉଥିବାରୁ ମନ୍ନତରେ ଟିଭି ଲାଗୁନି । ଏହା ସହିତ ମନ୍ନତରେ ଆରିୟାନଙ୍କ ଜେ-ଲ ଯିବା କଥାକୁ ନେଇ ମଧ୍ୟ କୌଣସି ଚର୍ଚା ହେଉ ନାହିଁ । କେହି ବି ଚାହୁଁ ନାହାନ୍ତି ଏହି ଘ-ଟ-ଣା ବିଷୟରେ ସାନ ପୁଅଟି ଜାଣୁ । ଅନ୍ୟ ପଟରେ ଆବ୍ରାମଙ୍କୁ ସମ୍ଭାଳୁ ଛନ୍ତି ତାଙ୍କ ବଡ ଭଉଣୀ ସୁହାନା ଖାନ । ତାଙ୍କ ମା ବାପା ଏବେ ଆବ୍ରାମଙ୍କୁ କେମିତି ବୁଝେଇବେ ତାହା ନିଜେ ବି ଜାଣି ପାରୁ ନାହାନ୍ତି ।

ଆରିୟାନ ଖାନଙ୍କୁ ଜେ-ଲ-ରୁ ବାହାର କରିବା ପାଇଁ ବହୁତ ସମୟ ଚିନ୍ତିତ ରହୁଛନ୍ତି ଶାହରୁଖ ଓ ଗୌରି ଖାନ । ଆନେକ ଦିନ ହେବ ତାଙ୍କ ପୁଅ ଘରକୁ ଫେରୁ ନାହାନ୍ତି । ଗୌରି ଖାନଙ୍କ ଜନ୍ମ ଦିନରେ ବହୁତ ଇଛା ଥିଲା ପୁଅ ଘରକୁ ଫେରିବା ଲାଗି ହେଲେ ଏମିତି ହେଲା ନାହିଁ । ଯାହା ଫଳରେ ନିଜ ଜନ୍ମଦିନକୁ ଭଲ ଭାବରେ ସେଲିବ୍ରେଟ କରିପାରିଲେ ନାହିଁ ଗୌରି । ଏବେ ଆରିୟାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ।

Leave a Reply

Your email address will not be published. Required fields are marked *