Odia Jokes- ଶାଶୁ (ରାଗିଯାଇ)- ମୁଁ କେତେଥର କହିଛି ବୋହୁ କି ବିନ୍ଦି ଲଗେଇ କି ବାହାରକୁ ଯିବୁ, ବୋହୁ- କିନ୍ତୁ ଆଜିକାଲି ଜିନ୍ସ ଆଉ ଟପ ରେ ବିନ୍ଦି କିଏ ଲଗଉଛି, ଶାଶୁ ମା’ ?

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଶିକ୍ଷକ- ପପୁ ତମେ ପାଠ ପଢାରେ ବହୁତ ଦୁର୍ବଳ ଅଛ । ମୁ ତୁମ ବୟସରେ କଠିନ ଗଣିତର ଉତ୍ତର ବହୁତ ସହଜରେ କରିଦେଉଥିଲି ।

ପପୁ- ଆପଣଙ୍କୁ ଭଲ ଶିକ୍ଷକ ମିଳିଯାଇଥିବେ ସେଥିପାଇଁ ଆପଣ ବହୁତ ସହଜରେ ସବୁ ପାଠର ଉତ୍ତର କରିଦେଉଥିଲ ହେଲେ ସମସ୍ତଙ୍କର ଭାଗ୍ୟ କଣ ଭଲ ଥାଏ ।

୨. ଶିକ୍ଷାକ ପିଲା ମାନଙ୍କୁ ପଚାରିଲେ

ଶିକ୍ଷକ- ଏମିତି ଏକ ବାକ୍ୟ କୁହ ଯେଉଁଥିରେ ହିନ୍ଦୀ, ଉର୍ଦୁ, ପଞ୍ଜାବୀ ଓ ଇଂରାଜୀ ଭାଷାର ପ୍ରୟୋଗ ହୋଇଥିବ ?

ପପୁ- ଇସ୍କ ଦି ଗଲି ବିଚ no entry !

ଶିକ୍ଷକ ବିହୋସ

3. ଗୁଗୁଟୁକା ଖାଉଥିବା ଲୋକ ମାନଙ୍କର ବହୁତ ଭଲ ସଂସ୍କାର ରହିଥାଏ…

କାରଣ ସେ ସବୁବେଳେ ଶାନ୍ତ ହୋଇ ରହିଥାନ୍ତି ।

ସେମାନେ ସେତେବେଳେ କଥା କହିଥାନ୍ତି

ଯେତେବେଳେ କଥାର ମୂଲ୍ୟ ଗୁଗୁଟୁକା ଠାରୁ ଅଧିକ ଥିବ ନହଲେ କେବଳ ହୁଁ ହାଁରେ ଉତ୍ତର ଦେଇଥାନ୍ତି ।

୪. ବାପା ପୁଅର ତଲାସି ନେଲା…

ଜାକେଟରୁ ସିଗଆରେଟ, ମମଦ ଓ ଝିଅ ମାନଙ୍କ ନମ୍ବର ବାହାରିଲା ।

ବାପା ପୁଅକୁ ବହୁତ ପିଟିଲା ଓ କହିଲା…

ବାପା- କେବେଠୁ ଏହି ସବୁ କାମ କରୁଛୁ ?

ପୁଅ କାନ୍ଦି କାନ୍ଦି କହିଲା- ବାପା ଏ ଜାକେଟ ମୋର ନୁହଁ ତୁମର !

୫. ବାପା- କାଲି ରାତିରେ ଘରକୁ କାହିଁକି ଆସିଲୁ ନାହିଁ ?

ପୁଅ- କାଲି ରାତିରେ ମୁ ମୋର ସାଙ୍ଗ ଘରେ ପାଠ ପଢୁଥିଲି ।

ବାପା- ରାତିର ନିଶଆ ଉତୁରି ନାହିଁ କି ?

ପୁଅ- କଣ କହୁଛ ବାପା ବୁଝି ପାରିଲି ନାହିଁ ?

ବାପା- ଆଛା ତୁ କଣ କିଛି ବୁଝି ପାରୁଛୁ ତୋର ବା ୪ ବର୍ଷ ହେଲାଣି ପାଠ ପଢା ସରିଲାଣି ।

ପୁଅ ସେହି ଜାଗା ଛାଡି ଫେରାର !

୬. ଅଧ ରାତିରେ ପପୁ ମମଦ ପିଇ କରି ରାସ୍ତାରେ ଯାଉଥିଲା…

ସେହି ସମୟରେ ଗୋଟେ ପୋଲିସ ବାଲା ପପୁକୁ ଅଟକାଇ ପଚାରିଲା…

ପୋଲିସ- କୁଆଡେ ଯାଉଛ ?

ପପୁ- ମମଦ ପିଇବା ଦ୍ଵାରା ହେଉଥିବା ସମସ୍ଯା ଉପରେ ପ୍ରବଚନ ଶୁଣିବା ପାଇଁ ।

ପୋଲିସ- ଏତେ ରାତିରେ କଣ ତୁମ ବାପା ପ୍ରବଚନ ଶୁଣେଇବେ ?

ପପୁ- ନାହିଁ ସାର, ସ୍ତ୍ରୀ ଅଛି ନା ମୋ ପାଖରେ !

୭. ଶାଶୁ (ରାଗିଯାଇ)- ମୁଁ କେତେଥର କହିଛି ବୋହୁ କି

ବିନ୍ଦି ଲଗେଇ କି ବାହାରକୁ ଯିବୁ

ବୋହୁ- କିନ୍ତୁ ଆଜିକାଲି ଜିନ୍ସ ଆଉ ଟପ ରେ ବିନ୍ଦି କିଏ ଲଗଉଛି, ଶାଶୁ ମା’ ?

ଶାଶୁ ବି ବଡ ଚାଲାଖ ଥିଲା

ତୁରନ୍ତ ମସକା ମାରି କହିଲା-

ମୁଁ କେତେବେଳେ କହିଲି କି ବିନ୍ଦି ଜିନ୍ସ ରେ ଲଗା ବୋଲି, ମୁଣ୍ଡରେ ଲଗା ନା…

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *