ସୁଶାନ୍ତ ସିଂହ ମାମଲାରେ ସାମ୍ନାକୁ ଆସିଲା ୩ ଟି ବଡ ପ୍ରମାଣ, ଯିଏ ପ୍ରମାଣ କରିଦେବ କଣ ହୋଇଥିଲା ସୁଶାନ୍ତଙ୍କ ସହିତ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଦ୍ରା ର ନିଜ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ । ଏହା ପର ଠାରୁ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ ବର୍ତ୍ତମାନ କିଛି ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏହି କଥା ଗୁଡିକ ଆଶ୍ଚର୍ଯ୍ୟ ଜନକ ଅଟେ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଖୁଲାସା ଗୁଡିକ ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ଏହି ଖୁଲସା ଗୁଡିକ ବିଷୟରେ । ବର୍ତ୍ତମାନ ମିଡିଆ ରିପୋର୍ଟସ୍ ଅନୁସରେ ଏହା ପ୍ରମାଣ ହୋଇଛି ଯେ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ଭଳି ନୁହଁନ୍ତି । ଏହା ପଛରେ ନିଶ୍ଚୟ କିଛି ଷଡଯନ୍ତ୍ର ରହିଛି ।

ଏହାର ପ୍ରଥମ ପଏଣ୍ଟ ହେଉଛି ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରା ର ଯେଉଁ କମ୍ପ୍ଲେକ୍ସରେ ରହୁଥିଲେ, ସେହି ସ୍ଥାନରେ ସିସି ଟିଭି  କ୍ୟାମେରା ଥିଲା । ହେଲେ ଯେଉଁ ସମୟରେ ସେ ଆତ୍ମହତ୍ୟା କରିଥିଲେ ସମସ୍ତ ସିସି ଟିଭି କ୍ୟାମେରା ବନ୍ଦ ରହିଥିଲା ।

ଏହାର ଦ୍ଵିତୀୟ ପଏଣ୍ଟ ହେଉଛି ସୁଶାନ୍ତ ସିଂହ ରାଜପୁତ ଯେଉଁ ଫ୍ଲାଟରେ ରହୁଥିଲେ ସେହି ଫ୍ଲାଟର ଏକ ଡୁପ୍ଳିକେଟ ଚାବି ଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ମିଶିଙ୍ଗ ଅଛି । ସେହି ଚାବି ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସକୁ ମିଳିନାହି ଏବଂ

ତୃତୀୟ ପଏଣ୍ଟ ହେଉଛି ସୁଶାନ୍ତ ସିଂହ ରାଜପୁତ ତାଙ୍କ ଶେଷ ସମୟରେ ଯେଉଁ ପୋଷାକ ପିନ୍ଧିଥିଲେ, ସେହି ପୋଷାକରେ ସୁଶାନ୍ତଙ୍କ ବାମ ହାତର ସବୁଠାରୁ ଛୋଟ ଆଙ୍ଗୁଳିର ଫିଙ୍ଗର ପ୍ରିଣ୍ଟ ବରାମତ ହୋଇଛି । ହେଲେ ଏହା ସମସ୍ତେ ଜାଣିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ଲେଫଟି ନଥିଲେ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏହା ହେଉଛି ଯେ ସୁଶାନ୍ତଙ୍କ ଡ୍ରେସରେ କେବଳ ଗୋଟିଏ ଆଙ୍ଗୁଳିର ଚିହ୍ନ କେମିତି ଆସିଲା ।

ଏହି ତିନୋଟି ମିଡିଆ ରିପୋର୍ଟସ୍ ଆଗକୁ ଏହି ଘଟଣାର ଏକ ବଡ ଖୁଲାସା କରିପାରେ । ବର୍ତ୍ତମାନ ପୋଲିସ ଏହି ଘଟଣାର ପୁରା ଅନୁସନ୍ଧାନ ଜାରି ରଖିଛି ଏବଂ ବହୁତ ଶୀଘ୍ର ଏହି ଘଟଣାର ସଠିକ ତଥ୍ୟ ମିଳିବାର ଆଶା ରହିଛି ।

ତେବେ ଏହା ଉପରେ ଆପଣଙ୍କର ମତାମତ ନିଶ୍ଚୟ ଆମକୁ ଜଣାନ୍ତୁ ଓ ମନୋରଞ୍ଜନ ଦୁନିଆର ଲାଟେଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *