NCB ର ଜୋନାଲ ଡାଇରେକ୍ଟର Sameer Wankhede ଙ୍କୁ କିଛି ଏମିତି କହିଲେ Aryan, ଦେଖନ୍ତୁ Video

ବନ୍ଧୁଗଣ ଏନସିବି ହାତରେ ଗି-ର-ଫ ହେବା ପରେ ଆରିୟାନ ଖାନଙ୍କ ଚର୍ଚା ସମସ୍ତ ସ୍ଥାନରେ ହେଉଛି । ଏକ ଏନସିବି ଅଫିସରଙ୍କ ମୁତାବକ ଆରିୟାନ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେଙ୍କୁ କିଛି ବିଶେଷ କଥା କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆରିୟାନ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେଙ୍କୁ କହିଥିଲେ- ‘ସମୀର ସାର ସତରେ ମୁ ଆପଣଙ୍କୁ କଥା ଦେଉଛି ଆପଣଙ୍କୁ ମୁ ପ୍ରତିଶ୍ରୁତି ଦେଉଛି ଆପଣ ମୋ ପାଇଁ ଦିନେ ଗର୍ବ ଅନୁଭବ କରିବେ । ମୁ ଭଲ ପିଲା ହୋଇଯିବି ଆଉ କେବେ ବି ଜୀବନରେ ନି-ଶା ସେ-ବ-ନ କରିବି ନାହିଁ’ ।  ଗତ ୨ ତାରିଖ ରାତିରେ ଆରିୟାନ ଖାନ ଯେତେବେଳେ ଧ-ରା ପଡିଲେ ଏହାପରେ ତାଙ୍କୁ ସିଧା ସଳଖ ଅଣା ଯାଇଥିଲା ଏନସିବିର ହେଡ କ୍ଵାଟରକୁ ।

ଏନସିବିର ହେଡ କ୍ଵାଟରରେ ସମୀର ଆରିୟାନଙ୍କ ସହ ପଚରା ଉଚରା କରିଥିଲେ । ସେହି ସମୟରେ ସମୀର ମଧ୍ୟ ଆରିୟାନଙ୍କୁ ଅନେକ କଥା ବୁଝାଇ ଥିଲେ । ସେହି ସମୟରେ ଆରିୟାନ ସମୀର ବାଙ୍ଖଡେଙ୍କୁ ନିଜ ମନର କଥା ବିଷୟରେ କହିଥିଲେ । ଅରିୟାନ କିଭଳି ଭାବେ ଡ୍ର-ଗ୍ସ ସେ-ବ-ନ କରନ୍ତି ତାହା ମଧ୍ୟ ସେ ସ୍ଵୀକାର କରିଥିଲେ । ଅରିୟାନ ସମୀରଙ୍କୁ କହିଥିଲେ ଯେ, ଶାହରୁଖ ତାଙ୍କୁ ସମୟ ଦେଉ ନାହାନ୍ତି ।

ସେ ସବୁବେଳେ ଏକୁଟିଆ ଅନୁଭବ କରୁଛନ୍ତି ସେଥିପାଇଁ ସେ ଡ୍ର-ଗ୍ସ ନେବାକୁ ବାଧ୍ୟ ହୋଇଥିଲେ । ଏହା ସହିତ ଆରିୟାନ କେତେ ବର୍ଷ ପର୍ଯ୍ୟନ୍ତ ଡ୍ର-ଗ୍ସ ନେଉଥିଲେ ତାହା ବିଷୟରେ ବି କହିଥିଲେ । ଅନ୍ୟ ପକ୍ଷରେ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ଅରିୟାନଙ୍କୁ ଏକ ଅଫିସର ପରିକା ନୁହେଁ ଏକ ବଡ ଭାଇ ପରିକା ବୁଝାଇ ଥିଲେ ।

ସେହି ସମୟରେ ଆରିୟାନ ମଧ୍ୟ ସମୀରଙ୍କ ସହ କୋପରେଟ କରିଥିଲେ ଓ ନିଜ ମନର କଥା କହିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆରିୟାନଙ୍କ ଏହି ବୟାନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *