Twinkle Khanna ଙ୍କ ଏହି 4 ଟି ଫିଲ୍ମ କୁ କାହିଁକି ଦେଖିବା ପାଇଁ ଘୃଣା କରନ୍ତୁ Akshay Kumar

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଟ୍ୱିଙ୍କଲ ଖାନା ଙ୍କୁ କିଏ ବା ନ ଜାଣେ । ରାଜେଶ ଖନା ଙ୍କ କନ୍ୟା ହେଉ କି ଅକ୍ଷୟ କୁମାର ଙ୍କ ପତ୍ନୀ ଭାବେ ହେଉ ଅବା ବଲିଉଡ ର ଅଭିନେତ୍ରୀ ଭାବେ ହେଉ ସେ ବର୍ତ୍ତମାନ ଏକ ଜଣାଶୁଣା ସେଲିବ୍ରିଟି ହୋଇପାରିଛନ୍ତି।ସେ ବଲିଉଡ ରେ ବହୁତ କମ ଫିଲ୍ମ କରିଛନ୍ତି।ଯେଉଁ ବି ଫିଲ୍ମ ହେଉ ସେ ସେଥିରେ ଚମତ୍କାର ଅଭିନୟ କରିଛନ୍ତି।ସେ ନିଜ ଫିଲ୍ମ ରେ ରୋମାନ୍ସ ଏବଂ କମେଡି ଜରିଆ ରେ ଫିଲ୍ମ କୁ ସୁପରହିଟ କରିଥାନ୍ତି।ତାଙ୍କର ସମସ୍ତ ଫିଲ୍ମ କୁ ଲୋକେ ବହୁତ ପସନ୍ଦ କରିଥାନ୍ତି।

ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସ ରେ ଧମାଲ କରିଛି।ତଥାପି ତାଙ୍କର ଏମିତି କିଛି ଫିଲ୍ମ ଅଛି ଯାହାକୁ ପାତି ଅକ୍ଷୟ କୁମାର ଆଜି ଯାଏ ଦ୍ଵଖି ନାହାନ୍ତି ଏବଂ ତାଙ୍କ ବଞ୍ଚିଥିବା ଫିଲ୍ମ କୁ ସେ ନିନ୍ଦା କରିଛନ୍ତି।ତେବେ ଆଜି ଆମେ ତାଙ୍କର ସେହିପରି କିଛି ଫିଲ୍ମ ବିଷୟରେ କଥା ହେବାକୁ ଯାଉଛୁ।ତେବେ ଚାଲନ୍ତୁ ତାଙ୍କର ଏହିପରି ଫିଲ୍ମ ବିଷୟରେ କଥା ହେବା।

୧.ଜାନ-୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବହୁତ ହିଟ ହୋଇଥିଲା।ଏହି ଫିଲ୍ମ ରେ ଅଜୟ ଦେବଗଣ ଓ ଟ୍ୱିଙ୍କଲ ଖାନା ଅଭିନୟ କରିଥିଲେ।ଏହି ଫିଲ୍ମ ଟି ବକ୍ସ ଅଫିସରେ ଧମାଲ କରିଥିଲା।ଏହି ଫିଲ୍ମ ଏତେ ହିଟ ହୋଇଥିଲେ ମଧ୍ୟ ଏହାକୁ ପତି ଅକ୍ଷୟ କୁମାର ଏ ପର୍ଯ୍ୟନ୍ତ ଦେଖିନାହାନ୍ତି।ଏହାକୁ ନେଇ ଅକ୍ଷୟ କହିଥିଲେ ଯେ ଏହା ଟ୍ୱିଙ୍କଲ ଙ୍କର ଏକ ଭୁଲ ନିଷ୍ପତ୍ତି ଅଟେ।ଏବଂ ଶୁଣାଯାଏ କି ଅକ୍ଷୟ ଏବଂ ଅଜୟ ଙ୍କ ମଧ୍ୟରେ ଥିବା ପୂର୍ବ ଶତ୍ରୁତା କାରଣ ରୁ ଅକ୍ଷୟ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ।

୨.ମେଲା-ଏହି ଫିଲ୍ମ ଟି ୨୦୦୨ମସିହାରେ ମୁକ୍ତିଲାଭ କରିଥିଲା।ଏହା ବକ୍ସ ଅଫିସ ରେ ସେତେ ଟା ହିଟ ହୋଇପାରିନଥିଲା ତଥାପି ଏହି ଫିଲ୍ମ ରେ ଟ୍ୱିଙ୍କଲ ଙ୍କ ର ଅଭିନୟ କୁ ବହୁତ ପ୍ରଶଂସା କରାଯାଇଥିଲା।ଏହି ଫିଲ୍ମ ରେ ଅମୀର ଖାନ ଏବଂ ଟ୍ୱିଙ୍କଲ ଖାନା ଅଭିନୟ କରିଥିଲେ।ଏହି ଫିଲ୍ମ ରେ ଟ୍ଵିଙ୍କଲ ଖାନା ବହୁତ ଭଲ ଅଭିନୟ କରିଥିଲେ ମଧ୍ୟ ଏହାକୁ ପତି ଅକ୍ଷୟ କୁମାର ଦେଖିବାକୁ ପସନ୍ଦ କରନ୍ତି ନାହିଁ।କାରଣ ଅକ୍ଷୟ ଚାହଁନ୍ତି ଯେ ତାଙ୍କ ପତ୍ନୀ ଅନ୍ୟ କାହା ସହିତ ରୋମାନ୍ସ ନ କରନ୍ତୁ।ଏହି ଫିଲ୍ମ ରେ କିନ୍ତୁ ଭରପୁର ରୋମାନ୍ସ ଭରି ରହିଛି।ସେଥିପାଇଁ ଅକ୍ଷୟ ଏହି ଫିଲ୍ମ କୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ।

୩.”ବର୍ଷାତ”- ଏହି ଫିଲ୍ମ ଟି ମଧ୍ୟ ବହୁତ ହିଟ ହୋଇଥିଲା।ଏଥିରେ ବବି ଦେଓଲ ଓ ଟ୍ଵିଙ୍କଲ ଖାନା ଅଭିନୟ କରିଥିଲେ।ଏହି ଫିଲ୍ମ ପାଇଁ ମଧ୍ୟ ଅକ୍ଷୟ ଙ୍କ ପ୍ରତିକ୍ରିୟା କିଛି ଅଧିକ ଆସିନଥିଲା।ସେ ଏହି ଫିଲ୍ମ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।କୁହାଯାଏ ଯେ ଏହାର ମୂଳ କାରଣ ହେଉଛି ଅକ୍ଷୟ ଓ ବବି ଙ୍କ ବଡ଼ ଭାଇ ସନି ଙ୍କ ମଧ୍ୟରେ ଥିବା ଶତ୍ରୁତା।ଏହି ଶତ୍ରୁତା ଫିଲ୍ମ “ଜିଦି” ରୁ ଆରମ୍ଭ ହୋଇଥିଲା।ତେଣୁ ସେବେଠୁ ସେ ଆଜି ଯାଏ ସେହି ଦୁଇ ଭାଇଙ୍କ ର କୌଣସି ଫିଲ୍ମ ଦେଖିବାକୁ ପସନ୍ଦ କରିନଥାନ୍ତି।ତେଣୁ ଏହି ଫିଲ୍ମ ମଧ୍ୟ ସେ ଆଜି ଯାଏ ଦେଖି ନାହାନ୍ତି।

୪.ବାଦଶାହ- ଏହି ଫିଲ୍ମ ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା। ସେହି ସମୟରେ ଅକ୍ଷୟ ଟ୍ୱିଙ୍କଲ ଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ସେହି ସମୟରେ ସେ ଚାହିଁଥିଲେ ଯେ ସେ ଫିଲ୍ମ ରେ ସେ ଟ୍ଵିଙ୍କଲ ଙ୍କ ସହିତ ଅଭିନୟ କରନ୍ତୁ କିନ୍ତୁ ଏହିଭଳି ସୁନେଲି ସୁଯୋଗ କୁ ଶାହରୁଖ ତାଙ୍କ ଠାରୁ ଛଡେଇ ନେଇଯାଇଥିଲେ। ସେଥିପାଇଁ ସେ ଏହି ଫିଲ୍ମ ମଧ୍ୟ ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଟ୍ଵିଙ୍କଲ ଖାନା ଙ୍କର ଏହି ସବୁ ଫିଲ୍ମ ମଧ୍ୟରୁ କେଉଁଟି ସବୁଠୁ ଅଧିକ ଭଲ ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *