‘ସତ କହୁଛି ଅର୍ଚନା ମୋତେ ଫସାଇଦେଲା, ମୋ ଗାଲକୁ ମାରିଲା, ମୁଁ କିଛି ଜାଣିନି ହେଲେ ସେ ମତେ…’ ସତ ଉଗାଳିଲା ଜଗା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲେଡି ବ୍ଲାକମେଲର ଅର୍ଚନା ନାଗଙ୍କର ଚର୍ଚିତ ଘଟଣା ଯେତେ ଯେତେ ଆଗକୁ ବଢୁଛି । ସେପରି କିଛି ବିଶେଷ ସୂତ୍ରରୁ ବହୁତ ଗୁଡିଏ କଥାର ଉନ୍ମୋଚନ ହେବାରେ ଲାଗିଛି । ଯେପରି ଅର୍ଚନା ଜଗାଙ୍କ ଗାଲରେ ଏକ ଶକ୍ତ ଚାପୁଡା ମାରିଥିବାର କଥା ସୂଚନା ମୁତାବକ ସବୁଆଡେ ପ୍ରଘଟ ହୋଇଥିଲା । ସେହିପରି ବର୍ତ୍ତମାନ ଆଉ କିଛି ଜଗାଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଯେପରି ଜଗା ତାଙ୍କ ମୁହଁ ଖୋଲି ନିଜର କିଛି କଥା ସେ ଜଣାଇଛନ୍ତି ।

ଜଗାଙ୍କ କହିବା ଅନୁସାରେ ଅର୍ଚନା ମୋତେ ଫସାଇ ଦେଲା । ଅର୍ଚନାଙ୍କୁ ମୁଁ କଣ ଭଲ ପାଇ ତାଙ୍କୁ ଫସାଇ ଦେଇ ବାହା ହୋଇଥିଲି । ଅର୍ଚନା ତା’ ର ନାଗ ଫାଶରେ ସତରେ ମୋତେ ଏପରି ଫସାଇ ଦେଇଛି । ଯେଉଁଥିରୁ ମୁକୁଳିବା ମୋ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡିଛି । ଅର୍ଚନା କଥାରେ ମୁଁ ଉଠୁଛି ଓ ବସୁଛି । ଅର୍ଚନା ମୋତେ ଯେତିକି କରିବାକୁ କହୁଛି ମୁଁ ସେତିକି ହିଁ କରୁଛି ।

କାରଣ ଜଗାଙ୍କର କହିବା ଅନୁସାରେ ଯଦି ଅର୍ଚନା କଥା ସେ ନମାନେ ଅର୍ଚନା ତା’ କୁ ଅନେକ ଗୁଡିଏ ଧମକ ମଧ୍ୟ ଦେଉଛି । ସେଥିପାଇଁ ଜଗାର ସୁରକ୍ଷା ଦାୟିତେରେ ଥିବା କର୍ମଚାରୀ ମାନଙ୍କୁ ଜଗା କୁଆଡେ ଫୋନ ମାଗୁଛି । କାରଣ ଜଗା ନିଜ ନାମରେ କଣ ସବୁ ଫୋନରେ କଥା ଭାଇରାଲ ହେଉଛି । ସେହି କଥାକୁ ଜାଣିବା ପାଇଁ ଜଗା ବ୍ଯାକୁଳ ହୋଇଯାଉଛନ୍ତି ।

ଏହା ସହିତ ସେ ସୁରକ୍ଷା କର୍ମୀଙ୍କୁ ଜଗା ନିଜର ମନର କଥା ଖୋଲି ଜଣାଇ ଏହା କହିଥିଲା । ଯେ ଅର୍ଚ୍ଚନା ତା ସତରେ ମୋତେ ଫସାଇ ଦେଲା । ମୋ ଗାଲରେ ଶକ୍ତ ଚାପୁଡା ମାରି ମୋ ପାଟି ଚୁପ କରିଦେଉଛି । କହୁଛି ଯେତିକି କହିବି ଜଗା ତୁ ସେତିକି ହିଁ କରିବୁ । ନଚେତ ମୋ ଠାରୁ ଖରାପ କେହି ହେବେନି ।

ଅର୍ଚନାଙ୍କର ସ୍ଵାମୀ ଜଗାଙ୍କର ଦିତୀୟ ପର୍ଯ୍ୟାୟ ରିମାଣ୍ଡ ପ୍ରକ୍ରିୟା ଶେଷ ହୋଇଛି । ତାପରେ ଜଗାଙ୍କର ସ୍ଵାସ୍ଥ ଅବସ୍ତା ଚେକ ହୋଇଛି । ଏହାପରେ ଜଗାଙ୍କୁ ଜେଲ ପଠାଇବାର ବ୍ୟବସ୍ତା କରାଯାଇଛି । ତେବେ କୋର୍ଟରେ ରିମାଣ୍ଡ ପରେ ଜଗାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।

ବର୍ତ୍ତମାନ ସମୟରେ ଉଭୟ ସ୍ଵାମୀ ଜଗା ଓ ସୁନ୍ଦରୀ ଅର୍ଚନା ଝାରପଡା ଜେଲରେ ହିଁ ଅଛନ୍ତି ।  ଗାଡିରେ ଯିବା ସମୟରେ ଜଗା ହସି ଦେଉଛନ୍ତି । କାରଣ ଜଗାଙ୍କ କହିବା ଅନୁସାରେ ତାଙ୍କର କିଛି ଭୁଲ ନାହିଁ । ସେ ଅର୍ଚନା ନାଗ ଫାଶରେ ବାନ୍ଧି ହୋଇ ସଂପୂର୍ଣ୍ଣ ରୂପେ ଫସି ଯାଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *