ସାମ୍ନାକୁ ଆସିଲା ବାରଗାର୍ଲ ଶୁଭଲକ୍ଷ୍ମୀଙ୍କ ପୁରୁଷବନ୍ଧୁଙ୍କ ସହ ଭିଡିଓ, ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ପୁରୁଷବନ୍ଧୁଙ୍କ ହାତ …..

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କର ପୁରୁଷବନ୍ଧୁଙ୍କ ଭିଡିଓ । ଗତକଲି ରାତିରେ ପ୍ରାଣ ହରାଇଥିବା ଏହି ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ଥିବା କାରଣ ଜାଣିବା ପାଇଁ ପୋଲିସ ତା ତଦାରଖ ଆରମ୍ଭ କରିଛି । ସୂଚନା ଅନୁସାରେ ଶୁଭଲକ୍ଷ୍ମୀ ଲକ୍ଷ୍ମୀସାଗର କଟକ ରୋଡ ଦୀପାଲି  ହୋଟେଲ ବାରଗାର୍ଲ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଗତକା ଲି ପୋଲିସ ହୋଟେଲରୁ ଶୁଭଲକ୍ଷ୍ମୀଙ୍କ ମୃତଶରୀରକୁ ଉଦ୍ଧାର କରିଥିଲା ।

ତେବେ ସୋସିଆଲ ମିଡିଆରେ ଶୁଭଲକ୍ଷ୍ମୀଙ୍କ ପୁରୁଷବନ୍ଧୁଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ଶୁଭଲକ୍ଷ୍ମୀ ପୁରୁଷବନ୍ଧୁଙ୍କ କୋଳରେ ବସି ହସୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । କେତେକ ଫୋଟରୁ ସ୍ପଷ୍ଟ ଜଣାପଡୁଛି କି ଉଭୟଙ୍କ ମଧ୍ୟରେ ଖୁବ୍ ଘନିଷ୍ଟ ବନ୍ଧୁତା ଥିଲା । ଏଭଳି ଅନେକ ଫୋଟୋ ସୋସିଆଲ ମିଡିଆରେ ଥିବା ପୋଲିସ ଦେଖିବାକୁ ପାଇଥିଲା । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପରେ ଭୁବନେଶ୍ବରରେ ଏହାର ଚର୍ଚ୍ଚା ଧରିଛି ।

ତେବେ କଣ ଶୁଭଲକ୍ଷ୍ମୀଙ୍କ ଜୀବନ ହାରିବା ପଛରେ ରହିଛି କି ପୁରୁଷ ବନ୍ଧୁଙ୍କ ହାତ ? ପୋଲିସ ଯେବେ ଏହାକୁ ନେଇ ଶୁଭଲକ୍ଷ୍ମୀଙ୍କ ସମ୍ପର୍କୀୟଙ୍କ ସହ ପଚରାଉଚରା କରୁଥିଲେ । ଜଣେ ସମ୍ପର୍କୀୟ କହିଥିଲେ କି ଏହା ହତ୍ୟା ଅଟେ । ଯାହାକୁ ନେଇ ପୋଲିସ ଏହାର ଶେଷ ଯାଏ ପହଞ୍ଚିବା ପାଇଁ ତନତନ ସନ୍ଧାନ କରିବା ଆରମ୍ଭ କରିଥିଲା । ତେବେ ଶୁଭଲକ୍ଷ୍ମୀ ସହ ଭିଡିଓ ଥିବା ଯୁବକ ଜଣକ କିଏ ତାହା ସ୍ପଷ୍ଟ ଜଣାପଡିନାହିଁ ।

ମାତ୍ର ଏହାକକୁ ସନ୍ଧାନ କଲେ ପୋଲିସ ହାତରେ ଠୋସ ପ୍ରମାଣ ମିଳିପାରେ ବୋଲି ଲୋକେ କହୁଛନ୍ତି । କାରଣ ପୋଲିସ ପରିବାର ,ସମ୍ପର୍କୀୟ ଓ ଘଟଣା ସ୍ଥଳରେ ଥିବା ସମସ୍ତକୁ ପଚରାଉଚରା କରିସାରିଛି । ଏଣୁ ଏବେ ପୁରୁଷବନ୍ଧୁଙ୍କୁ ପଚରାଉଚରା କଲେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ଥିବା ରହସ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି ।

ଶୁଭଲକ୍ଷ୍ମୀଙ୍କ ସମ୍ପର୍କୀୟଙ୍କ ହତ୍ୟା ଅଭିଯୋଗ ପରେ ପୋଲିସ ତଦାରଖ ଆରମ୍ଭ କରିଥିଲା । ତେବେ ଅସ୍ପଷ୍ଟ ଥିବା ପୁରୁଷବନ୍ଧୁ ଶୁଭଲକ୍ଷ୍ମୀଙ୍କ ହ-ତ୍ୟା ପଛର କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏବେ ଯାଏ ଏହାର କୋଣସି ପ୍ରମାଣ ମିଳିନଥିବା ପୋଲିସ କହିଛି । 

Leave a Reply

Your email address will not be published. Required fields are marked *