ସ୍କୁଲ ଝିଅର ଏମିତି ନାଚ, ଆଗରୁ କେବେ ବି ଦେଖି ନଥିବେ ! ଯାହାକୁ 21 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆଗ କାଳରେ ଦୁନିଆରେ ଟେକ୍ନୋଲୋଜିର ଏତେ ବିକାଶ ହୋଇନଥିଲା ହେଲେ ଏବେ ଘରେ ଘରେ ମୋବାଇଲ ଫୋନ ଓ ଇଣ୍ଟର୍ନେଟ ସେବା ଅଛି ।

ତେବେ କରୋନା ମହାମାରୀ ପରଠାରୁ ଛୋଟ ଛୋଟ ଛୁଆ ମାନେ ମଧ୍ୟ ମୋବାଇଲ ଫୋନର ଭରପୁର ବ୍ୟବହାର କରୁଛନ୍ତି । ବନ୍ଧୁଗଣ କରୋନା ସମୟରେ ସ୍କୁଲ ଓ କଲେଜ ବନ୍ଦ କରଯାଇଥିଲା ଏବଂ ଅନଲାଇନ କ୍ଳାସ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ସ୍କୁଲ ଓ କଲେଜ ତ ଫିଟି ଯାଇଛି ହେଲେ ଛାତ୍ର ଛାତ୍ରୀ ମାନଙ୍କ ମୋବାଇଲ ପ୍ରତି ଆକର୍ଷଣ ବହୁତ ଅଧିକ ବଢିଯାଇଛି ।

ଛୋଟ ଛୋଟ ଛୁଆ ମାନେ ମୋବାଇଲରେ ରିଲ୍ସ ଭିଡିଓ ବନେଇବା ଓ ଗେମ ଖେଳିବା ଆଦି କାମ କରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ଭିଡିଓଟିକୁ ଟିକେ ଭଲ ରେ ଦେଖନ୍ତୁ ଏହି ଭିଡିଓରେ ଜଣେ ସ୍କୁଲ ଛାତ୍ର ଓ ଛାତ୍ରୀ ଚଷମା ପିନ୍ଧି ବହୁତ ଷ୍ଟାଇଲରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଉଭୟ ସ୍କୁଲ ଡ୍ରେସ ପିନ୍ଧି ରାସ୍ତା ଉପରେ ରିଲ୍ସ ଭିଡିଓ କରୁଛନ୍ତି । ବନ୍ଧୁଗଣ ଯେଉଁ ବୟସରେ ଏମାନଙ୍କୁ ପାଠ ଉପରେ ଅଧିକ ଧ୍ୟାନ ଦରକାର ସେମାନେ ସେହି ବୟସରେ ଏସବୁ କରୁଛନ୍ତି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *