ସଙ୍କଟରେ Deepika Padukone, ଗୋଟିଏ ହିଁ ଜେଲ ରେ ରହିବେ ରିୟା ଓ ଦୀପିକା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଶ୍ଚୟ ଜାଣିଥିବେ । ସବୁଠାରୁ ହାଇ ବଜେଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ ଅଛନ୍ତି । ଦୀପିକା ପାଦୁକୋନ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଖବର ମିଳିଛି ଯେ ସୁଶାନ୍ତ କେସର ମୁଖ୍ୟ ଆରୋପି ରିୟା ଚକ୍ରବର୍ତୀଙ୍କୁ ଯେଉଁ ଜେଲରେ ରଖାଯାଇଛି ସେହି ଜେଲରେ ବର୍ତ୍ତମାନ ଦୀପିକାଙ୍କୁ ରଖାଯିବ । ତେବେ ବନ୍ଧୁଗଣ ଏହାର କାରଣ କଣ ଆସନ୍ତୁ ଜାଣିବା ।

ଏନସିବି ସୂତ୍ର ଅନୁଯାଇ ଏକ ବଡ ନିଷ୍ପତ୍ତି ବର୍ତ୍ତମାନ ସାମ୍ନାକୁ ଆସିଛି, ଦୀପିକା ପାଦୁକୋନ ବଲିଉଡର ହାଇ ବଜେଟ ହିରୋଇନ ମାନଙ୍କ ମଧ୍ୟରେ ରହିଛନ୍ତି । ଦୀପିକାଙ୍କ କନେକ୍ସନ ପାକିସ୍ତାନ ସହ ମଧ୍ୟ ରହିଥିବାର ଜଣା ପଡିଛି । ଏହା ବ୍ୟତୀତ ଦୀପିକା ପାଦୁକୋନଙ୍କ ସର୍ଟଫର୍ମ ଡି ହୋଇଥିବା ବେଳେ ଦାଉତ ଆବ୍ରାହମଙ୍କ ସର୍ଟଫର୍ମ ମଧ୍ୟ ଡି ରହିଛି । ଏହା ବ୍ଯତୀତ ବଲିଉଡରେ ଡ୍ରଗ୍ସର ସର୍ଟଫର୍ମ ଡି ରୁ ଜଣା ପଡିଥାଏ । ତେଣୁ ଏହି ସବୁ କନେକ୍ସନକୁ ଆଖିରେ ରଖି ଦୀପିକା ପାଦୁକୋନ ବର୍ତ୍ତମାନ ଏନସିବି ଦ୍ଵାରା ବହୁତ ଖରାପ ପରିସ୍ଥିତିରେ ଫସିଯାଇଛନ୍ତି ।

ବର୍ତ୍ତମାନ ଦୀପିକାଙ୍କୁ ତାଙ୍କ ସ୍ଵାମୀ ବଲିଉଡ ଅଭିନେତା ରଣବିର ସିଂହ ମଧ୍ୟ ବଞ୍ଚାଇ ପାରିବେ ନାହିଁ । କାରଣ ଏନସିବି ଦୀପିକାଙ୍କୁ ବହୁତ ଖରାପ ପରିସ୍ଥିତିରେ ଫସାଇଛି । ଯାହାଫଳରେ ଯିଏ ଦୀପିକାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବ ସେ ମଧ୍ୟ ଫସିଯିବ । ଏନିସିବି ଟିମ ଦୀପିକାଙ୍କୁ ବାରମ୍ବାର ପଚରା ଉଚରା କରୁଛି ଓ ଭୟରେ ଦୀପିକା ଧୀରେ ଧୀରେ ସମସ୍ତ ସତ୍ୟ କହିବାରେ ଲାଗିଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ ଦୀପିକା ପାଦୁକୋନ ଦୁଇଟି ବଡ ବଡ ଅଭିନେତାଙ୍କ ନାମ ନେବା ପାଇଁ ଯାଉଛନ୍ତି, ଯେଉଁ ମାନଙ୍କ ମଧ୍ୟରେ ପ୍ରଥମଟି ବଲିଉଡ ଅଭିନେତା ସଲମାନ ଖାନଙ୍କ ନାମ ହୋଇପାରେ । ଏହା କେବଳ ସନ୍ଦେହ କରାଯାଇଛି ଓ ଦ୍ଵିତୀୟ ନାମଟି କରିନା କପୁରଙ୍କ ହୋଇପାରେ ।


ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଏହି ଖାନ ଗ୍ୟାଙ୍କ ଉପରେ ବହୁତ ସନ୍ଦେହ କରାଯାଇଛି । ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁ ପଛରେ ଏହି ବଡ ବଡ ଷ୍ଟାର ମାନଙ୍କର ହାତ ରହିଥିବାର ଜଣା ପଡିଛି । ଏହା ବ୍ଯତୀତ ଦୀପିକା ପାଦୁକୋନ କେତେକ ଝିଅ ଓ ମହିଳା ମାନଙ୍କ ପାଇଁ ରୋଲ ମଡେଲ ଥିଲେ । ହେଲେ ତାଙ୍କର ଏହି ସବୁ କାରଣାମା ପାଇଁ ସବୁ ଲୋକ ତାଙ୍କୁ ବର୍ତ୍ତମାନ ଘୃଣା କରିବା ପାଇଁ ଲାଗିଛନ୍ତି । ବର୍ତ୍ତମାନ ଏହା ମଧ୍ୟ ଖବର ମିଳି ସାରିଛି ସମସ୍ତ ତଦନ୍ତ ପରେ ଦୀପିକାଙ୍କୁ ରିୟାଙ୍କ ସହିତ ଜେଲରେ ରଖାଯିବ ।


ବନ୍ଧୁଗଣ ରିୟାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ମୁଖ୍ୟ ଆରୋପି ରୂପେ ସିବିଆଇ ମୁମ୍ବାଇର ଭାଇକେଲା ଜେଲରେ ରଖା ଯାଇଛି । ବର୍ତ୍ତମାନ ସେହି ଜେଲରେ ଦୀପିକାଙ୍କୁ ମଧ୍ୟ ରଖାଯିବାର ଖବର ମିଳିଛି । ବର୍ତ୍ତମାନ ଖୋଲିବାକୁ ଯାଉଛି ଦୀପିକାଙ୍କର କଳା କାରନାମାର ପ୍ରକୃତ ରହସ୍ୟ ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *