ପିଲାବେଳୁ ହିଁ ରାଜା ମହାରାଜାଙ୍କ ପରି ଜୀବନ ବିତାଉଥିଲେ ଏହି 4 ଜଣ ପପୁଲାର Cricketer, ନମ୍ବର 1 Cricketer ତ ନିଜ ଘରେ ହିଁ ବନେଇ ଦେଇଥିଲେ କ୍ରିକେଟ ପିଚ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଧନୀ ହେବା ପାଇଁ ଇଛା କରିଥାଏ । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାଏ । ହେଲେ କିଛି ମଣିଷ ଏପରି ଥାନ୍ତି ଯେଉଁମାନେ ପୂର୍ବରୁ ଧନୀ ଥାନ୍ତି ଓ ସେମାନେ ନିଜର ସମସ୍ତ ଇଛାକୁ ନିଜ ପିଲା ଦିନରୁ ପୂରଣ କରିପାରନ୍ତି ।

ବନ୍ଧୁଗଣ ଆମ ଭାରତୀୟ କ୍ରେକେଟ ଟିମର ମଧ୍ୟ କିଛି ଖେଳାଳି ଏପରି ଅଛନ୍ତି ଯେଉଁମାନେ ପୂର୍ବରୁ ଧନୀ ଥିଲେ ଓ ବର୍ତ୍ତମାନ ସଫଳତା ପାଇଛନ୍ତି । ଏହି ଖେଳାଳି ମାନେ ଧନୀ ହୋଇ ମଧ୍ୟ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖେଳାଳି ମାନଙ୍କ ବିଷୟରେ ।


ସୌରଭ ଗାଙ୍ଗୁଲି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତିତୀ କ୍ରିକେଟ ଟିମର ପୂର୍ବତ୍ତମ କ୍ଯାପଟେନ ସୌରଭ ଗାଙ୍ଗୁଲି । ସୌରଭ ଙ୍କର ଭାରତୀୟ କ୍ରିକେଟ ଟିମ ପ୍ରତି ବହୁତ ବଡ ଅବଦାନ ରହିଛି । ବନ୍ଧୁଗଣ ସୌରଭ ଙ୍କ ଜନ୍ମ କଲିକତାରେ ହୋଇଥିଲା । ସୌରଭ ରାଜ ପରିବାରରୁ ଆସିଥିଲେ । ସୌରଭ ବହୁତ ବଡ ପ୍ରତିଷ୍ଟିତ ପରିବାରରୁ ଆସିଛନ୍ତି । ସୌରଭ ଙ୍କୁ ପିଲା ଦିନରୁ କ୍ରିକେଟ ବହୁତ ପସନ୍ଦ ଥିଲା । ସେଥିପାଇଁ ତାଙ୍କ ପିତା ତାଙ୍କ ପାଇଁ ବଙ୍ଗଳା ମଧ୍ୟରେ ଏକ କ୍ରିକେଟ ପିଚ ବନେଇ ଦେଇଥିଲେ । ଏହା ବ୍ଯତୀତ ସୌରବ ଗାଙ୍ଗୁଲିଙ୍କୁ ପ୍ରିନ୍ସ ଅଫ କଲିକତା ମଧ୍ୟ କୁହାଯାଏ ।

କେ ଏଲ ରାହୁଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରେକେଟ ଟିମର ଦିଗଜ ଖେଳାଳି କେ ଏଲ ରାହୁଲ । ବନ୍ଧୁଗଣ ରାହୁଲ ଭାରତୀୟ କ୍ରିକେଟ ଟିମରେ ବହୁତ କମ ସମୟରେ ସଫଳତା ପାଇଛନ୍ତି । ରାହୁଲ ମଧ୍ୟ ଧନୀ ପରିବାରରୁ ସମ୍ବନ୍ଧ ରଖିଛନ୍ତି । ତାଙ୍କ ପିତା କେ ଏନ ଲୋକେଶ ଓ ମାତା ରାଜେଶ୍ରୀ ପ୍ରଫେସର ଅଟନ୍ତି । ତାଙ୍କ ବାପା ମା ପିଲା ଦିନରୁ ତାଙ୍କର ସମସ୍ତ ଇଛାକୁ ପୂରଣ କରିଛନ୍ତି । ବନ୍ଧୁଗଣ ରାହୁଲ ଭାରତ ତରଫରୁ ୩୪ଟି ଟେଷ୍ଟ ମ୍ଯାଚ, ୧୬ ୱାନ ଡେ ମ୍ଯାଚ ଓ ୨୭ଟି ୨୦୨୦ ଖେଳିଛନ୍ତି ।

ଯୁବରାଜ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଅଲ ରାଉଣ୍ଡର ଖେଳାଳି ଯୁବରାଜ ସିଂହ । ଯୁବରାଜ ସମସ୍ତ ଖେଳରେ ନିଜର ସୁନ୍ଦର ପଦର୍ଶନ ଦେଇଥାନ୍ତି ସେଥିପାଇଁ ଯୁବରାଜଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଯୁବରାଜ ମଧ୍ୟ ବହୁତ ସୁଖ ସୁବିଧାରେ ବଡ ହୋଇଛନ୍ତି । ତାଙ୍କ ପିତା ଜଣେ କ୍ରିକେଟର ହେବା ସହ ଜଣେ ଅଭିନେତା ଅଟନ୍ତି ଓ ବର୍ତ୍ତମାନ ଯୁବରାଜ ଭାରତୀୟ କ୍ରିକେଟ ଟିମରେ ସଫଳତା ହାସିଲ କରିସାରିଛନ୍ତି ।

ରୋହନ ଗାବାସ୍କର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଲୋକପ୍ରିୟ ଖେଳାଳି ରୋହନ ଗାବସ୍କର । ବନ୍ଧୁଗଣ ରୋହନଙ୍କ ପିତା ହେଉଛି ଭାରତୀୟ କ୍ରିକେଟ ଟିମର ଖେଳାଳି ସୁନୀଲ ଗାବାସ୍କର । ରୋହନଙ୍କୁ ତାଙ୍କ ପିତା ସମସ୍ତ ପ୍ରକାରର ସୁଖ ସୁବିଧାରେ ବଡ କରିଛନ୍ତି । ରୋହନ ଧନୀ ପରିବାରରୁ ସମ୍ବନ୍ଧ ରଖିଛନ୍ତି । ରୋହନ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ୱାନ ଡେ ମ୍ଯାଚ ଖେଳିସାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *