ଏବେ ରିୟାଙ୍କୁ ପଠାଯିବ ତିହାଡ ଜେଲ, କୋର୍ଟ ର ଏହି ଆଦେଶ ପରେ ହେଇଗଲା ହଙ୍ଗାମା

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ପୁଣି ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ସୁଶାନ୍ତ ସିଂହ ରାଜପୁତଙ୍କ କେସର ବଡ ଆରୋପି ରିୟା ଚକ୍ରବର୍ତୀଙ୍କୁ ମୁମ୍ବାଇ ଜେଲରେ ରଖାଯାଇଥିଲା । ହେଲେ ବର୍ତ୍ତମାନ ଏହା ଖବର ମିଳିଛି ଯେ, ସିବିଆଇ ରିୟା ଓ ତାଙ୍କ ଭାଇ ସୋବିକଙ୍କୁ ମୁମ୍ବାଇ ବାହାର ଜେଲକୁ ନେବା ପାଇଁ ଯୋଜନା କରିଛନ୍ତି । ଖବର ଅନୁସାରେ ଜଣା ପଡିଛି ଯେ, ୨ ଅକ୍ଟୋବର ପରେ ରିୟାଙ୍କ ସହ ସବୁ ଆରୋପିଙ୍କୁ ବିହାରର ପାଟଣା ଜେଲ କିମ୍ବା ତିହାଡ ଜେଲକୁ ସ୍ଥାନାନ୍ତର କରାଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ ରିୟା ଓ ତାଙ୍କ ଗ୍ୟାଙ୍ଗକୁ ୨ ଅକ୍ଟୋବର ପରେ ତିହାର ଜେଲ କିମ୍ବା ବିହାରର ପାଟଣା ଜେଲକୁ ସ୍ଥାନାନ୍ତର କରାଯିବାର ଯୋଜନା ହୋଇଛି । ଏହାର କାରଣ ହେଉଛି ସିବିଆଇ ବର୍ତ୍ତମାନ ସନ୍ଦେହ କରିଛି ଯେ, ରିୟାଙ୍କୁ ଭାଇକେଲା ଜେଲରେ ମୁମ୍ବାଇ ପୋଲିସ ତରଫରୁ ସମସ୍ତ ଭିଆଇପି ସୁଖ ସୁବିଧା ଦିଆଯାଉଛି ।

ମୁମ୍ବାଇ ପୋଲିସ ରିୟାଙ୍କୁ ଏକ ଆରୋପି ରୂପରେ କମ VIP ରୂପରେ ଅଧିକ ଦେଖୁଛନ୍ତି ଓ ସମସ୍ତ ସୁଖ ସୁବିଧା ଯୋଗାଇ ଦେଉଛନ୍ତି । କିନ୍ତୁ ଜେଲରେ ବନ୍ଦ ରଖିବାର ମୁଖ୍ୟ କାରଣ ହେଉଛି ଆରୋପିକୁ କଠୋରରୁ କଠୋର ଦଣ୍ଡ ଦିଆଯିବା । ରିୟା ଚକ୍ରବର୍ତୀ ଗିରଫ ହେବା ପରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅନୁଭବ କରିଛନ୍ତି । କାରଣ ରିୟା ହେଉଛନ୍ତି ସୁଶାନ୍ତଙ୍କ କେସର ମୁଖ୍ୟ ଆରୋପି ।

ବନ୍ଧୁଗଣ ବର୍ତ୍ତମାନ ସୁଶାନ୍ତଙ୍କୁ ଧୀରେ ଧୀରେ ନ୍ୟାୟ ଦେବାର ପ୍ରଣାଳୀ ଆରମ୍ଭ ହୋଇଯାଇଛି । ରିୟାଙ୍କୁ କଠୋର ଦଣ୍ଡ ଦେବା ପାଇଁ ସିବିଆଇ ଓ ଏନସିବି ଟିମ ନିଜର ପୁରା ଚେଷ୍ଟା କରିଛନ୍ତି । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହା ଜାଣିଥିବେ ଯଦି ଆଜି ଭାରତରେ ସିବିଆଇ, ଇଡି ଓ ଏନସିବି ଆଦି ଟିମ ନଥାନ୍ତା ତା ହେଲେ ସୁଶାନ୍ତଙ୍କ କେସକୁ କେବେଠାରୁ ମୁମ୍ବାଇ ପୋଲିସ ବନ୍ଦ କରିଦେଇଥାନ୍ତା ।

ଏହା ଦ୍ଵାରା ଏହି କେସର ସମସ୍ତ ଆରୋପି ବଞ୍ଚିତ ହୋଇ ଯାଇଥାନ୍ତେ । ହେଲେ ସିବିଆଇ ଯାଞ୍ଚ କରିବା ପରେ ରିୟାଙ୍କୁ ତତ୍କାଳ ମୁମ୍ବାଇର ଭାଇକେଲା ଜେଲରେ ବନ୍ଦ କରିଲା ଓ ବର୍ତ୍ତମାନ ସିବିଆଇ ମୁମ୍ବାଇ ପୋଲିସ ଉପରେ ସନ୍ଦେହ କରି ରିୟାଙ୍କୁ ମୁମ୍ବାଇ ବାହାର ଜେଲରେ ରଖିବାର ନିଷ୍ପତ୍ତି ନେଇଛି । ଏହା ସହିତ କୋର୍ଟ ନିୟମ ଅନୁଯାୟୀ ଜଣା ପଡିଛି ଯେ, ରିୟାଙ୍କୁ କମ ସେ କମ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିବାକୁ ହେବ ।


ଡ୍ରଗ୍ସ କେସରେ ଫସିଥିବା ରିୟା ଓ ତାଙ୍କ ଭାଇ ସୋବିକ କୋର୍ଟରେ ଜମାନତର ଅପିଲ କରିଥିଲେ । ହେଲେ ବିଶେଷ ଏନଡିପିଏସ ଅଦାଲତ ରିୟାଙ୍କର ନ୍ୟାୟ ହିରାଶତକୁ ଆଗକୁ ବଢାଇଛି ଓ କୋର୍ଟ ଏହା ମଧ୍ୟ କହିଛି ରିୟା ଓ ତାଙ୍କ ଗ୍ୟାଙ୍ଗକୁ ୬ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ପରିସ୍ଥିତିରେ ଜେଲରେ ରହିବାକୁ ହେବ । ବନ୍ଧୁଗଣ ଏହି ଖବର ବିଷୟରେ ଜାଣି ସୁଶାନ୍ତଙ୍କ ପରିବାର ଲୋକ ଓ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଅନୁଭବ କରିଛନ୍ତି । ସମସ୍ତେ ଆଶା କରୁଛନ୍ତି ଯେ ରିୟାଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *