ରାତିରେ ସ୍ୱାମୀ ଶୋଇଥିବା ବେଳେ ସ୍ତ୍ରୀ କଲେ ଏମିତି କାଣ୍ଡ…ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଘଟଣାଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଘଟିଛି ବଡ ନଗରରେ । ଦିନେଶ ପ୍ରଜାପତିଙ୍କ ଘରେ ଏକ ଏପରି ଘଟଣା ଘଟିଛି ଯାହା ସମସ୍ତଙ୍କ ହୋସ ଉଡେଇଦେବ ।

ବିବାହିତ ପତ୍ନୀଙ୍କର ଏକ କାର୍ଯ୍ୟ ଦେଖି ହୋସ ଉଡିଯାଇଛି ଦିନେଶଙ୍କର । ଦିନେଶଙ୍କୁ ବିଶ୍ଵାସ ନଥିଲା ଯେ, ସେ ଯାହାଙ୍କ ସହ ବିବାହ କରିଛନ୍ତି ଦିନେଶ ସୋଇଯିବା ପରେ ସେ କରିବେ ଏମିତି କାମ । ଦିନେଶ ରୁହନ୍ତି ବଡ ନଗରରେ ନିକଟରେ ସେ କରିଥିଲେ ବିବାହ । ଏପରି କି ଏ ବିବାହ ଥିଲା ପ୍ରେମ ବିବାହ । ଦିନେଶ ପତ୍ନୀଙ୍କ ପ୍ରେମରେ ଉବୁଡୁବୁ ହେଉଥିବା ବେଳେ ପତ୍ନୀଙ୍କର ଥିଲା ଅଲଗା କିଛି ଇଛା ଯାହା ସେ ଦିନେଶଙ୍କ ନିଦ୍ରା ଅବସ୍ଥାରେ କରିବା ପାଇଁ ସ୍ତିର କରିଥିଲେ ।

ବିବାହର ପ୍ରଥମ ରାତ୍ରିରେ ଜଣେ ନବବିବାହିତା ପତ୍ନୀ ଏପରି କରିବ ଏ କଥା କଳ୍ପନା ବାହାରେ ଥିଲା । ଦିନେଶ ବିବାହ କରି ନବବିବାହିତା ପତ୍ନୀଙ୍କୁ ଘରକୁ ଆଣିଥିଲେ । ବିବାହର ପ୍ରଥମ ରାତ୍ରିରେ ଦିନେଶ ଶୋଇବା ପରେ ତାଙ୍କ ପତ୍ନୀ ଘରର ସବୁ ମୂଲ୍ଯବାନ ଜିନିଷ ଧରି ଫେରାର ହୋଇଗଲେ । ସକାଳୁ ଉଠି ଦିନେଶ ନା ପତ୍ନୀଙ୍କୁ ପାଇଲେ ନା ତାଙ୍କ ଘର ଜିନିଷ ।

ଏହା ପରେ ପୋଲିସ ଷ୍ଟେସନ ଯାଇ ଖବର ଦେଲେ ଦିନେଶ । ଏହା ପରେ ଜଣା ପଡିଥିଲା ଦିନେଶଙ୍କୁ ଯିଏ ବିବାହ କରିଥିଲେ ସେହି ମହିଳା ଜଣକ ଚୋର ଥିଲେ । ପ୍ରଥମେ ସେ ପୁରୁଷ ମାନଙ୍କୁ ପ୍ରେମରେ ଫଶାନ୍ତି ତା ପରେ ବିବାହ କରି ମୂଲ୍ଯବାନ ଜିନିଷ ଧରି ଫେରାର ହୋଇଯାନ୍ତି । ତାଙ୍କ ସହ ଆଉ ଜଣେ ମହିଳା ଅଛନ୍ତି ବୋଲି ପୋଲିସ ଖବର ଦେଇଥିଲା । ହେଲେ ପ୍ରେମ କଲା ବେଳେ ସେ ମହିଳା ଜଣକ ହୁଅନ୍ତି ପ୍ରେମିକା ଆଉ ଆର ମହିଳା ଜଣକ ହୁଅନ୍ତି ପ୍ରେମିକାର ମାଉସୀ ।

Leave a Reply

Your email address will not be published. Required fields are marked *