ବାହାଘର ସମୟରେ ଘଟିଲା ହୋସ୍ ଉଡେଇଦେଲା ଭଳି ଘଟଣା, ନ ଦେଖିଲେ ବିଶ୍ଵାସ କରି ହେବନି, ଦେଖନ୍ତୁ ଏହି Shocking ଭାଇରାଲ Video

ବନ୍ଧୁଗଣ ଆମ ଭାରତୀୟ ବାହାଘର ପରମ୍ପରା, ମଜାମସ୍ତି ଓ ନାଚଗୀତ ସମସ୍ତଙ୍କ ମନ ଜିତି ନିଏ । ହେଲେ ବନ୍ଧୁଗଣ ବହୁତ ବିବାହରେ ଏମିତି କିଛି ଘଟିଯାଏ ଯାହାକୁ ଦେଖିଲେ ହସ ରୋକେ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ବିବାହରେ ହୋସ ଉଡେଇଦେଲା ଭଳି କିଛି ଘଟଣାର ଭିଡିଓ ନେଇ ଆସିଛୁ ଯାହା ଦେଖିବା ପରେ ଆପଣ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ କନ୍ୟା ବର କାନ୍ଧରେ ବାରମାଳା ପକାଉଚି ହେଲେ ସେହି ସମୟରେ କନ୍ୟା ଏମିତି ରାଗିକି ଅନାଉଛି ଯାହାକୁ ଦେଖି କ୍ୟାମେରା ମ୍ୟାନ ମଧ୍ୟ ଅବସ୍ଥା ଖରାପ ହେଇଯାଉଛି । ବନ୍ଧୁଗଣ ଏହି କନ୍ୟାକୁ ଦେଖି ବର ବି ବୁଝି ଯାଇଥିବ ତାର ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି ।

୨. ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ କେବେ ନା କେବେ କାହାକୁ ନିଶ୍ଚୟ ଭଲ ପାଇଥିବେ । ତେବେ ଅନେକ ଲୋକ ନିଜ ପ୍ରେମରେ ଧୋକା ମଧ୍ୟ ଖାଇଥାନ୍ତି । ଏହି ଭିଡିଓଟିକୁ ଦେଖନ୍ତୁ ଜଣେ ବ୍ୟାଣ୍ଡ ବାଲା ଏକ ଇମୋସନାଲ ଗୀତ ଶୁଣି ନିଜ ପୁରୁଣା ପ୍ରେମକୁ ମନେ ପକାଇ କିଭଳି କାନ୍ଦୁ ଛନ୍ତି । ଏହି ମହାଶୟଙ୍କ ଅବସ୍ଥା ଦେଖି ଆପଣ କାନ୍ଦିବେ ନା ହସିବେ ।

୩. ବନ୍ଧୁଗଣ ଅଧିକାଂଶ ବିବାହରେ ଯୌତୁକ ମଗା ଯାଇଥାଏ । ହେଲେ ଏହି ଘଟଣାକୁ ଦେଖିଲେ ଆପଣ ଯୌତୁକ କଥା ସଂପୂର୍ଣ୍ଣ ଭୁଲିଯିବେ । ଅଧିକ ଯୌତୁକ ମାଗିବାରୁ ବର ଓ ତାର ବାପାକୁ ଝିଅ ଘର ଲୋକ ବାନ୍ଧି ଦେଇଛନ୍ତି । ବନ୍ଧୁଗଣ ବରକୁ ବାନ୍ଧିବା ପରେ ଆରମ୍ଭ ହେଲା ଘମାଘୋଟ ମାଡ ।

୪. ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଦେଖନ୍ତୁ । ଏହି ଭିଡିଓରେ ବର ଜଣକ କନ୍ୟାକୁ ଘରକୁ ଆଣିବା ସମୟରେ କନ୍ୟାର ଓଢଣା ଉଠାଇଲେ ଓ କନ୍ୟାର ମୁହଁ ଦେଖିବା ମାତ୍ରେ ବର ସେହି ଜାଗା ଛାଡି ଚମ୍ପଟ ମାରିଲେ । ବୋଧେ ବର ଜଣକ କନ୍ୟାଙ୍କୁ କେବଳ ଫଟୋ ଦେଖି ବିବାହ କରିଦେଲେ । ଆଉ ଅସଲି ମୁହଁ ଦେଖିବା ପରେ ସେ ଜାଣି ପାରିଲେ ତାଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓଟି ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ଏହି ଭିଡିଓରେ ବରକୁ ତାର ସାଙ୍ଗ ମାନେ ଏତେ ପିଆଇ ଦେଇଛନ୍ତି ଯେ, ସେ ନିଜ କନ୍ୟାକୁ ଚିହ୍ନି ପାରୁ ନାହିଁ । ବାରମାଳା ପକାଇବା ସମୟରେ ବର କନ୍ୟା ପାଖରେ ଥିବା ଝିଅ କାନ୍ଧରେ ମାଳା ପକାଇ ଦେଉଛି । ଏହା ପରେ ସେହି ଝିଅ ବର ମୁହଁରେ ମାଳା ପକାଉଚି । ତା ହେଲେ ଏହି ସବୁ ଭିଡିଓ ଗୁଡିକ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *