ଏହି 7 ଟି ଲକ୍ଷଣ ରୁ ଜାଣନ୍ତୁ ବହୁତ କ୍ରୋଧିତ ଅଛନ୍ତି ଶନିଦେବ, ହେଇଯାନ୍ତୁ ସାବଧାନ ! ପିଛା ଛାଡେ ନାହିଁ ଦୁଃଖ ଦରିଦ୍ରତା

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖ ଭୋଗ କରିଥାନ୍ତି । ଏହି ଦୁନିଆରେ ଅନେକ ଦେବିଦେବତା ଅଛନ୍ତି ଯେଉଁ ମାନଙ୍କୁ ସମସ୍ତ ମଣିଷ ପୂଜା ଅର୍ଚନା କରିଥାନ୍ତି । ହେଲେ ବନ୍ଧୁଗଣ ଶନି ଦେବ ହେଉଛନ୍ତି ଜଣେ ଏପରି ଦେବତା ଯିଏ ମଣିଷକୁ ନିଜ କର୍ମ ଅନୁଯାଇ ଫଳ ଦେଇଥାନ୍ତି । ସେଥିପାଇଁ ଶନି ଦେବଙ୍କୁ ନ୍ୟାୟରେ ଦେବତା ମଧ୍ୟ କୁହାଯାଇଥାଏ । ଯେଉଁ ମଣିଷଙ୍କ ଉପରେ ଶନି ଦେବଙ୍କ ବିଶେଷ କୃପା ରହିଥାଏ ସେହି ବ୍ୟକ୍ତିର ଜୀବନରେ କୌଣସି ସମସ୍ୟା ଆସିନଥାଏ ଓ ସେହି ବ୍ୟକ୍ତିକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ହେଲେ ବନ୍ଧୁଗଣ ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବ ରୁଷ୍ଟ ହୋଯାଇଥାନ୍ତି ସେହି ମଣିଷଙ୍କ ଜୀବନରେ ଅନେକ ସମସ୍ୟା ଆସିଥାଏ ଓ ତାଙ୍କ ଜୀବନ ନର୍କରେ ପରିଣତ ହୋଇଯାଇଥାଏ ।

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଏପରି କିଛି ଲକ୍ଷଣ ରହିଛି ଯାହାଦ୍ୱାରା ଜଣା ପଡିଥାଏ ଯେ, ଶନି ଦେବ ରୁଷ୍ଟ ହୋଇଯାଇଛନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ଜୀବନରେ ଏହି ସବୁ ଲକ୍ଷଣ ଦେଖାଯାଇଥାଏ ସେହି ବ୍ୟକ୍ତିଙ୍କ ଉପରେ ଶନି ଦେବ ରୁଷ୍ଟ ହୋଇଯାଇଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଲକ୍ଷଣ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଲକ୍ଷଣ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଶାସ୍ତ୍ର ଅନୁଯାଇ ଶନି ଦେବ ମଣିଷଙ୍କ କର୍ମ ଅନୁଯାଇ ସେମାନଙ୍କୁ ଫଳ ଦେଇଥାନ୍ତି । ଯେଉଁ ମଣିଷ ମାନେ କୌଣସି କ୍ଷେତ୍ରରେ ସଫଳତା ପାଇପାରନ୍ତି ନାହିଁ ଓ ସେମାନଙ୍କ ମନରେ ସବୁବେଳେ ଖରାପ ଚିନ୍ତାଧାରା ରହିଥାଏ ସେମାନେ କେବେହେଲେ କୌଣସି ସ୍ଥାନରେ ଉନ୍ନତି କରିପାରି ନଥାନ୍ତି । କାରଣ ଏହି ମଣିଷ ମାନଙ୍କ ବୁଦ୍ଧିକୁ ଶନି ଦେବ ହରଣ କରିଦେଇଥାନ୍ତି । ଯାହାଫଳରେ ମଣିଷ କେବେହେଲେ ସଫଳତା ପାଇବା ପାଇଁ ଚେଷ୍ଟା ମଧ୍ୟ କରିପାରେ ନାହିଁ । କାରଣ ସେହି ମଣିଷକୁ ସବୁ ଆଡୁ ସଫଳତା ପାଇବାର କୌଣସି ମାର୍ଗ ଦେଖାଯାଇନଥାଏ ।

୨. ବନ୍ଧୁଗଣ ଯେଉଁ ମଣିଷଙ୍କ ଉପରେ ଶନି ଦେବ ରୁଷ୍ଟ ହୋଇଯାଇଥାନ୍ତି ସେହି ବ୍ୟକ୍ତି ମାନେ କର୍ଜରେ ବୁଡି ରହିଥାନ୍ତି । ଏହି ବ୍ୟକ୍ତି ମାନଙ୍କର କର୍ଜ କମିବା ଜାଗାରେ ଅଧିକ ରୁ ଅଧିକ ବଢିଯାଇଥାଏ । ଯାହାଫଳରେ ଏହି ବ୍ୟକ୍ତି ମାନେ ସବୁବେଳେ ଚିନ୍ତାଗ୍ରସ୍ତ ହୋଇରହିଥାନ୍ତି । ସାଧାରଣତଃ ଯେଉଁ ବ୍ୟକ୍ତି ମାନେ ପରର ଉପକାର କରୁନଥିବେ ଓ ସ୍ଵାର୍ଥପର ହୋଇଥିବେ ସେହି ମାନଙ୍କ ଜୀବନରେ ଏହି ଲକ୍ଷଣ ଦେଖାଯାଇଥାଏ ।

୩. ଯେଉଁ ମଣିଷ ସବୁବେଳେ ଭୋଗବିଳାସରେ ବୁଡି ରହିଥାଏ ଓ ନି-ଶା ଦ୍ରବ୍ୟ ଆଦିର ସେବନ କରିଥାଏ ସେହି ବ୍ୟକ୍ତି ଉପରେ ଶନି ଦେବ ରୁଷ୍ଟ ହୋଇ ରହିଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ଭବିଷ୍ୟତ ବିଷୟରେ କୌଣସି ଚିନ୍ତା କରିନଥାନ୍ତି ଏମାନେ ନିଜ ବାପା ମାଙ୍କୁ ଅପଶବ୍ଦ କହିବାରେ ପଛେଇ ନଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ଜୀବନରେ ବହୁତ କଷ୍ଟ ପାଇଥାନ୍ତି ।

୪. ବନ୍ଧୁଗଣ ଯେଉଁ ପୁରୁଷ ମାନେ ଚ-ରି-ତ୍ର-ହୀ-ନ ନାରୀ ମାନଙ୍କ ସହ ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିଥାନ୍ତି ସେମାନଙ୍କୁ ଶନି ଦେବ ଦଣ୍ଡ ଦେଇଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ଜୀବନରେ ଦରିଦ୍ରତା, ରୋଗ ଓ ଚିନ୍ତାରେ ବିତାଇ ଥାନ୍ତି । ତେଣୁ ବନ୍ଧୁଗଣ ଏହି ସବୁ ଲକ୍ଷଣ ହେଉଛି ମଣିଷର ବରବାଦିର କାରଣ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *