Bahubali ଫିଲ୍ମ ର କଟପ୍ପା ଙ୍କ ଝିଅ ସୁନ୍ଦରତାରେ ନୁହଁନ୍ତି କୌଣସି Bollywood ହିରୋଇନଙ୍କ ଠାରୁ କମ, ଥରେ ଦେଖିଲେ ହେଇଯିବେ ଦିବାନା

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ର ଏ ପର୍ଯ୍ୟନ୍ତ ର ସବୁଠୁ ହିଟ ଫିଲ୍ମ ବାହୁବଲି ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମ ଟି ଫିଲ୍ମ ଇତିହାସ ରେ ସବୁଠୁ ବଡ ହିଟ ଫିଲ୍ମ ପ୍ରମାଣିତ ହୋଇଛି । ଯେତେ ଥର ଦେଖିଲେ ବି ଏହି ଫିଲ୍ମ କୁ ଦେଖିବା ପାଇଁ ପୁଣି ଆଗ୍ରହ ବଢିଥାଏ । ଏହି ଫିଲ୍ମ ର ସମସ୍ତ ଚରିତ୍ର ବହୁତ ବଢିଆ ଅଟେ । ସେମାନେ ନିଜର ଦମଦାର ଆକଟିଂ ମାଧ୍ୟମାରେ ସବୁ ଲୋକଙ୍କ ମନ କିଣି ନେଇଛନ୍ତି । ଏହାର ସମସ୍ତ ଚରିତ୍ର ପୁରା ଦୁନିଆରେ ଫେମସ ହେଇ ସାରିଛନ୍ତି ।

ଏହି ଫିଲ୍ମ ର ଲୀଡ ରୋଲ ରେ ପ୍ରଭାସ ନଜର ଆସିଥିବା ବେଳେ ତାଙ୍କ ଅପୋଜିଟ ରେ ତମନ୍ନା ଓ ଅନୁସକା ସେଟ୍ଟୀ ନଜର ଆସିଥିଲେ । ଏହାର କାହାଣୀ ମଧ୍ୟ ଏତେ ଦାମ ଦମଦାର ଥିଲା କି ତାହା ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା । ଏହି ଫିଲ୍ମ ର ସବୁ କଳାକାର ଏହି ଫିଲ୍ମ କରିବା ପରେ ରାତାରାତି ଫେମସ ହୋଇଗଲେ ।

ଏହି ଫିଲ୍ମ ର ସବୁଠୁ ଫେମସ ଚରିତ୍ର ମଧ୍ୟରୁ ସବୁଠୁ ଅଧିକ ପପୁଲାର ଅଟେ କଟପା । ଯାହାକୁ ଦେଶର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି । ଏହି ଚରିତ୍ର ବାହୁବଲି ଫିଲ୍ମ ର ଦୁଇ ଭାଗର ସବୁଠୁ ମହତ୍ଵ ପୂର୍ଣ୍ଣ ଚରିତ୍ର ଅଟେ । ଏହି ଚରିତ୍ର କୁ କରିଥିବା ଅଭିନେତା ସତ୍ୟରାଜ ଅଟନ୍ତି । ସେ ପୂର୍ବରୁ ଅନେକ ଫିଲ୍ମ ରେ ଭିଲିୟାନ ର ଚରିତ୍ର କରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ଝିଅଙ୍କ ବିଷୟରେ କହିବୁ ।

ଏହି ଅଭିନେତାଙ୍କ ଝିଅର ନାମ ଦିବ୍ୟା ଅଟେ । ଦିବ୍ୟା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ସୁନ୍ଦରତା କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହେଁ । କିନ୍ତୁ ତଥାପି ତାଙ୍କୁ ଫିଲ୍ମ ରେ କୌଣସି ଇଣ୍ଟରେଷ୍ଟ ନାହିଁ । ତାଙ୍କୁ ଅଭିନେତ୍ରୀ ହେବାର କୌଣସି ସଉକ ନାହିଁ । ଯେତେବେଳେ କି ସେ ଏକ ଶର୍ଟ ଫିଲ୍ମ ରେ କାମ କରି ସାରିଛନ୍ତି ।

ଦିବ୍ୟା ବର୍ତ୍ତମାନ ହାରାହାରି ୨୭ ବର୍ଷର ଅଟନ୍ତି । ଦିବ୍ୟା ପେଷାରେ ଏକ ନ୍ୟୁଟ୍ରେସନିଷ୍ଟ ଅଟନ୍ତି ଓ ତାଙ୍କୁ ଏହି କାମ ବହୁତ ପସନ୍ଦ ଅଟେ । ସେ ଲାଇମ ଲାଇଟ ଠାରୁ ଦୂରରେ ରହିବାକୁ ହିଁ ପସନ୍ଦ କରନ୍ତି । ଏହି କାରଣ ଅଟେ କି ତାଙ୍କୁ ବହୁତ କମ ଲୋକ ହିଁ ଜାଣନ୍ତି ।

ଶୋସିଆଲ ମିଡିଆରେ ବି ଦିବ୍ୟା ଆକ୍ଟିଭ ନୁହଁନ୍ତି । ତେବେ ବନ୍ଧୁଗଣ ଆପଣଙ୍କୁ ଫିଲ୍ମ ବାହୁବଲି ରେ କଟପା ଙ୍କ ଆକଟିଂ କିପରି ଲାଗିଥିଲା କମେନ୍ଟ ନିଶ୍ଚୟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *