ଦେଖନ୍ତୁ ଭିଡିଓ: ବାହାଘର ସମୟରେ ଘଟିଲା ହୋସ୍ ଉଡେଇଦେଲା ଭଳି ଘଟଣା, ଭିଡିଓ ଦେଖିଲେ ଆପଣ ବି ହସି ହସି ଗଡିଯିବେ (Best Indian Funny Marriage)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବାହାଘର ର ସମସ୍ତଙ୍କ ଜୀବନ ରେ ଏକ ବିଶେଷ ସ୍ଥାନ ରହିଛି । କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦିନ ରେ ମଧ୍ୟ କିଛି ଏଭଳି ଘଟଣା ଘଟିଥାଏ ଯାହା ସବୁଦିନ ପାଇଁ କ୍ୟାମେରା ରେ କ୍ୟାପଚର ହୋଇ ରହିଯାଏ ।

ଆଜି ଆମେ ଆପଣ ମାନଙ୍କୁ ବିବାହ ସମୟ ରେ ଘଟିଥିବା ଏଭଳି କିଛି ଘଟଣା ବିଷୟରେ  କହିବୁ ଯାହା ଜାଣିଲେ ଆପଣ ହସି ହସି ଗଡ଼ିଯିବେ । ତେବେ ଆସନ୍ତୁ ଏହି ବିଷୟରେ  ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆରମ୍ଭ କରିବା ବିବାହର ଖାଇବା ରୁ । ଏକ ବିବାହ ର ଭୋଜି ରେ ଜଣେ ବ୍ୟକ୍ତି ଜଣକ ଖାଉଛନ୍ତି ଏବଂ ଖାଇବା ସମୟ ରେ ସେ ତାଙ୍କ ପାଖରେ ବସିଥିବା ଜଣେ ଅନ୍ୟମନସ୍କ ବୃଦ୍ଧ ବ୍ୟକ୍ତି ଙ୍କ ପତ୍ର ରୁ ଖାଇ ଦେଉଛନ୍ତି । ଯେତେବେଳେ ସେ ଜାଣିଲେ ଯେ ତାଙ୍କର ଏହି କାରନାମା କ୍ୟାମେରା ରେ ରେକର୍ଡ ହୋଇଯାଇଛି ସେତେବେଳେ ସେ ଏବଂ ତାଙ୍କ ପାଖରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଅଳ୍ପ ହସିଦେଲେ ।

୨. ବିବାହ ପରେ ବିଦାୟ ବେଳେ ଉଭୟ ଝିଅ ଓ ମାଆ କାନ୍ଦିବାର ପ୍ରଥା ରହିଛି । କିନ୍ତୁ ଏକ ଭି-ଡି-ଓ ରେ ଦେଖିବାକୁ ମିଳିଛି ଯେ, ବିଦାୟ ସମୟ ରେ ମାଆ ଜଣକ କାନ୍ଦୁଥିବା ବେଳେ ଝିଅ ଙ୍କ ହସ ହସ ମୁହଁ ଦେଖିବାକୁ ମିଳୁଛି । କେହି ଜଣେ କହିବା ପରେ ଝିଅ ଜଣକ ମିଛ ରେ କାନ୍ଦୁଛନ୍ତି । ଯାହା ବହୁତ ମଜାଦାର ଲାଗୁଛି ।

୩. ସୋ-ସି-ଆ-ଲ ମି-ଡି-ଆ-ରେ ରେ ଭା-ଇ-ରା-ଲ ହୋଇଥିବା ଏକ ବିବାହ ଭି-ଡି-ଓ ରେ ଦେଖିବାକୁ ମିଳୁଛି ଯେ, ଉଭୟ ବର ଓ କନ୍ୟା ପରସ୍ପର କୁ ବରମାଳା ପିନ୍ଧାଇବା ସମୟ ରେ ବର ଜଣକ ମଦ ନି-ଶା ରେ କନ୍ୟା କୁ ବରମାଳା ପିନ୍ଧାଇବା ବଦଳ ରେ କନ୍ୟା ର ମାଆ କୁ ବରମାଳା ପିନ୍ଧାଇବାକୁ ଯାଉଥିଲେ । ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ତାଙ୍କୁ ଅଟକାଇ ଦେଲେ । କିନ୍ତୁ ଯେତେବେଳେ କନ୍ୟା କୁ ବରମାଳା ପିନ୍ଧାଇବାର ସମୟ ଆସିଲା ସେତେବେଳେ ବର ଜଣକ ମଦ ନି-ଶା ରେ ତଳେ ପଡ଼ିଗଲେ ।

୪. ବର୍ତ୍ତମାନ ସମୟରେ ବିବାହ ର ରେକର୍ଡ଼ିଂ ପାଇଁ ଡ୍ରୋନ୍ ର ବ୍ୟବହାର କରାଯାଉଛି । କିନ୍ତୁ କିଛି ବୋକା ଲୋକ ଅଛନ୍ତି ଯେଉଁମାନେ କିଛି ନ ଜାଣି ସବୁ ଜିନିଷ ବର୍ବାଦ କରି ଦିଅନ୍ତି । ସେହିଭଳି ଏକ ବିବାହ ରେ ଡ୍ରୋନ ମାଧ୍ୟମରେ ସୁ-ଟିଂ ହେଉଥିବା ବେଳେ କେହି ଜଣେ ଡ୍ରୋନ ଉପରକୁ ବୋତଲ ଫିଙ୍ଗିଦେଲା । ଫଳ ରେ ଡ୍ରୋନ୍ ଭାଙ୍ଗିଗଲା ।

୫. ସୋ-ସି-ଆ-ଲ ମି-ଡି-ଆ-ରେ ରେ ଏଭଳି ଏକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ଯାହା ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ । ବିବାହ ପରେ ଯେତେବେଳେ ବର କନ୍ୟା ଗାଡ଼ି ରେ ବସିଲେ ସେତେବେଳେ ଜଣା ପଡ଼ିଲା ଯେ, କନ୍ୟା ର ମୁଣ୍ଡ ରେ ଥିବା ସବୁ କେଶ ଉପୁଡ଼ି ଯାଇଛି । ଏହା ଦେଖିବା ପରେ ବିଚରା ବର କଣ କରିବ କିଛି ବୁଝି ପାରିଲା ନାହିଁ ।

୬. ବିବାହ ରେ କିଛି ବ୍ୟକ୍ତି କାର୍ ରେ ବସି ଯାଆନ୍ତି ତ କିଛି ବ୍ୟକ୍ତି ପାଲିଙ୍କି ରେ । କିନ୍ତୁ ସୋ-ସି-ଆ-ଲ ମି-ଡି-ଆ-ରେ ରେ ଏଭଳି ଏକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ଯେଉଁଥିରେ ଉଭୟ ବର ଓ କନ୍ୟା ଡୋଜର ଗାଡ଼ି ର ଆଗ ବକେଟ ରେ ବସି ବାହା ହେବା ନିମନ୍ତେ ଯାଉଥିଲେ । ସାଉଥ ଇଣ୍ଡିଆ ରେ ଘଟିଥିବା ଏହି ଘଟଣା ବହୁତ ମାତ୍ରାରେ ଚର୍ଚ୍ଚା ରେ ଆସିଥିଲା ଏବଂ ଭା-ଇ-ରା-ଲ ହୋଇଥିଲା ।

Leave a Reply

Your email address will not be published. Required fields are marked *