ଶାଶୁଘରେ ରାଜ କରିଥାନ୍ତି ଏହି ୬ଟି ନାମ ଝିଅମାନେ

ସବୁ ଝିଅଙ୍କୁ ବିବାହ ପରେ ଦିନେ ନା ଦିନେ ନିଜ ଘରକୁ ଛାଡି ଶାଶୁଘରକୁ ଯିବାକୁ ପଡିଥାଏ । କୁହାଯାଏ କି ଏହିଠାରୁ ତାଙ୍କର ଜୀବନର ଏକ ନୂଆ ଆରମ୍ଭ ହୋଇଥାଏ । ସବୁ ଝିଅମାନଙ୍କର  ଇଚ୍ଛା ଥାଏ କି ତାଙ୍କର ବୈବାହିକ ଜୀବନ ଖୁସିରେ ଭରିରହୁ ଓ ଶାଶୁଘରେ ସମସ୍ତେ ତାଙ୍କୁ ଖୁସିରେ ରଖନ୍ତୁ । ଆଜି ଆମେ ଆପଣଙ୍କୁ ଏମିତି ହିଁ ୬ଟି ନାମର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ,ଯିଏ କି ନିଜ ଶାଶୁଘରେ ସମସ୍ତଙ୍କ ହୃଦୟ ଜିତିବାରେ ମାହିର ହୋଇଥାନ୍ତି ଓ ସବୁବେଳେ ସମସ୍ତଙ୍କୁ ଖୁସି ରଖିଥାନ୍ତି ।

google

A ନାମର ଝିଅ

ଏହି ନାମର ଝିଅମାନେ ହୃଦୟରୁ ବହୁତ ଖୋଲା ସ୍ଵଭାବର ଓ ବହୁତ ଭାଗ୍ୟଶାଳୀ ବି ହୋଇଥାନ୍ତି । କୁହାଯାଏ କି ଏମାନଙ୍କର ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ଏମାନେ ନିଜ ଶାଶୁଘରେ ସବୁବେଳେ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି । ନିଜର ସ୍ଵଭାବ, ଭଲପାଇବା ଓ ସ୍ନେହରେ ସମସ୍ତଙ୍କର ହୃଦୟ ଜଲ୍ଦି ଜିତିଥାନ୍ତି । ତାଙ୍କର ଜୀବନସାଥୀ ସବୁ ସମୟରେ ତାଙ୍କର ସାଥ ଦେଇଥାନ୍ତି । ଏହି ନାମର ଝିଅମାନେ ଶାଶୁଘରେ ସବୁବେଳେ ରାଜ କରିଥାନ୍ତି ।

D ନାମର ଝିଅ

ଏହି ନାମର ଝିଅମାନେ ନିଜର ଜୀବନସାଥୀଙ୍କ ସହିତ ଶାଶୁଘର ଲୋକଙ୍କର ବି ଖାସ ଧ୍ୟାନ ରଖିଥାନ୍ତି ଓ ତାଙ୍କୁ ବହୁତ ମାନ ସମ୍ମାନ ଦେଇଥାନ୍ତି । ଏମାନେ ଶାଶୁଘର ଲୋକଙ୍କୁ ବହୁତ ଖୁସିରେ ରଖିଥାନ୍ତି । ପ୍ରତ୍ୟେକ କାମରେ ଦକ୍ଷ ହୋଇଥିବା କାରଣରୁ ଏହି ନାମର ଝିଅମାନେ ଶାଶୁଘରେ ରାଜ କରିଥାନ୍ତି ।

M ନାମର ଝିଅ

google

ଏହି ନାମର ଝିଅମାନେ ସ୍ଵଭାବରେ ବହୁତ ସରଲା ହୋଇଥାନ୍ତି । ସବୁ କାମକୁ ଠିକ ଭାବେ କରିଥାନ୍ତି, ଏହି କାରଣରୁ ଏମାନେ ବିବାହ ପରେ ଶାଶୁଘର ଲୋକଙ୍କ ହୃଦୟକୁ ଶୀଘ୍ର ଜିତିନେଇ ଥାଆନ୍ତି ।ଏମାନେ ସବୁବେଳେ ସତ କହିଥାନ୍ତି, ଏହି କାରଣରୁ ସେମାନେ ଶାଶୁଘରେ ବହୁତ ମାନ ସମ୍ମାନ ପାଇଥାନ୍ତି । ଏମାନଙ୍କର ଇଜ୍ଜତ କୌଣସି ମହାରାଣୀଙ୍କ ଠାରୁ କମ ହୋଇନଥାଏ ।

S ନାର ଝିଅ

ଏହି ନାମର ଝିଅମାନେ ଶାଶୁଘରକୁ ସୁଖ ଓ ଶାନ୍ତିରେ ରଖିବାରେ ବିଶ୍ଵାସ କରିଥାନ୍ତି । ଏମାନଙ୍କ ଭିତରେ ଆତ୍ମବିଶ୍ଵାସ ଭରି ରହିଥାଏ ଯେଉଁ କାରଣରୁ ଏମାନେ ବହୁତ ମଝବୁତ ହୋଇଥାନ୍ତି । ବିବାହ ପରେ ଏମାନେ ଶୀଘ୍ର ଶାଶୁଘର ଲୋକଙ୍କର ବିଶ୍ଵାସ ଓ ହୃଦୟ ଜିତି ନେଇଥାନ୍ତି ।

P ନାମର ଝିଅ

google

ଏହି ନାମର ଝିଅମାନେ ନିଜ ଶାଶୁଘରେ ମହାରାଣୀ ପରି ଜୀବନ ଅତିବାହିତ କରିଥାନ୍ତି । ଏମାନେ ସବୁ ପରିସ୍ଥିତିରେ ନିଜ ଜୀବନସାଥୀ ଓ ଶାଶୁଘର ଲୋକଙ୍କୁ ସମ୍ଭାଳି ରଖିଥାନ୍ତି । ଏମାନେ ଯାହାକୁ ବିବାହ କରିଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଶାଶୁଘରର ଲୋକ ଏମାନଙ୍କୁ ନିଜ ବହୁତ ଭଲ ପାଇଥାନ୍ତି ।

R ନାମର ଝିଅ

ଏହି ନାମର ଝିଅମାନେ ସମାଜରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରି ଚାଲନ୍ତି । ଏମାନେ ବିବାହ ପୂର୍ବରୁ ଓ ପରେ ନିଜର ପରିବାର ଓ ସେଥିରେ ଯୋଡି ହୋଇଥିବା ଲୋକଙ୍କୁ ନେଇ ଚାଲିଥାନ୍ତି । ଏହି ଗୁଣ ତାଙ୍କ ଶାଶୁଘର ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ । ଏମାନେ ଶାଶୁଘର ଲୋକଙ୍କୁ ବହୁତ ଇଜ୍ଜତ ଓ ଭଲପାଇବା ଦେଇଥାନ୍ତି । ଆଶକରୁଛୁ ଆମର ଏହି ଆର୍ଟିକିଲଟି ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ଆର୍ଟିକିଲ ପାଇବା ପାଇଁ ପେଜକୁ ଲାଇକ କରି ନିଅନ୍ତୁ।

Leave a Reply

Your email address will not be published. Required fields are marked *