ହେ ଭଗବାନ ! ସମୁଦ୍ର ସ୍ନାନ ସମୟରେ ହଠାତ ଆକାଶରୁ ଖସିଲା ବିମାନ, ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଆପଣ ମାନେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖିଥିବେ କି ଗୋଟିଏ ନାଲି କାର ପାର୍କିଂ ଏରିଆ ରୁ ଆପେ ଆପେ ବାହାରି ସମୁଦ୍ରରେ ଭାସି ଭାସି ଯାଉଛି ।

ତେବେ ସେହିଭଳି ବର୍ତ୍ତମାନ ଆଉ ଏକ ଭିଡିଓ ଦେଖିବାକୁ ମିଳୁଛି । ତେବେ ସମୁଦ୍ରରେ ଲୋକ ମାନଙ୍କ ର ଭିଡ଼ ଜମିଛି କିଏ ଗାଧଉଛି ତ କିଏ ଖେଳୁଛି । କିଏ ଫୋଟୋ ମଧ୍ୟ ଉଠାଉଛି । ତେବେ ଏହି ସମୟରେ ହଠାତ ଏକ ବଡ଼ ବିମାନ ଆକାଶ ପଥରୁ ଓଲ୍ହାଇ ସେଇ ସମୁଦ୍ର ରେ ପଡୁଛି ।

ତେବେ ଏହା ଦେଖି ଲୋକମାନେ ଭୟବିତ ହୋଇ ଯାଉଛନ୍ତି ଏବଂ ଦୂରକୁ ଦୌଡ଼ି ପଳାଉଛନ୍ତି । ତେବେ ଏହି ଦୃଶ୍ୟ ଟି ଖୁବ ଭୟଙ୍କର ଥିଲା ଏବଂ ଏହି ଭିଡିଓ ଟି ରେ ଲକ୍ଷ ଲକ୍ଷ ଭିୟୁ ଆସିବା ସହ ଲୋକମାନେ ଏହି ଭିଡିଓ କୁ ଖୁବ ଭାଇରାଲ ମଧ୍ୟ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *