ପ୍ରଥମ ଥର ସମ୍ବନ୍ଧ ବନାଇବା ପରେ ଝିଅମାନଙ୍କ ମଧ୍ୟରେ ଦେଖାଦିଏ ଏହି ଶାରୀରିକ ପରିବର୍ତ୍ତନ, ଜାଣନ୍ତୁ

କଣ ଆପଣ ଜାଣିଛନ୍ତି କି ପ୍ରଥମ ଥର ସମ୍ବନ୍ଧ କରିବା ପରେ ଝିଅମାନଙ୍କ ଶରୀରରେ କଣ ପରିବର୍ତ୍ତନ ଆସିଥାଏ । କହିବାକୁ ଗଲେ ଏହି ପରିବର୍ତ୍ତନ ଦ୍ଵାରା ଝିଅମାନଙ୍କୁ କୌଣସି ଖାସ ସମସ୍ୟା ହୋଇ ନ ଥାଏ । କିନ୍ତୁ ଏହାକୁ ଜାଣିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି । ଏକ ରିପୋର୍ଟ ଅନୁସାରେ କେବଳ ମହିଳାମାନଙ୍କ ଉପରେ ଏହା ଲାଗୁ ହୋଇ ନ ଥାଏ ମାନେ ଏହିଭଳି ପରିବର୍ତ୍ତନ ପୁରୁଷମାନଙ୍କ ମଧ୍ୟରେ ବି ଦେଖାଯାଏ ।

ସବୁ ମହିଳା – ପୁରୁଷ ଯେତେବେଳେ ପ୍ରଥମ ଥର ସମ୍ବନ୍ଧ ବନାନ୍ତି ତେବେ ତାଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଆସିଥାଏ । ମହିଳାମାନଙ୍କ ମଧ୍ୟରେ ହେଉଥିବା ପରିବର୍ତ୍ତନ ମଧ୍ୟରେ କିଛି ପରିବର୍ତ୍ତନ ଶରୀରର ବାହାର ଅଂଶରେ ହୋଇଥାଏ ଓ ଅନ୍ୟ କିଛି ଶରୀର ଭିତରେ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ସମସ୍ତ ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ ।

ଚିନ୍ତା କମ ହେବା –

ସମ୍ବନ୍ଧ କରିବା ପରେ ପୁଅମାନଙ୍କ ଠାରୁ ଝିଅମାନଙ୍କ ଶରୀରରେ ଅକ୍ସୀଟୋସିନ, ଏଂଡୋର୍ଫିନ୍ସ ଓ ସିରୋଟୋନିନ୍ସ ଭଳି ହର୍ମୋନ୍ସର ପ୍ରବାହ ଅଧିକ ହୋଇଥାଏ । ଏହି ହର୍ମୋନଲ ଚେଞ୍ଜେସ ମହିଳାମାଙ୍କ ମୁଡକୁ ଆହୁରି ଅଧିକ ଭଲ କରିଦିଏ । ଏକ ଅଧ୍ୟୟନ ଦ୍ଵାରା ଜଣା ପଡିଛି କି ଯେଉଁ ଲୋକମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସବୁଦିନ ସମ୍ବନ୍ଧ କରନ୍ତି ତାଙ୍କ ମଧ୍ୟରେ ଚିନ୍ତା କମ ଦେଖାଯାଏ । ତାଙ୍କର ମସ୍ତିଷ୍କ ସକରାତ୍ମକ ରୂପରେ କାମ କରିବାକୁ ଲାଗିଥାଏ । ଏହା ସହିତ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବି ବଢିଥାଏ ।

ସ୍ତନରେ ପରିବର୍ତ୍ତନ –

ପ୍ରଥମ ଥର ଝିଅମାନଙ୍କ ମଧ୍ୟରେ ଏହି ସ୍ଥାନରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ପ୍ରଥମ ଥର ସମ୍ବନ୍ଧ କରିବା ପରେ ସ୍ତନ ପୂର୍ବ ଅପେକ୍ଷା ୨୫ ପ୍ରତିଶତ ଆହୁରି ବଢିଯାଏ । ଏକ ସ୍ଟଡି ଅନୁସାରେ ଜଣା ପଡିଛି କି ପ୍ରଥମ ଥର ସମ୍ବନ୍ଧ କରିବା ପରେ ଝିଅମାନଙ୍କ ଶରୀରର ତାନ୍ତ୍ରିକ ତନ୍ତ୍ର ଅଧିକ ସକ୍ରିୟ ହୋଇଯାଏ । ଯେଉଁ କାରଣରୁ ରକ୍ତବାହିକା ଗୁଡିକର ବି ଗତିବିଧି ବଢିଯାଏ ଓ ଏହି କାରଣରୁ ଶରୀରରେ କିଛି ଚେଞ୍ଜେସ ଦେଖିବାକୁ ମିଳିଥାଏ ।

ଚେହେରାରେ ପରିବର୍ତ୍ତନ –

ଝିଅମାନେ ଯେତେବେଳେ ପ୍ରଥମ ଥର ସମ୍ବନ୍ଧ କରନ୍ତି ତ ସେମାନଙ୍କ ଚେହେରାରେ କିଛି ପରିବର୍ତ୍ତନ ସମ୍ପୂର୍ଣ ନଜର ଆସିଥାଏ । ମାନେ ତାଙ୍କ ଚେହେରା ଉଜ୍ଜ୍ଵଳ ନଜର ଆସିଥାଏ । ଝିଅମାନେ ପୂର୍ବ ଅପେକ୍ଷା ଅଧିକ ଖୁସିରେ ରହିବାକୁ ଲାଗନ୍ତି ।

ଚାଲିରେ ପରିବର୍ତ୍ତନ –

ଏକ ରିସର୍ଚ ଅନୁସାରେ ଜଣା ପଡିଛି କି ପ୍ରଥମ ଥର ସମ୍ବନ୍ଧ କରିବା ପରେ ମହିଳାମାନଙ୍କ ଚାଲିରେ ପ୍ରାକୃତିକ ରୂପରେ କିଛି ପରିବର୍ତ୍ତନ ଆସିଥାଏ । ଯାହା ଆପଣ ତାଙ୍କର ଚାଲିରୁ ଜାଣି ପାରିବେ । ମହିଳାମାନଙ୍କ ଶରୀରର ଆକାରରେ ବି ଚେଞ୍ଜେସ ଆସିଥାଏ ।

ବୁଦ୍ଧିରେ ଉନ୍ନତି –

ଇଂଲଣ୍ଡ ଓ ମେରୀଲ୍ୟାଣ୍ଡର ଏକ ରିସର୍ଚ ଅନୁସାରେ ଜଣା ପଡିଛି ପ୍ରଥମ ଥର ସମ୍ବନ୍ଧ କରିବା ପରେ ମହିଳାମାନଙ୍କ ବୁଦ୍ଧି ପୂର୍ବ ଅପେକ୍ଷା ଆହୁରି ବି ଭଲ ହୋଇଯାଏ । ଯେତେବେଳେ କି ସେମାନେ ପୁରୁଷମାନଙ୍କ ହର୍ମୋନ ର ସମ୍ପର୍କରେ ଆସନ୍ତି ତେବେ ତାଙ୍କର ମସ୍ତିଷ୍କ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶୀଳ ହୋଇଯାଏ । ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତାରେ ବି ଉନ୍ନତି ଆସିଥାଏ ଓ ନୂଆ ନ୍ୟୁରନ୍ସ ଓ ବ୍ରେନ ସେଲ୍ସର ଗଠନ ହୋଇଥାଏ । କିନ୍ତୁ ଅନ୍ୟ କେତେକ ରିସର୍ଚ ଏହି କଥାକୁ ଖଣ୍ଡନ କରିଛନ୍ତି । ଲେଖାଟି ଭଲ ଲାଗିଥିଲେ ଶେୟର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *