ଶେଷରେ ଝିଅମାନେ ହିଁ ଖୋଲିଲେ ରାଜ୍ କି କାହିଁକି ସେମାନେ ପିନ୍ଧନ୍ତି ଟାଇଟ ଡ୍ରେସ୍, ଏହାର ଉତ୍ତର ଶୁଣିଲେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ…

ଝିଅ ମାନଙ୍କୁ ଦେଖିଲେ ପୁଅମାନେ ମନରେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି । ପ୍ରକୃତି ଏମିତି ଗଢିଛି କି ମଣିଷ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୁଅନ୍ତି । କିଛି ପୁଅମାନେ ଝିଅ ମାନଙ୍କ ରଙ୍ଗ ରୂପ ଯୋଗୁ ଆକର୍ଷଣ ହୁଅନ୍ତି ଏବଂ ଡ୍ରେସ୍ ପିନ୍ଧିବା ଉପରେ ମଧ୍ୟ ଆକର୍ଷିତ ହୁଅନ୍ତି । ଆପଣ ମାନେ ସବୁବେଳେ ଜାଣିଥିବେ କିଛି ଝିଅ ମାନେ ଢ଼ିଲା ଡ୍ରେସ୍ ଏବଂ କିଛି ଝିଅ ଟାଇଟ ଡ୍ରେସ୍ ପିନ୍ଧନ୍ତି । ଏହାକୁ ଦେଖି ପୁଅ ମାନଙ୍କ୍ ମନରେ ପ୍ରଶ୍ନ ଉଠେ ଯେ ଝିଅମାନେ କାହିଁକି ଟାଇଟ୍ ଡ୍ରେସ୍ ପିନ୍ଧନ୍ତି!

ଉତ୍ତର ଶୁଣିଲେ ଆପଣଙ୍କ ହସ କୁ ଅଟକାଇ ପାରିବେ ନାହିଁ । ଏହାର କାରଣ ସବୁ ପୁଅମାନେ ଜାଣିବାକୁ ଚାହୁଁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଝିଅମାନେ ଟାଇଟ୍ ଡ୍ରେସ୍ ପିନ୍ଧିବାର ରହସ୍ୟ ଜଣାଇଲେ । ବିଶ୍ବାସ କରନ୍ତୁ ଯେ ଏଭଳି ଉତ୍ତର ବିଷୟରେ ଆପଣ ସ୍ଵପ୍ନରେ ଭାବି ନଥିବେ । କିଛି ଝିଅମାନଙ୍କ ଉତ୍ତର ଶୁଣି ଆପଣ ନିଜ ହସ କୁ ଅଟକାଇ ପାରିବେ ନାହିଁ ଟାଇଟ ଡ୍ରେସ୍ ପିନ୍ଧିବାର କାରଣ ଏତେ ମଜାଳିଆ ହେଇପାରେ । ଏକଥା କୌଣସି ପୁଅମାନେ ଭାବି ନଥିବେ ।

ଟାଇଟ୍ ଡ୍ରେସ୍ ପିନ୍ଧିଲେ ଶରୀରର ସାଇଜ ଜଣାପଡ଼େ । ଯେତେବେଳେ ଏ ବିଷୟରେ ଝିଅମାନଙ୍କୁ ପ୍ରଶ୍ନ କରାଗଲା କି ଆପଣମାନଙ୍କୁ କଣ ପାଇଁ ଟାଇଟ୍ ଡ୍ରେସ୍ ପିନ୍ଧିବାକୁ ଭଲ ଲାଗେ । ଏହାର ଉତ୍ତର ଦେଇ ଗୋଟେ ଝିଅ କହିଲା ଯେ ଟାଇଟ୍ ଡ୍ରେସ୍ ପିନ୍ଧିଲେ ଶରୀର ସୁନ୍ଦର ଦେଖାଯାଏ ଏବଂ ଜଣାପଡ଼େ ଯେ ଶରୀରର କେଉଁ ଅଙ୍ଗ କେଉଁ ସାଇଜରେ ଅଛି ।

ଆଉ ଜଣଙ୍କ ଉତ୍ତର ଥିଲା ଯେ ଝିଅମାନେ ନିଜ ଶରୀରକୁ ଦେଖାଇବାକୁ ଚାହାଁନ୍ତି, ଏଥିପାଇଁ ସେମାନେ ଟାଇଟ୍ ଡ୍ରେସ୍ ପିନ୍ଧନ୍ତି । ପୁଅମାନେ ବି ଏହି ପ୍ରଶ୍ନ ର ଉତ୍ତର ନିଜ ହିସାବରେ ଦେଉଥିଲେ । ଗୋଟେ ପୁଅ କହିଲା ଯେ ଯେଉଁ ଝିଅମାନେ ଜିମ୍ ଯାଆନ୍ତି ସେମାନେ ଟାଇଟ୍ ଡ୍ରେସ୍ ପିନ୍ଧନ୍ତି । ମୁଁ ଜିମ୍ ଯାଏନି କି ଏହାକୁ ପିନ୍ଧେନି ।

ବିନା ଦ୍ୱିଧାରେ ଝିଅମାନଙ୍କୁ ପ୍ରଶ୍ନ ପଚାରିଲେ

ଆପଣଙ୍କୁ ଜାଣଇ ଦିଆ ଯାଇଛି ଯେ ଏହି ଭିଡିଓ କ୍ୱିକ୍ ରିଆକ୍ସନ ଟିମ୍ ବନେଇଛନ୍ତି ଏବଂ ଏହି ପ୍ରଶ୍ନ ର ଉତ୍ତର ସମସ୍ତେ ଜାଣିବାକୁ ଚାହୁଁଛନ୍ତି । ଏମାନେ ବିନା ଦ୍ୱିଧାରେ ପଚାରିଲେ ଭିଡିଓ ରେ ଆପଣ ଦେଖିପାରିବେ ଯେ କିଭଳି ଝିଅମାନେ ଏହି ପ୍ରଶ୍ନର ଉତ୍ତର ବିନା ସଙ୍କୋଚରେ ଦେଉଛନ୍ତି । ପୁଅମାନେ ବି ଏଥିରେ କମ୍ ନୁହନ୍ତି, ସେମାନେ ମଧ୍ୟ ଏହାର ଉତ୍ତର ତାଙ୍କ ହିସାବରେ ଦେଇଛନ୍ତି । ଏମିତିକି ପୁଅମାନେ ନିଜେ ବି ଜାଣି ନାହାନ୍ତି । ଏହାକୁ ନେଇ ଆପଣ କଣ କହିବେ କମେଣ୍ଟ କରନ୍ତୁ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *