ଦେଖନ୍ତୁ Subhasis ଓ Aanisha ଙ୍କ ଝିଅ ସହ କେମିତି ଖେଳୁଛନ୍ତି ହିରୋଇନ Shivani, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ସୁବାସିସ ଶର୍ମା ଓ ଆନିଶା ଶର୍ମାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଦୁଇଜଣ ହେଉଛନ୍ତି ଏକ ଲୋକପ୍ରିୟ ଯୋଡି । ଏହି ଦୁଇଜଣ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସଫଳତା ହାସଲ କରିଛନ୍ତି । ଏହି ଦୁଇଜଣଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଏହି ଦୁଇଜଣ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି ।

ଗତ କିଛି ଦିନ ହେବ ସୁବାସିସ ଓ ଆନିଶା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହିଛନ୍ତି । ବିବାହର କିଛି ବର୍ଷ ପରେ ଏହି ଦୁଇଜଣ ବାପା ମା ହୋଇଛନ୍ତି । ତାଙ୍କ ଘରେ ଏକ କୁନି ଝିଅ ଜନ୍ମ ନେଇଛି ଯେଉଁଥି ପାଇଁ ଏମାନେ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରହିଛନ୍ତି । ବନ୍ଧୁଗଣ ଗତ କିଛି ଦିନ ତଳେ ସୁବାସିସ ଓ ଆନିଶା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କାଉ-ଣ୍ଟ-ରେ ଏହି ଖୁସି ଖବର ବିଷୟରେ କହିଥିଲେ । ଏହି ଖବର ବିଷୟରେ ଜାଣିବା ପରେ ତାଙ୍କ ଫ୍ୟାନ୍ସ ଓ ଓଡିଆ କଳାକାର ମାନେ ବହୁତ ଅଧିକ ଖୁସି ହୋଇଥିଲେ ।

ଗତ କିଛି ସମୟ ହେବ ସୁବାସିସଙ୍କ ଝିଅର ଫଟୋ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି । ଏହି ଫଟୋରେ ଓଡିଆ ଅଭିନେତ୍ରୀ ଶିବାନୀ ସୁବାସିସଙ୍କ ଝିଅକୁ ଧରିଥିବାର ନଜର ଆସୁଛନ୍ତି । ଶିବାନୀ ଏହି ଫଟୋରେ ବହୁତ ଖୁସି ନଜର ଆସୁଛନ୍ତି । ଝିଅ ଜନ୍ମ ହେବା ପରଠାରୁ ଉଭୟ ସୁବାସିସ ଓ ଆନିଶା ଝିଅର କିଛି ନା କିଛି ଫଟୋ ସୋ-ସି-ଆ-ଲ ମି-ଡି-ଆରେ ଅ-ପ-ଲୋ-ଡ କରୁଛନ୍ତି ।

ହେଲେ ଏହି ଫଟୋଟିକୁ ଲୋକମାନେ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି । ତାଙ୍କ ଫ୍ୟାନ୍ସ ମାନେ ଏହି ଫଟୋକୁ ଦେଖି ବହୁତ ଭଲ ଭଲ କମେଣ୍ଟ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫଟୋଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *