ସମୂଦ୍ର ଭିତରେ ଥିବା ଏହି ମନ୍ଦିରକୁ ଶହେ ବର୍ଷ ହେବ ଜଗି ରହିଛି ଏକ ବିଷଧର ସାପ, ପୁରା ଘଟଣା ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆମ ବିଶ୍ଵରେ ଅନେକ ପ୍ରକାରର ମନ୍ଦିର ରହିଛି । ପ୍ରତ୍ୟକ ଦେବତା ମାନଙ୍କର ପୂଜା ପାଇଁ ଭିନ୍ନ ଭିନ୍ନ ମନ୍ଦିର ମାନ ସ୍ଥାପନ କରାଯାଇଛି । ହେଲେ ବନ୍ଧୁଗଣ ବିଶ୍ଵରେ ଏପରି ମଧ୍ୟ ଏକ ମନ୍ଦିର ରହିଛି ଯେଉଁଠି ବରୁଣ ଦେବଙ୍କୁ ପୂଜା କରାଯାଏ ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସେହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ଅନେକ ବି-ଷ-ଧ-ର ସାପ । ଏହି ମନ୍ଦିରକୁ ଏକ ପୂଜାରୀ ନିର୍ମାଣ କରିଛନ୍ତି । ଏହି ମନ୍ଦିର ସମ୍ବନ୍ଧିତ ରହସ୍ୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମନ୍ଦିର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରହସ୍ୟ ବିଷୟରେ ।

ବନ୍ଧୁଗଣ ମୁସ୍ଲିମ ଦେଶ ଇଣ୍ଡୋନେସିଆରେ ରହିଛି ଏହି ସମୁଦ୍ର ଦେବତାଙ୍କ ମନ୍ଦିର । ସମୁଦ୍ର ମଧ୍ୟରେ ପୂଜା ଆଉଛନ୍ତି ସମୁଦ୍ର ଦେବତା । ଏହି ମନ୍ଦିରକୁ ନେଇ ଯେତିକି ରହସ୍ୟ ଓ କିମ୍ବଦନ୍ତୀ ରହିଛି ତା ଠାରୁ ବେସୀ ଆଶ୍ଚର୍ଯ୍ୟ ତାର ନିର୍ମାଣ ଶୈଳୀ ଓ ରକ୍ଷଣ ବେକ୍ଷଣ କାର୍ଯ୍ୟର କଥା ରହିଛି । ମନ୍ଦିରଟିକୁ ବହୁତ ବର୍ଷ ହେଇଗଲାଣି ହେଲେ ମନ୍ଦିରର ଚତୁର୍ପାର୍ଶ୍ୱକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଇଣ୍ଡୋନେସିଆରେ ଥିବା ଏହି ମନ୍ଦିରର ନାମ ହେଉଛି ତନହାଲୋତ । ବନ୍ଧୁଗଣ ଇଣ୍ଡୋନେସିଆର ଭାଷା ଅନୁସାରେ ତନାହର ନାମ ହେଉଛି ସମୁଦ୍ର ଓ ଲୋତର ନାମ ହେଉଛି ବାଲି । ଏହି ମନ୍ଦିରର ଐତିହ ଓ କାର୍ଯ୍ୟ ଶୈଳୀ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ମନ୍ଦିରଟି ଏକ ସମୁଦ୍ର କୂଳରେ ରହିଛି ଯାହାକୁ ଏକ ବିଶାଳ କାୟ ପଥର ଉପରେ ନିର୍ମିତ ହୋଇଛି ।

କେତେଜଣଙ୍କ ମତରେ ସହ ସହ ବର୍ଷ ପୂର୍ବେ ଏହି ପଥରଟି ସମୁଦ୍ର ମାଡ ହୋଇ ପ୍ରକୃତିକ ଉପାୟରେ ତିଆରି ହୋଇଥିଲା । ଏହି ପଥର ଉପରେ ବର୍ତ୍ତମାନ ତନାହଲୋତ ମନ୍ଦିର ଛିଡା ହୋଇଛି । ଇଣ୍ଡୋନେସିଆର ବାଲି ସହରରେ ରହିଛି ଏପରି ୭ଟି ମନ୍ଦିର ଯାହାକୁ ଶୃଙ୍ଖଳି ଉପାୟରେ ତିଆରି କରାଯାଇଛି । ଶୁଣିବାକୁ ମିଳେ ୧୯୮୦ ମସିହାରେ ଏହି ପଥରର କିଛି ଖଣ୍ଡ ଖସିବାକୁ ଲାଗିଥିଲା । ଫଳରେ ପଥରର ଆଖ ପାଖ ଅଞ୍ଚଳକୁ ବିପଦ ମୟ ବୋଲି ଘୋଷଣା କରଯାଇଥିଲା । ଏହି ପଥରର ସୁରକ୍ଷା ପାଇଁ ଜାପାନ ସରକାର ଇଣ୍ଡୋନେସିଆ ସରକାରଙ୍କୁ ସାହାର୍ଯ୍ୟ କରିଥିଲେ ।

ବର୍ତ୍ତମାନ ଏହି ମନ୍ଦିରରେ ସମୁଦ୍ର ଦେବତାଙ୍କ ପୂଜା ହେଉଛି । ଏହି ମନ୍ଦିର ଉପରେ ଏହା ମଧ୍ୟ ବିଶ୍ଵାସ ରହିଛି ଯେ, ଦୁଷ୍ଟ ଆତ୍ମା ଓ ଖରପ ଲୋକଙ୍କ ଠାରୁ ଏହି ମନ୍ଦିରର ସୁରକ୍ଷା ପାଇଁ ସାପ ମାନେ ରହିଛନ୍ତି । ଏହି ମନ୍ଦିର ତଳେ ଅନେକ ବି-ଷ-ଧ-ର ସାପ ରହି ମନ୍ଦିରକୁ ସୁରକ୍ଷା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମନ୍ଦିର କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *