Bollywood ଷ୍ଟାର Salman ଙ୍କୁ ଅଟକାଇ ଅଡୁଆରେ ପଡିଲେ ଓଡ଼ିଆ ଯବାନ୍, ଯବାନଙ୍କ ସହିତ କରାଗଲା ଏମିତି ବ୍ୟବହାର, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରୁ ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସଲମାନ ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତା ସେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ସଲମାନଙ୍କ ଅଭିନୟ ଓ ତାଙ୍କ ଷ୍ଟାଇଲକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସଲମାନ ହେଉଛନ୍ତି ଏକ ଏପରି ଅଭିନେତା ଯାହାଙ୍କୁ ଅନ୍ୟ କଳାକାର ମାନେ ବହୁତ ସମ୍ମାନ କରନ୍ତି । 

ହେଲେ ଗତ କିଛି ସମୟ ହେବ ସଲମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହିଛନ୍ତି । ସଲମାନଙ୍କର ଏକ ଭି-ଡି-ଓ ଗତ କିଛି ସମୟ ହେବ ବହୁତ ଭା-ଇ-ରା-ଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଭି-ଡି-ଓରେ ସଲମାନ ମୁମ୍ବାଇ ଏୟାର ପୋର୍ଟରେ ଯାଉଥିବା ବେଳେ ତାଙ୍କୁ ଏକ ସିଆଇଏସଏଫ ଯବାନ ଅଟକାଇ ଦେଉଛି ଓ ତାଙ୍କର ଚେକିଙ୍ଗ କରୁଛି । ଏହା ବୋଧେ ସଲମାନଙ୍କ ପାଇଁ ପ୍ରଥମ ଥର ହୋଇଥିବ ।

ଏହା ଦେଖିବା ପରେ ସଲମାନଙ୍କ ଫ୍ୟାନ୍ସ ମାନେ ବହୁତ ରାଗି ଯାଇଥିଲେ । ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ସେହି ସିଆଇଏସଏଫ ଯବାନ ଜଣକ ଅଡୁଆରେ ଫ-ସି ଯାଇଛନ୍ତି ବୋଲି ଜଣା ପଡିଛି ।  ଓଡିଆ ଯବାନ ସିଆଇଏସଏଫ ସୋମନାଥ ମହାନ୍ତି ବର୍ତ୍ତମାନ ଅଡୁଆରେ ପଡିଯାଇଛନ୍ତି । ଘଟଣା ସମ୍ବନ୍ଧରେ ଗଣମାଧ୍ୟମକୁ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି ।  ସିଆଇଏସଏଫଙ୍କ ପକ୍ଷରୁ ସୋମନାଥଙ୍କ ମୋବାଇଲ ଫୋନକୁ ଜବତ କରାଯାଇଛି ।

 

ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସଏଫ ପ୍ରଟୋକଲ ଖିଲାଫରେ ହୋଇଥିବାରୁ ତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି । ସୋମନାଥ ଯେପରି ଗଣମାଧ୍ୟମଙ୍କ ସହ ଆଉ କିଛି କଥା ହୋଇନ ପାରିବେ ସେଥି ଲାଫି ସିଆଇଏସଏଫ ତାଙ୍କ ମୋବାଇଲକୁ ଜବତ କରିଛି । ବର୍ତ୍ତମାନ ସୋମନାଥ ଅଡୁଆରେ ପଡିଯାଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *