NCB ହାତରେ ଲାଗିଲା Aryan ଙ୍କ ହ୍ଵାଟ୍ସଆପ ଚାଟ, ଯେଉଁଥିରେ Aryan ଅର୍ବାଜ ଙ୍କୁ କହିଥିଲେ, ଆଜି ରାତିରେ ରୋଳା କରିବା, ଯାହା ଏବେ ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ୩ ଅକ୍ଟୋବର ରେ କ୍ରୁସ୍‌ରେ ରେ-ଭ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ଅଚାନକ ଚ-ଢ଼ା-ଉ କରିଥିଲା । ଏଥିରେ ୮ ଜଣଙ୍କୁ ଧରାଯାଇ ଥିବା ବେଳେ ସେଥିରେ ଥିଲେ ବଲିଉଡ୍‌ର କିଂ ଖାନ୍‌ ଶାହରୁଖ୍‌ଙ୍କ ପୁଅ ଆର୍ଯ୍ୟନ ଖାନ । ଗି-ର-ଫ ପରେ ବେ-ଲ୍ ଆବେଦନ କରାଯାଇଥିଲେ ବି ତାଙ୍କୁ ବେ-ଲ୍ ମିଳି ନଥିଲା । ତେବେ ମୁମ୍ବାଇର ଏକ କୋ-ର୍ଟ-ରେ ଏହି ମାମଲାରେ ଶୁଣାଣି ବେଳେ ଆର୍ଯ୍ୟନ୍‌ଙ୍କ ରିମାଣ୍ଡ ଅବଧି ୩ ଦିନ ବଢ଼ାଇଥିଲେ କୋର୍ଟ ତେବେ ବର୍ତ୍ତମାନ ଆର୍ଯ୍ୟନ ଜେ-ଲ ରେ ଅଛନ୍ତି ।

ଅ-ଭି-ଯୁ-କ୍ତ-ଙ୍କ ମଧ୍ୟରେ ଅଛନ୍ତି ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ ରହୁଛନ୍ତି । ଏନସିବି ଅ-ଭି-ଯୋ-ଗ କରିଛି ଯେ ଆର୍ଯ୍ୟନ୍ ଖାନ୍ ଡ୍ର-ଗ୍ ସିଣ୍ଡିକେଟ୍ ର ଏକ ଅଂଶ । ସୂଚନାନୁସାରେ, ତାଙ୍କ ମୋବାଇଲରୁ ପ୍ରାପ୍ତ କିଛି ଚାଟ୍ ମଧ୍ୟ ଏହା ଆଡକୁ ଇଶାରା ଦେଉଛି । ଏଭଳି ପରିସ୍ଥିତିରେ ଏନସିବି କ୍ରୁଜ୍ ପାର୍ଟି ସହ ଜଡିତ ପ୍ରତ୍ୟେକ ଦିଗକୁ ଖୋଜୁଛି ।

ତେବେ ସୂଚନା ଅନୁସାରେ ଆର୍ଯ୍ୟନ ଙ୍କ ଫୋନ କୁ ବହୁତ କିଛି ତଥ୍ୟ ମିଲୁଛି ଏବଂ ମୁମ୍ବାଇ ରେ ଏହା କେଉଁଠି କେଉଁଠି ଲମ୍ବିଛି ଇତ୍ୟାଦି ତେଣୁ ତାଙ୍କୁ ହେପଜାତ ରେ ରଖିବା ନିହାତି ଆବଶ୍ୟକ । ତେବେ ବର୍ତ୍ତମାନ ସେହି ଫୋନ ରୁ ଅରବାଜ ଙ୍କୁ ଏକ ମେସେଜ ଯାଇଥିଲା ଯାହାଥିଲା କି ଲେଟ୍ସ ହାଭ ଏ ବ୍ଲା-ଷ୍ଟ ତେବେ ଯାହାର ଅର୍ଥ ଆଜି କିଛି ରୋଳା କରିବା ତେବେ ଏହି ମେସେଜ ଟି କୋର୍ଟ ରେ ଏଏସଜି ଅନୀଲ ସିଂହ ।

ତେବେ ଏହି ଟ୍ୱିଟ ଟି କରାଯାଇଛି ଲାଇଭ ଲ ରୁ ତେବେ ବର୍ତ୍ତମାନ ଏହି ଲେଖା କୁ ନେଇ ମଧ୍ୟ ଅନେକ ମତାମତ ଆରମ୍ଭ ହୋଇ ଗଲାଣି । ତେବେ ଆର୍ଯ୍ୟନ ଙ୍କ ଓକିଲ ଙ୍କ କହିବା କଥା ଏହି ଲେଖାର ଅର୍ଥ ଆଜି କିଛି ମଜା ମସ୍ତି କରିବା । ତେବେ ଏହି ଟ୍ୱିଟ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେବା ପରେ କିଛି ଲୋକମାନେ କହିଛନ୍ତି କି ଏହି ଲେଖା ର ଅର୍ଥ ଆଜି କିଛି ଅଲଗା କିମ୍ବା ଉ-ତେ-ଜି-ତ କରିବା ହୋଇ ପାରେ ।

ତେବେ ଏନସିବି ର କହିବା କଥା ଯେତେବେଳେ ସେମାନେ ଆର୍ଯ୍ୟନ ଏବଂ ଅରବାଜ ଙ୍କୁ ଗି-ର-ଫ କରିଥିଲେ ସେତେବେଳେ ତାଙ୍କ ପାଖରେ ଛଅ ଗ୍ରାମର ଚ-ର-ସ ଥିଲା ତେଣୁ ହୋଇ ପାରେ ଏହି ଲେଖା କିମ୍ବା ମେସେଜ କିଛି ଉ-ତେ-ଜି-ତ କରିବା ର ଅର୍ଥ ଏହି ଡ୍ର-ଗ୍ସ- କୁ ନେଇ ହୋଇ ପାରେ । ତେବେ ଏହାକୁ ନେଇ ଆପଣଙ୍କ ମତ କଣ ରହିଛି ।

Leave a Reply

Your email address will not be published. Required fields are marked *