ଯଦି ଆପଣଙ୍କୁ ବି ଆସୁଛି ଘୁଙ୍ଗୁଡ଼ି, ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ହେଇପାରେବଡ଼ ରୋଗର ସଙ୍କେତ

ଆଜି କାଲି ଅଧିକାଂଶ ଲୋକଙ୍କର ଘୁଙ୍ଗୁଡ଼ି ସମସ୍ୟା ଅଛି । କିଛିଲୋକ ଲୋକ ଭାବନ୍ତି କି ଘୁଙ୍ଗୁଡ଼ି କେବଳ ପୁରୁଷଙ୍କୁ ଆସିଥାଏ ମହିଳା ମାନଙ୍କୁ ନୁହେଁ ଯେମିତି କି ଏହି କଥାରେ ବିଲକୁଲ ସତ୍ୟତା ନାହିଁ । ଘୁଙ୍ଗୁଡ଼ି କାହାକୁ ବି ଆସି ପାରେ । କହିବାକୁ ଗଲେ ବେକର ପଛପଟ ଭାଗ ଯେତେବେଳେ ସକାର ହୋଇଯାଏ ଓ ଅକ୍ସିଜେନ ଯେତେବେଳେ ସେଇ ରାସ୍ତା ଦେଇ ଯାଇଥାଏ, ତେବେ ଆଖପାଖର ଟିଶୁ ଭାଇବ୍ରେଟ୍ ହେବାକୁ ଲାଗିଥାଏ ।

ଘୁଙ୍ଗୁଡ଼ିରୁ ବଞ୍ଚିବା ପାଇଁ କଣ କରିବା :

ଶୋଇବାର ପ୍ରଣାଳି : ଯଦି ଆପଣଙ୍କୁ ଗୋଟେ ପଟ ହୋଇ ହୋଇ ଶୋଇବାର ଅଭ୍ୟାସ ଅଛି ତେବେ ଏହି ଅଭ୍ୟାସକୁ ଆଜି ହିଁ ବଦଳାଇ ଦିଅନ୍ତୁ କାହିଁକି ନା ଗୋଟେ ପଟ ହୋଇ ଶୋଇବା ଦ୍ଵାରା ଘୁଙ୍ଗୁଡ଼ିର ସମସ୍ୟା ବଢ଼ିଥାଏ ।

ନାକ ପରିଷ୍କାର: ଆପଣଙ୍କୁ ସବୁବେଳେ ନିଜ ନାକଙ୍କୁ ସଫା ରଖିବା ଦରକାର କାହିଁକି ନା ନାକ ଦ୍ଵାରା ଆମେ ନିଶ୍ବାସ ନେଇଥାଉ ଓ ନିଶ୍ବାସ ନେବାରେ ସମସ୍ୟା ହେବାରୁ ଆମକୁ ଘୁଙ୍ଗୁଡ଼ି ଆସିଥାଏ ।

ଗରମ ପାଣି: ଗରମ ପାଣିର ସେବନ କରିବା ଦ୍ୱାରା ଗଳାର ନଳୀ ଖୋଲିଥାଏ ଓ ଆମେ ଆରାମରେ ନିଶ୍ବାସ ନେଇପାରୁ । ଏଥିପାଇଁ ସବୁଦିନ ଶୋଇବା ପୂର୍ବରୁ ଗରମ ପାଣିର ସେବନ କରନ୍ତୁ ।

ଥଣ୍ଡା ଜିନିଷର ସେବନ: ଥଣ୍ଡା ଜିନିଷର ସେବନ କରିବା ଦ୍ୱାରା ଆମ ଗଳାରେ ସଙ୍କୋଚିତ ହେବାକୁ ଲାଗିଥାଏ ଯାହା ଘୁଙ୍ଗୁଡ଼ିର କାରଣ ହୋଇଥାଏ । ସେଥିପାଇଁ ଥଣ୍ଡା ଜିନିଷରୁ ଦୂରେଇ ରୁହନ୍ତୁ ।

ଔଷଧର ସେବନ : ବେଶୀ ହେଭି ଡୋଜ ଔଷଧ ଓ ନିଦର ଔଷଧ ଘୁଙ୍ଗୁଡ଼ିର ସମସ୍ୟାକୁ ବଢାଇ ଥାଏ । କାଶ ଔଷଧ ପାଇଁ ଶରୀର ମାଂସ ପେଶି ଗୁଡିକୁ ଆରାମ ମିଳିଥାଏ ଏହାପାଇଁ ମଧ୍ୟ ଘୁଙ୍ଗୁଡ଼ି ଆସିଥାଏ ।

ମଦରସେବନ: ବହୁତ କମ ଲୋକ ଏହି କଥା ଜାଣିଥିବେ କି ଅଧିକ ମଦପିଇବା ଦ୍ଵାରା ଘୁଙ୍ଗୁଡ଼ି ଆସିବା ଆରମ୍ଭ ହୋଇଥାଏ । ବେଶୀ ମଦରସେବନ କରିବା ଦ୍ୱାରା ଆମ ଶରୀରର ମାଂସପେଶୀକୁ ଆରାମ ମିଳିଥାଏ ଓ ସେଥିପାଇଁ ଘୁଙ୍ଗୁଡ଼ି ଆସିଥାଏ । ଏହା ହେଉଛି କାରଣ କାହିଁକି ଆମକୁ ଘୁଙ୍ଗୁଡ଼ି ଆସିଥାଏ । ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗ ମାନଙ୍କ ସହ ସେଆର କରନ୍ତୁ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *