Interesting Gk Questions- ଆମ ଶରୀରର କେଉଁ ଅଂଶ ବିଜୁଳି ସୃଷ୍ଟି କରିଥାଏ ?

ଆମ ଦୁନିଆରେ ଏମିତି ବହୁତ କିଛି ଜଣା ଅଜଣା ଜିନିଷ ଥାଏ ତାହା ଆମେ ଜାଣିପାରୁ ନାହୁଁ । ଆଉ କିଛି ଜିନିଷ ଆମ ଆଖ ପାଖରେ ଥିଲେ ମଧ୍ୟ ଆମେ ତାହା ବିଷୟରେ ଜାଣିନଥାଉ । ଆଉ କିଛି ଏମିତି ପ୍ରଶ୍ନ ଥାଏ ଯାହାକି ଆମେ ତାକୁ ପ୍ରତ୍ୟକ ଦିନ ବ୍ୟବହାର କରିଥାଉ ଓ ପ୍ରତ୍ୟେକ ଦିନ ଦେଖିଲେ ମଧ୍ୟ ଆମେ ତାହାକୁ ଜାଣିପାରି ନଥାଉ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଜଣା ଅଜଣା କେତୋଟି ପ୍ରଶ୍ନ ଓ ତାହାର ଉତ୍ତର ।

୧: କ୍ଷୀର ର ରଙ୍ଗ ଧଳା କାହିଁକି ହୋଇଥାଏ ?

ଉ: କ୍ଷୀରରେ ୮୭ ପ୍ରତିସତ ପାଣି ଓ ୧୩ ପ୍ରତିଶତ ପ୍ରୋଟିନ , ଭିଟାମିନ ଓ ଫ୍ୟାଟ ରହିଥାଏ । ଏଥିରେ ଥିବା କେସିନ ନାମକ ପ୍ରୋଟିନ କାରଣରୁ ହୋଇଥାଏ ।

୨: ପୃଥିବୀରେ ଆମେ ଚନ୍ଦ୍ରମାକୁ କେତେ ପ୍ରତିଶତ ଦେଖିଥାଉ?

ଉ:୫୯%

୩: ଭାରତର ପ୍ରଥମ ମହିଳା ଅଧ୍ୟାପିକାଙ୍କ ନାଁ କଣ?

ଉ: ସାବିତ୍ରୀ ବାଇ ଫୁଲେ ।

୪: ମେଡିକାଲରେ ନାଲି ରଙ୍ଗର ଯୁକ୍ତ ଚିହ୍ନ କାହିଁକି ଥାଏ?

ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ  ଆଗକୁ ଯିବାପାଇଁ ସହଜ ହୋଇଥାଏ ।

୫: କେଉଁ ପକ୍ଷୀର ପର ନଥାଏ?

ଉ: କିୱି ପକ୍ଷୀର ପର ନଥାଏ ।

୬: କଳା ଗୋଲାପ କେଉଁ ଦେଶରେ ଦେଖାଯାଏ?

ଉ:ତୁର୍କୀରେ ଦେଖାଯାଇଥାଏ ।

୭: ବୋତଲକୁ ହିନ୍ଦୀରେ କଣ କୁହାଯାଏ?

ଉ: ବୋତଲକୁ ହିନ୍ଦୀରେ ସିସି କୁହାଯାଇଥାଏ ।

୮: ସମୁଦ୍ରରେ ମିଳୁଥିବା କେଉଁ ଜିନିଷ ସମସ୍ତଙ୍କ ଘରେ ଥାଏ?

ଉ:ଲୁଣ ସମସ୍ତଙ୍କ ଘରେ ଦେଖାଯାଇଥାଏ ।

୯: ଭାରତରେ କେଉଁ ବର୍ଷ ଏଡ୍ସକୁ ଚିହ୍ନଟ କରାଯାଇଥିଲା ?

ଉ: ୧୯୮୬ ମସିହାରେ ।

୧୦: ଆମ ହୃତପିଣ୍ଡର ଓଜନ କେତେ ହୋଇଥାଏ?

ଉ: ୩୪୦ ଗ୍ରାମ ।

୧୧: ଇନ୍ସୁଲିଂ ମାତ୍ରା କମ ହେବା ଦ୍ୱାରା କେଉଁ ରୋଗ ହୋଇଥାଏ ?

ଉ: ଡାଇବେଟିସ ।

୧୨: କେଉଁ ଗ୍ୟାସ ଆମ ନାକରେ ବାଜିଲେ ଆମକୁ ହସ ଲାଗିଥାଏ?

ଉ: ନ୍ୟୁଟ୍ରସ ଅକ୍ସାଇଡ଼ ।

୧୩: ଚାଉଳକୁ ପଲିସ କରିବା ଦ୍ୱାରା କେଉଁ ଭିଟାମିନ ନଷ୍ଟ ହୋଇ ଯାଇଥାଏ ?

ଉ: ଥାଇମିନ ।

୧୪: କ୍ଷୀର କେଉଁ କାରଣରୁ ଖଟା ହୋଇଥାଏ?

ଉ: ଜୀବାଣୁଙ୍କ ଦ୍ୱାରା ।

୧୫: କେଉଁ ଭିଟାମିନ ଗରମ ହେବା ଦ୍ୱାରା ନଷ୍ଟ ହୋଇ ଯାଇଥାଏ?

ଉ: ଭିଟାମିନ-C

୧୬: କେଉଁ ଜୀବର ୩୨ଟି ମୁଣ୍ଡର ବୁଦ୍ଧି ହୋଇଥାଏ ?

ଉ: ଜୋକ ।

୧୭: କେଉଁ ପକ୍ଷୀ ନିଜର ବସା ବାନ୍ଧେ ନାହିଁ?

ଉ: କୋଇଲି ।

୧୮: କେଉଁ ଜୀବର ଜିଭ କଳା ହୋଇଥାଏ?

ଉ: ଜିରାଫ ।

୧୯: ଭାରତ ବ୍ୟତୀତ ଆଉ କେଉଁ ଦେଶରେ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ?

ଉ: ଦକ୍ଷିଣ କୋରିଆ ।

୨୦: ଦିଆସିଲର ଆବିଷ୍କାର କିଏ କରିଥିଲେ?

ଉ: ଜନ ୱାକର ।

୨୧: ଅକ୍ଷୟ କୁମାରଙ୍କର ଫୌଜି ଗେମ କେବେ ଆସିବ ?

ଉ: ଅକ୍ଟୋବର ଶେଷରେ ।

୨୨: ଜଣେ ଲୋକ ନିଜ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିପରିବ ?

ଉ: ଅନଲିମିଟେଡ଼ ।

୨୩: କ୍ଷୀର ର ରଙ୍ଗ ଧଳା କାହିଁକି ହୋଇଥାଏ ?

ଉ: କେସିନ ନାମକ ପ୍ରୋଟିନ କାରଣରୁ ।

୨୪: ପଶୁପକ୍ଷୀ ମାନଙ୍କୁ ହୃଦ୍ଘାତ ଆସିଥାଏ କି?

ଉ: ହଁ ଆସିଥାଏ ।

୨୫: ମାଟିରେ ତିଆରି ହେଉଥିବା ପାତ୍ରକୁ କିଏ ତିଆରି କରିଥାନ୍ତି?

ଉ: କୁମ୍ଭାର ।

୨୬: ଔଷଧ ଖାଇବାପରେ ଆମର ମୂତ୍ର କାହିଁକି ହଳଦୀଆ ହୋଇଥାଏ ?

ଉ: ଏଣ୍ଟିବାଇଓଟିକ ଥିବା କାରଣରୁ ।

୨୭: ଆମ ଶରୀରରେ କଳାଯାଇ କିପରି ହୋଇଥାଏ ?

ଉ: ପିଗମେଣ୍ଟ ଏକତ୍ରିତ ହେବା କାରଣରୁ ।

୨୮: ରିଟାୟର କ୍ରିକେଟରଙ୍କୁ ପେନସନ ମିଳିଥାଏ କି ?

ଉ: ହଁ ମିଳିଥାଏ ।

୨୯: ଆମେରିକାରେ ହିନ୍ଦୁ ମାନଙ୍କ ସଂଖ୍ୟା କେତେ ?

ଉ: ୩୩ ଲକ୍ଷ ।

୩୦: ସାପ ଭିତରେ ବିଷ କେଉଁଠାରୁ ଆସିଥାଏ ?

ଉ: ମୁହଁରେ ଥୁବା ବିଷ ଗ୍ରନ୍ଥିରୁ ।

୩୧. ଆମ ଶରୀରର କେଉଁ ଅଂଶ ବିଜୁଳି ସୃଷ୍ଟି କରିଥାଏ ?

ଉ- ଆମର ମସ୍ତିସ୍କ ୧୨ ରୁ ୨୫ ୱାଟ ବିଜୁଳି ସୃଷ୍ଟି କରିଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *