୧୦୦ ବର୍ଷର ପୁରୁଣା ଯାଦୁ, କାଛୁ, କୁଣ୍ଡିଆ ମାତ୍ର ଗୋଟିଏ ରାତିରେ ହିଁ ଗାୟବ ହେଇଯିବ- Baba Ramdev Health Tips

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଏବେ ସମାଜରେ ଅନେକ ପ୍ରକାର ରୋଗ ଦେଖିବାକୁ ମିଳୁଛି।କେତେକ ରୋଗ ଔଷଧ ସେବନ ଦ୍ୱାରା ଭଲ ହୋଇଯାଇଥାଏ ଓ ଆଉ କେତେକ ଭଲ ହୋଇପାରିନଥାଏ।ଏହି ରୋଗ ମାନଙ୍କ ମଧ୍ୟରେ ସବୁଠୁ ସମସ୍ୟା ସୃଷ୍ଟି କରୁଥିବା ରୋଗ ହେଉଛି ଚର୍ମ ରୋଗ।ବନ୍ଧୁଗଣ ଯାଦୁ,କାଛୁ,କୁଣ୍ଡିଆ ଆଦି ରୋଗ ଆମକୁ ଅନେକ ପ୍ରକାର ଚିନ୍ତା ରେ ପକାଇଦେଇଥାଏ।ଏହି ରୋଗ ରୁ ମୁକ୍ତି ପାଇବା ପାଇଁ ବଜାରରେ ଅନେକ ଔଷଧ ମିଳୁଛି କିନ୍ତୁ ସେଥିରୁ ଆମକୁ ଏତେଟା ଉପଶମ ମିଳିନଥାଏ ।

ଆପଣ ମାନେ ଜାଣି ରଖନ୍ତୁ ଯେ ଏହିପରି ରୋଗକୁ ଆମେ ପ୍ରାକୃତିକ ଉପାୟ ରେ ମଧ୍ୟ ଭଲ କରିପାରିବା। ଆମ ପାଖରେ ଏପରି କିଛି ପ୍ରାକୃତିକ ଦ୍ରବ୍ୟ ଅଛି ଯାହା ଦ୍ୱାରା ଆମେ ବହୁ ପୁରୁଣା ଯାଦୁ,କାଛୁ,କୁଣ୍ଡିଆ କୁ ମୂଳରୁ ଭଲ କରିପାରିବା । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଅନେକ କିଛି କହିବୁ ଯାହା ଦ୍ୱାରା ଆପଣ ମଧ୍ୟ ଉପଶମ ପାଇ ପାରିବେ। ଆପଣ ଯଦି ଯାଦୁ,କାଛୁ,କୁଣ୍ଡିଆ ଭଳି ରୋଗରେ ପୀଡିତ ଅଛନ୍ତି ତେବେ ଏହାକୁ ନିଶ୍ଚିତ ପଢ଼ନ୍ତୁ।ତେବେ ଚାଲନ୍ତୁ ଏହି ପ୍ରାକୃତିକ ଉପାୟ ଗୁଡିକୁ ଦେଖିବା।

ବନ୍ଧୁଗଣ ଆପଣ ମାନେ ଯାଦୁ,କାଛୁ,କୁଣ୍ଡିଆ ରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ଔଷଧ ଏବଂ କ୍ରିମ ବ୍ୟବହାର କରିଥାନ୍ତି କିନ୍ତୁ ଏହା ଦ୍ୱାରା ବେଶି କିଛି ଉପଶମ ମିଳିପାରିନଥାଏ। ଯାହା ଦ୍ୱାରା ଆପଣଙ୍କର ଟଙ୍କା ଓ ସମୟ ନଷ୍ଟ ହୋଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ପ୍ରାକୃତିକ ଉପାୟ ବିଷୟରେ କହିବାକୁ ଯାଉଛୁ ସେଥିରେ ଆପଣଙ୍କର କୌଣସି ଟଙ୍କା ସମୟ ନଷ୍ଟ ହେବ ନାହିଁ ଏବଂ ପୁରା ଉପଶମ ମିଳିବ।

ଏହାକୁ ବ୍ୟବହାର କରିବାର ପ୍ରଥମ ଦିନରୁ ହିଁ ଆପଣଙ୍କୁ ଏହି ଚର୍ମ ରୋଗ କମିଲା ଭଳି ଅନୁଭବ ହେବ। ଏହାକୁ ପ୍ରଥମେ ଲେପନ କଲେ ଏଥିରୁ ଥଣ୍ଡା ଅନୁଭୂତ ହେବ। ଏହାକୁ ଲଗାତାର କିଛି ଦିନ ଲେପନ କରିବା ଦ୍ୱାରା ଆପଣ ଏଥିରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ।ତେବେ ଚାଲନ୍ତୁ ବନ୍ଧୁଗଣ ଏହାକୁ କିପରି ପ୍ରସ୍ତୁତ କରାଯାଏ ସେ ବିଷୟରେ ଜାଣିବା।

ବନ୍ଧୁଗଣ ପ୍ରଥମେ ଏକ ଗିନା ରେ ଗୋଟେ ଚାମଚ ନଡ଼ିଆ ତେଲ ନିଅନ୍ତୁ। ନଡ଼ିଆ ତେଲ ଆମ ଚର୍ମ ପାଇଁ ହିତକର ହୋଇଥାଏ।ଏହାପରେ କିଛି କର୍ପୁର ନିଅନ୍ତୁ।ଏହାକୁ ଗୁଣ୍ଡ କରି ନଡ଼ିଆ ତେଲ ସହିତ ମିଶେଇ ଦିଅନ୍ତୁ।କର୍ପୁର ଏକ ଏପରି ଦ୍ରବ୍ୟ ଯାହା ଏକ ପୁରୁଣା ଔଷଧ ଭାବେ ଜଣାଯାଇଥାଏ।ତେଣୁ ଏହାକୁ ଆପଣ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ। ଏହା ଯେ କୌଣସି ଚର୍ମ ରୋଗ କୁ ଭଲ କରିଦେଇଥାଏ।ଏହାପରେ ଆମେ ଏଥିରେ ଗୋଟେ ଚାମଚ ଏଲୋଭେରା ଜେଲ ପକାଇ ମିଶ୍ରଣ କରିବା।ଏହା ଆମକୁ ଥଣ୍ଡା ଲାଗିବାରେ ସାହାର୍ଯ୍ୟ କରିଥାଏ।

ଯାଦୁ,କାଛୁ,କୁଣ୍ଡିଆ ହୋଇଥିବା ସ୍ଥାନରେ ଅତ୍ୟଧିକ ଥଣ୍ଡା ଆବଶ୍ୟକ ହୋଇଥାଏ।ମନେରଖନ୍ତୁ ଏହି ରୋଗ ହୋଇଥିବା ସ୍ଥାନ ରେ ବହୁତ କୁଣ୍ଡେଇ ହୋଇଥାଏ କିନ୍ତୁ ଏହାକୁ ବିଲକୁଲ ବି କୁଣ୍ଡେଇବା ଉଚିତ ନୁହେଁ।ତବେ ବନ୍ଧୁ ଗଣ ଆମେ ଏଥିରେ ଶେଷ ଦ୍ରବ୍ୟ ଟି ପକେଇବା ଯାହା ହେଉଛି ନିମ୍ବ ପତ୍ର ର ପାଉଡର।ଯଦି ଆପଣଙ୍କୁ ନିମ୍ବ ପତ୍ରର ପାଉଡର ନ ମିଳୁଛି ତେବେ ଆପଣ ସାଧାରଣ ନିମ୍ବ ପତ୍ର କୁ ଆଣି ଏହାକୁ ଖରାରେ ଶୁଖାଇ ଏହାର ଗୁଣ୍ଡ କରି ଏଥିରେ ପକାଇ ପାରିବେ।

ନିମ୍ବ ପତ୍ର ର ପାଉଡର ଏହାକୁ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ହୋଇଥାଏ।ତେବେ ଏହାକୁ ଏଥିରେ ପକେଇ ଭଲ ଭାବ ରେ ମିଶେଇ ଦିଅନ୍ତୁ।ଏହାପରେ ଆମର ପ୍ରାକୃତିକ ଔଷଧ ତିଆରି ହୋଇଯିବ।ଏବଂ ଏହାକୁ ନେଇକି ଆପଣମାନେ ନିଜର ଯାଦୁ,କାଛୁ,କୁଣ୍ଡିଆ ହେଉଥିବା ସ୍ଥାନରେ ଲେପନ କରିପାରିବେ।

ବନ୍ଧୁଗଣ ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କିଏ ଏହି ଯାଦୁ,କାଛୁ,କୁଣ୍ଡିଆ ରୋଗରେ ପୀଡିତ ଅଛନ୍ତି ତେବେ ନିଶ୍ଚୟ ଏହାକୁ ବ୍ୟବହାର କରନ୍ତୁ।ଆପଣ ନିଶ୍ଚିନ୍ତ ଏଥିରୁ ଉପଶମ ପାଇବେ।ଏହା କମ ଖର୍ଚ୍ଚରେ ଏବଂ ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥାଏ।ଯଦି ଆପଣ ଏହାକୁ ପ୍ରତିଦିନ ପ୍ରସ୍ତୁତ କରି ଏହି ରୋଗ ହୋଇଥିବା ସ୍ଥାନ ରେ ଲେପନ କରିବେ ତେବେ ବହୁତ ଶୀଘ୍ର ଏହି ରୋଗରୁ ଆପଣ ମୁକ୍ତି ପାଇପାରିବେ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *