ସ୍କୁଲ ଦିଦିଙ୍କ କାରନାମା ଦେଖନ୍ତୁ, ଭାଇରାଲ ହେଲା ଭିଡିଓ  

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆଉ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଏହି ସବୁ ଘଟଣା ଓ ଖବର ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଏହା ସହିତ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । 

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ବନ୍ଧୁଗଣ ଆଜିକାଲି ସମସ୍ତ ସ୍କୁଲ ଓ କଲେଜରେ କୌଣସି କାର୍ଯ୍ୟକ୍ରମ ହେଲେ ନାଚ ଗୀତ ନ ହେବ ତାହା ତ ଅସମ୍ଭବ ।

ତେବେ ବନ୍ଧୁଗଣ ଆମ ଭିଡିଓଟି ହେଉଛି ଏକ କଲେଜର ଯେଉଁଠି ଏକ କାର୍ଯ୍ୟକ୍ରମ ଚାଲିଛି । ଭିଡିଓରେ ଏକ ବଡ କାର୍ଯ୍ୟକ୍ରମ ଚାଲିଛି ଓ ସମସ୍ତ କଲେଜ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ବନ୍ଧୁଗଣ ଏଭଳି କାର୍ଯ୍ୟକ୍ରମରେ ଏମିତି କିଛି ପିଲା ଥାନ୍ତି ଯେଉଁ ମାନେ ନାଚ କିମ୍ବା ଗୀତ କରି ଛାତ୍ର ଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମନୋରଞ୍ଜନ କରିଥାନ୍ତି ।

ଏଠାରେ ମଧ୍ୟ ଏଭଳିଆ ଜଣେ ଛାତ୍ର ଅଛି ଯିଏ ଡ୍ୟାନ୍ସ କରୁ ଥିବାର ନଜର ଆସୁଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି କିଏ ଯୁବକ ଜଣକ ଏକା ଡ୍ୟାନ୍ସ କରୁ ନାହାନ୍ତି ତାଙ୍କ ସହ ଡ୍ୟାନ୍ସ କରୁଛନ୍ତି ତାଙ୍କ ଶିକ୍ଷୟତ୍ରୀ । ଉଭୟ ଛାତ୍ର ଓ ଶିକ୍ଷୟତ୍ରୀ କପଲ୍ସ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ଉଭୟ ପରସ୍ପରର ଆଖିରେ ଆଖି ମିଶାଇ ମୁହଁରେ ହସ ଫୁଟାଇ ହାତରେ ହାତକୁ ଧରି ଏଭଳି ନାଚୁ ଛନ୍ତି ଯାହାକୁ ଦେଖିଲେ ଆପଣ ମାନେ ଉଭୟ ହେଉଛନ୍ତି ପ୍ରେମିଯୁଗଳ । ବନ୍ଧୁଗଣ ଶିକ୍ଷୟତ୍ରୀ ଜଣକ ଚାହିଁ ଥିଲେ ଏସବୁକୁ ବିରୋଧ କରିପାରି ଥାନ୍ତେ ହେଲେ ବେଲଜ୍ୟା ହୋଇ ସେ ଛାତ୍ର ସହ କେଉଁ ଭଳି ଭାବରେ ନାଚୁ ଛନ୍ତି ତାହା ଆପଣ ଦେଖନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *