ରାଜଧାନୀ ମ-ର୍ଡ-ର ମିଷ୍ଟ୍ରି: ସାମ୍ନାକୁ ଆସିଲା ସାଂଘାତିକ ସତ, ଭିଡିଓ କଲ୍ କରି ହ-ତ୍ୟା ବାବଦରେ ସ୍ୱାମୀଙ୍କୁ କିଛି ଏମିତି କହିଥିଲା ହ-ତ୍ୟା-କା-ରୀ, ଦେଖନ୍ତୁ Video

ରାଜଧାନୀ ଭୁବନେଶ୍ବର ଠାରେ ଏକ ବି-ଭ-ତ୍ସ ହ-ତ-ୟା କା-ଣ୍ଡ ଦେଖିବାକୁ ମିଳିଛି । ଭୁବନେଶ୍ୱର ର ଏକ ଘରୁ ଜଣେ ମହିଳା ଙ୍କ ର ର-କ୍ତ ଜୁ-ଡୁ-ବୁ-ଡୁ ମୃ-ତ ଶରୀର ମିଳିଛି । ହ-ତ-ୟା-କା-ରୀ ମାନେ ମହିଳା ଙ୍କୁ ଅତି ବି-ଭ-ତ୍ସ ଭାବରେ ହ-ତ-ୟା କରିଛନ୍ତି ।

ତେବେ ବନ୍ଧୁଗଣ ଏହି ଘ-ଟ-ଣା ଟି ହେଉଛି ରାଜଧାନୀ ଭୁବନେଶ୍ବର ର ଭୀମଟାଙ୍ଗି ଅଞ୍ଚଳର । ତେବେ ବର୍ତ୍ତମାନ ଏକ ବଡ଼ ଖବର ମିଳିଛି ଯେ ଏହି ଘଟଣା ରେ ସମ୍ପୃକ୍ତ ମୁ-ଖ୍ୟ ଆ-ସା-ମୀ ନିଜର ଦୋ-ଷ କୁ ସ୍ୱୀ-କା-ର କରିଛି । ଭୁବନେଶ୍ୱର ର ଭୀମଟାଙ୍ଗି ଅଞ୍ଚଳରେ ଜଣେ ମ-ହି-ଳା ଙ୍କୁ ଅତି ବି-ଭ-ତ୍ସ ଭାବେ ହ-ତ-ୟା କରାଯାଇଛି । ମହିଳା ଜଣଙ୍କ ଶ-ରୀ-ର ର-କ୍ତ ରେ ଜୁ-ଡୁ-ବୁ-ଡୁ ହୋଇ ଯାଇଥିଲା ।

ଏହା ଦେଖି ଆଖପାଖ ଅଞ୍ଚଳ ରେ ଚାଂ-ଚ-ଲ୍ୟ ଖେ-ଳି ଯାଇଥିଲା । ପୋ-ଷ୍ଟ-ମ-ର୍ଟ-ମ ପରେ ତାଙ୍କ ମ-ର-ଶ-ରୀ-ର କୁ ଶେ-ଷ-କୃ-ତ୍ୟ କରିବା ପାଇଁ ନିଆଯାଇଛି । ଘ-ଟ-ଣା ସ୍ଥ-ଳ ରେ ମହିଳା ଙ୍କ ମୃ-ତ ଶ-ରୀ-ର ସହିତ ଜଣେ ଯୁବକ ଙ୍କୁ ଉ-ଦ୍ଧା-ର କରା ଯାଇଥିଲା । ଯୁବକ ଜଣଙ୍କ ମଧ୍ୟ ନିଜ ହା-ତ କା-ଟି ଦେ-ଇ-ଥିଲେ ।

ତାଙ୍କ ନି-କ-ଟ ରୁ ଏକ ନୋ-ଟ ମିଳିଥିଲା ଯେଉଁଥିରେ ଲେଖା ହୋଇଥିଲା ଯେ ସେ ମ-ହି-ଳା ଓ ତାଙ୍କ ପୁ-ତ୍ର ଙ୍କୁ ମା-ରି-ବା-କୁ ଆସିଥିଲା । ମ-ହି-ଳା ଙ୍କ ସ୍ୱାମୀ କାମ କୁ ଯିବାର କିଛି ସମୟ ପରେ ତାଙ୍କୁ ଏକ ଅ-ଜ-ଣା ନ-ମ୍ବ-ର ରେ ଭି-ଡି-ଓ କଲ ଆସିଥିଲା ସେ କଲ ଟି କୁ ରିସିଭ କରିବା ପରେ ଦେଖିଥିଲେ ଯେ ତାଙ୍କ ପତ୍ନୀ ର-କ୍ତ ର-ଞ୍ଜି-ତ ଅ-ଵ-ସ୍ଥା ରେ ତଳେ ପଡିଛନ୍ତି । ଏହା ପରେ ସେ ଘ-ର ମା-ଲି-କ ଙ୍କ ନିକଟ କୁ ଫୋନ କରିଥିଲେ ।

ଏହା ପରେ ଘର ମାଲିକ ତଳକୁ ଆସି କ-ବା-ଟ କୁ ଭା-ଙ୍ଗି ଦେଇଥିଲେ । ଏହା ପରେ ସେ ଦେଖିଥିଲେ ମହିଳା ଜଣକ ଙ୍କ ପାଖରେ ଜଣେ ଯୁବକ ଅ-ଚେ-ତ ଅବସ୍ଥାରେ ପଡିଛନ୍ତି । ତାଙ୍କ ପାଖରେ ଏକ ନୋ-ଟ ମଧ୍ୟ ସେ ଦେଖିଥିଲେ ।

ତାଙ୍କ ପୁଅ ଉପରକୁ ଖେଳିବାକୁ ଯାଇଥିବାରୁ ସେ ଏହି ଭଳି ଏକ ଦୁ-ର୍ଘ-ଟ-ଣା ରୁ ବ-ର୍ତ୍ତି ଯାଇଥିଲେ । ତେବେ ପୋ-ଲି-ସ ତ-ଦ-ନ୍ତ ରୁ ଜଣା ପଡ଼ିଛି ଯେ ଅ-ଚେ-ତ ଯୁବକ ଙ୍କ ନାମ ହେଉଛି ଜଗନ୍ନାଥ ପ୍ରଧାନ । ତେବେ ସେହି ଯୁବକ ଜଣଙ୍କ ପୋ-ଲି-ସ ସାମ୍ନା ରେ ଏହା ସ୍ୱୀକାର କରିଛି ଯେ ସେ ହିଁ ମହିଳା ଙ୍କୁ ହ-ତ-ୟା କରିଛି । ଏହା ପରେ ସେ ହା-ତ କା-ଟି ଆ-ତ୍ମ-ହ-ତ-ୟା କରିବାକୁ ଉ-ଦ୍ୟ-ମ କରିଥିଲେ ।

ସୂଚନା ଅନୁସାରେ ମହିଳା ଜଣଙ୍କ ଯୁବକ ଙ୍କୁ ପୂର୍ବ ରୁ ଜାଣିଥିଲେ । ତାଙ୍କ ସହିତ ତାଙ୍କର କିଛି ସ-ମ୍ପ-ର୍କ ଥିଲା । ତେବେ ମହିଳା ଙ୍କ ସ୍ୱାମୀ ଅଫିସ କୁ ଯିବା ପରେ ଯୁବକ ଆସିଥିଲେ । ତେବେ ଏହା ପରେ କଣ ହୋଇଥିଲା ଓ ସେ କଣ ପାଇଁ ତାଙ୍କୁ ହ-ତ-ୟା କରିଥିଲେ ସେ ବିଷୟ ରେ କୌଣସି ସୂଚନା ମିଳି ନାହିଁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କ-ମେ-ଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *