ଦେଖନ୍ତୁ Video: ସାପକୁ ଭଗବାନ ମାନି ଘରେ ରଖିଲେ ବୃଦ୍ଧା ମହିଳା, ଆଉ ତା’ ପରେ ଯାହା ହେଲା ନଦେଖିଲେ ଆପଣ ବିଶ୍ଵାସ କରି ପାରିବେନି

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଖରାପ ଅଛି । ଦେଶରେ କରୋନା ମହାମାରୀର କୋପ ପାଇଁ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଛନ୍ତି । ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଚିକିତ୍ସା ନେଉଛନ୍ତି ।

ଏହି କରୋନା କାଳ ସମୟରେ ମଧ୍ୟ ଦେଶରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଭିଡିଓକୁ ଦେଖି ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଆପଣ ମାନେ ଏହି ଭିଡିଓ ବା ଘଟଣା ସମ୍ବନ୍ଧରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସାଧାରଣତଃ ଆମ ହିନ୍ଦୁ ଧର୍ମରେ ସାପକୁ ଭଗବାନ ଶିବଙ୍କ ପ୍ରତୀକ ମାନା ଯାଇଥାଏ । ନାଗ ସାପକୁ ଦେଖିଲେ ଲୋକ ମାନେ ମୁଣ୍ଡିଆ ମାରି ଥାନ୍ତି ।

ଏହି ସାପଟି ଯେତିକି ପୂଜନୀୟ ଅଟେ ସେତିକି ମଣିଷ ପାଇଁ ଘା-ତ-କ ମଧ୍ୟ ହୋଇଥାଏ । ଆପଣ ମାନେ ଏହି ସାପର ଫଟୋ ରଖି ଘରେ ପୂଜା କରିପାରିବେ ଓ ଏଥିରେ କୌଣସି ସମସ୍ୟା ନାହିଁ । ହେଲେ ଯଦି ଆପଣଙ୍କ ଘରେ ଏକ ଜିଅନ୍ତା ନାଗ ସାପ ରହିବ ଓ ଆପଣ ତାର ପୂଜା କରିବେ ତା ହେଲେ ଆପଣଙ୍କ ଜୀବନ ପ୍ରତି ବିପଦ ଆସିପାରେ । କାରଣ ସାପ ଖାଲି କା-ମୁ-ଡି-ବା ଜାଣିଛି ତା ପାଖକୁ ଯିଏ ବି ଯିବ ସେ ଚୋ-ଟ ମା-ରି-ବ ।

ଏହିପରି ଏକ ଘଟଣା ଓଡିଶାରୁ ଆସିଛି ଯେଉଁଠି ଏକ ବୃଦ୍ଧ ମହିଳା ନିଜ ଘର ବାହାରେ ଏକ ସାପକୁ ଦେଖିଲେ । ସାପକୁ ଦେଖିବା ପୂର୍ବରୁ ସେ ପ୍ରଥମେ ସେହି ସ୍ଥାନରୁ କିଛି ହଲଚଲ ଦେଖିଥିଲେ ଓ ଏକ ବାଡି ନେଇ କେଞ୍ଚି ଥିଲେ । କେଞ୍ଚିବା ପରେ ସେହି ସ୍ଥାନରୁ ନାଗ ସାପ ବାହାରି ଥିଲା ଓ ସେହି ବୃଦ୍ଧ ମହିଳାଙ୍କ ଘରକୁ ଚାଲିଗଲା ।

ଘରକୁ ଯିବା ପରେ ବୃଦ୍ଧ ମହିଳା ଜଣକ ତାକୁ ଭଗବାନ ଭାବି ତା ପାଇଁ କ୍ଷୀର ନେଇ ଆସିଲେ ଓ ରଖିଦେଲେ । ହେଲେ ସେହି ସମୟରେ ସାପଟି ତାଙ୍କ ଠାକୁର ଘର ଭିତରେ ଥିବା ଠାକୁରଙ୍କ ଫଟୋ ପଛରେ ଲୁଚି ଯାଇଥିଲା । ମହିଳା ଜଣକ ଭଗବାନ ଭାବି ସେହି ସାପକୁ କିଛି ସମୟ ଘରେ ରଖିଲେ । ଯଦି ସେହି ସାପଟି ଗୋଟିଏ ଦିନ ସେହି ମହିଳାଙ୍କ ସହ ରହିଥାନ୍ତା ତା ହେଲେ ବୋଧେ ସେହି ମହିଳାଙ୍କ ଜୀବନ ଉପରେ ବିପଦ ମା-ଡି ଆସିଥାନ୍ତା ।

ହେଲେ କିଛି ସମୟ ପରେ ସେଠାକାର ଲୋକ ମାନଙ୍କୁ ଏହାର ସୂଚନା ମିଳିଥିଲା । ଏହା ପରେ ସେ ତୁରନ୍ତ ସାପ ଧରାଳିଙ୍କୁ ଡକେଇ ସାପକୁ ଉଧାର କରିଥିଲେ । ତେଣୁ ବନ୍ଧୁଗଣ ଆପଣ ମାନେ ବି ସାପକୁ ପୂଜା କରିପାରିବେ ହେଲେ ତାକୁ ଘରେ ପ୍ରଶୟ ଦେବା ଆପଣଙ୍କ ସବୁ ଠାରୁ ବଡ ଭୁଲ ହୋଇପାରେ । ତେବେ ସବୁବେଳେ ସାପ ଠାରୁ ସଚେତନ ରୁହନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *