Interesting Gk Questions- 7 ଟି କଦଳୀ ଅଛି 8 ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ? କେବଳ ବୁଦ୍ଧିମାନ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁଠାରେ ଅବସ୍ଥିତ ?

ଉତ୍ତର- ଶିମିଳିପାଳ ଜାତୀୟ ଉଦ୍ୟାନ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ।

୨. କଣ୍ଟିଲୋ ନୀଳମାଧବ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର- କଣ୍ଟିଲୋ ନୀଳମାଧବ ମନ୍ଦିର ନୟଗାଡରେ ଅବସ୍ଥିତ ।

୩. ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର କେଉଁ ମସିହାରେ ଆରମ୍ଭ ହୋଇଥିଲା ?

ଉତ୍ତର- ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ୧୧୧୫ ମସିହାରେ ଆରମ୍ଭ ହୋଇଥିଲା ।

୪. ବେଦାନ୍ତ ମେଡିକାଲ କଲେଜ କେଉଁଠାରେ ଅବସ୍ଥିତ ?

ଉତ୍ତର- ବେଦାନ୍ତ ମେଡିକାଲ କଲେଜ ପୁରୀରେ ଅବସ୍ଥିତ ।

୫. ଗୌରି ଶଙ୍କର ରାୟ କେଉଁ ଉପାଧି ପାଇଥିଲେ ?

ଉତ୍ତର-  ଗୌରି ଶଙ୍କର ରାୟ କର୍ମବୀର ଉପାଧି ପାଇଥିଲେ ।

୬. ଓଡିଶାର ପ୍ରଥମ ହାଇକୋର୍ଟ ଜଜ୍ କିଏ ?

ଉତ୍ତର-  ଓଡିଶାର ପ୍ରଥମ ହାଇକୋର୍ଟ ଜଜ୍ ହେଉଛନ୍ତି ବୀରକିଶୋର ରାୟ ।

୭. ତରଙ୍ଗର ସର୍ବୋଚ୍ଚ ବିନ୍ଦୁକୁ କଣ କୁହାଯାଏ ?

ଉତ୍ତର- ତରଙ୍ଗର ସର୍ବୋଚ୍ଚ ବିନ୍ଦୁକୁ ଶିଖର କୁହାଯାଏ ।

୮. ତାପମାତ୍ରା ତାପ ସହ କଣ ଅଟେ ?

ଉତ୍ତର- ତାପମାତ୍ରା ତାପ ସହ ସମାନୁପାତ ଅଟେ ।

୯. ରାଧାନାଥ ରାୟଙ୍କ ଜନ୍ମ ସ୍ଥାନ କେଉଁଠାରେ ଅବସ୍ଥିତ ?

ଉତ୍ତର- ରାଧାନାଥ ରାୟଙ୍କ ଜନ୍ମ ସ୍ଥାନ ରାଧାନାଥ ପୁର ଆଠଗଡ କଟକରେ ଅବସ୍ଥିତ ।

୧୦. କପିଳାସ ମନ୍ଦିରର ନିର୍ମାତା କିଏ ?

ଉତ୍ତର- କପିଳାସ ମନ୍ଦିରର ନିର୍ମାତା ହେଉଛନ୍ତି ଲାଙ୍ଗୁଳା ନରସିଂହ ଦେବ ।

୧୧. ବାରବାଟୀ ଦୁର୍ଗର ନିର୍ମାତା କିଏ ?

ଉତ୍ତର- ବାରବାଟୀ ଦୁର୍ଗର ନିର୍ମାତା ହେଉଛନ୍ତି ଅନଙ୍ଗଭୀମ ଦେବ ।

୧୨. ଦୁଶାସନଙ୍କୁ କିଏ ବଧ କରିଥିଲେ ?

ଉତ୍ତର- ଦୁଶାସନଙ୍କୁ ଭୀମ ବଧ କରିଥିଲେ ।

୧୩. ମହାବୀର କର୍ଣ୍ଣଙ୍କର ରଥର ସାରଥି କିଏ ଥିଲେ ?

ଉତ୍ତର- ମହାବୀର କର୍ଣ୍ଣଙ୍କର ରଥର ସାରଥି ଥିଲେ ଶଲ୍ୟ ।

୧୪. ଗୁରୁ ଦ୍ରୋଣାଚାର୍ଜ୍ୟଙ୍କୁ କିଏ ନିହତ କରିଥିଲେ ?

ଉତ୍ତର- ଗୁରୁ ଦ୍ରୋଣାଚାର୍ଜ୍ୟଙ୍କୁ ଧୃଷ୍ଟଦ୍ୟୁମ୍ନ ନିହତ କରିଥିଲେ ।

୧୫. କଳିଙ୍ଗ ସମ୍ରାଟଙ୍କୁ ଯୁଦ୍ଧରେ କିଏ ନିହତ କରିଥିଲେ ?

ଉତ୍ତର- କଳିଙ୍ଗ ସମ୍ରାଟଙ୍କୁ ଯୁଦ୍ଧରେ ଭୀମ ନିହତ କରିଥିଲେ ।

୧୬;- ୭ ଟା କଦଳୀ ଅଛି ୮ ଜଣ ଲୋକ ନ ଭାଙ୍ଗି ନ କାଟି କିପରି ଖାଇବେ ?

ଉତ୍ତର;- କଦଳୀ ସେକ୍ ।

Leave a Reply

Your email address will not be published. Required fields are marked *