ସାମ୍ନାକୁ ଆସିଲେ ନନ୍ଦିନୀ ଭିଣେଇ, ମଧ୍ୟସ୍ଥି ଆଉ ମା, ଯେଉଁ ଭିଣେଇ ହିଁ ଦେଖୁଥିଲେ ଶାଳୀର ମୁକୁଳା ଦେହ…

ବନ୍ଧୁଗଣ ଧୋକା ବାଜ ବୋହୁର କଳା କାର୍ଣ୍ଣମାରେ ଫିଟୁଛି ନୂଆ ନୂଆ ଗୁମର । ବନ୍ଧୁଗଣ ଗତ କାଲି ଏକ ସୈତାନ ବୋହୁର କଳା କାର୍ଣ୍ଣମା ସାମ୍ନାକୁ ଆସିଛି । ବିବାହର ପରଦିନରେ ସ୍ଵାମୀକୁ ମନ୍ଦିର ନେବା କଥା କହି ପ୍ରଥମେ ସ୍ଵାମୀକୁ ବାଡେଇଲେ ଆଉ ତା ପରେ ନିଜ ପ୍ରେମ ସହ ଛୁ ମାରିଲେ । ଏହି ଯୁବତୀଙ୍କ କଳା କାର୍ଣ୍ଣମାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମାମଲାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସୁଛି ।

ବନ୍ଧୁଗଣ ଏ ହେଉଛି ସେହି ଭେଣେଇ ଯାହାଙ୍କ ସହ ନବ ବିବାହିତା ବଧୁ ଉଳ-ଗଗ୍ନ ହୋଇ ଭିଡିଓ କଲ୍ ରେ କଥା ହେଉଥିଲେ । ଚଉଠି ରାତି ଦିନ ନନ୍ଦିନୀ କୌଣସି ଡ୍ରେସ ନ ପିନ୍ଧି ଭେଣେଇକୁ ଦେଖାଉ ଥିଲେ ଆଉ ସେହି ସମୟରେ ତାଙ୍କ ସ୍ଵାମୀ ଉଠି ସବୁ କିଛି ଦେଖିଥିଲେ । ବନ୍ଧୁଗଣ ଏହାରି ମଧ୍ୟରେ ନାରାୟଣ ବେହେରା ନାମକ ମଧ୍ୟସ୍ଥିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି ।

ଯିଏ କି ଏକ ବିବାହିତା ଝିଅକୁ ଆଉ ଥରେ ବିବାହିତ କରେଇଥିଲା ଆଉ ଗୋଟେ ଘରର ସବୁ ସୁଖକୁ ଖିନ ବିନ କରିଦେଇଥିଲା । ତେବେ ସେହି ନନ୍ଦିନୀ ଯାହାକୁ ବୋହୁ କରିଥିଲେ ପରିବାର ଲୋକେ ସେ ଆଗରୁ ବିବାହିତ ଥିଲା । ଆଉ ଅନ୍ୟ ପଟରେ ଏହି ମହିଳା ଜଣକ ଥିଲେ ନନ୍ଦୀଙ୍କ ଧରମ ମା । ଏହି ସମସ୍ତେ ମିଶି ଏକ ଚକ୍ରାନ୍ତ ଆଣିଥିବା ଅଭିଯୋଗ ଆଣିଛନ୍ତି ବଳରାମ ସାହୁ ଏବଂ ତାଙ୍କ ପରିବାର ଲୋକ ।

ବଳରାମ ଆଗରୁ ମଧ୍ୟ କହିସାରିଛନ୍ତି ଯେ, ତାଙ୍କ ସ୍ତ୍ରୀ ନଘ୍ନ ଅବସ୍ଥାରେ ଭିଡିଓ କଲ୍ କରି ଭେଣେଇ ବା ପ୍ରେମିକ ସହ କଥା ହେଉଥିଲେ । ଏବେ କଥା ଉଠୁଛି ଭେଣେଇ କଣ ତାଙ୍କ ପ୍ରେମିକ । ତେବେ ଭରତପୁରର ଧୋକେବାଜ ବୋହୁର କଳା କାର୍ଣ୍ଣମାରେ ଏବେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବୋଧେ ପ୍ରେମିକ ଆଉ ନନ୍ଦିନୀ ନାରାୟଣ ଦାସକୁ ମଧ୍ୟସ୍ଥି କରି ଏମିତି ସରଳ ଲୋକ ମାନଙ୍କୁ ଫସାଉ ଛନ୍ତି ।

ବିବାହ ପରେ ଟଙ୍କା ଓ ସୁନା ନେଇ ଫେରାର ହେଉଛନ୍ତି । ବନ୍ଧୁଗଣ ଏବେ କେବଳ ଦେଖିବାର ଅଛି କେବେ ଏଇ ଧୋକେବାଜ ବୋହୁ ଗିରଫ ହେଉଛି ଆଉ କେବେ ଏହି ସରଳ ପରିବାରକୁ ନ୍ୟାୟ ମିଳୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *