ବିବାହ ମଝିରେ ଶାଳି କରିଦେଲା ଖେଳ, ଶାଳୀ ହେଲା ଘର ଅଧା ଘରବାଲି, ଦେଖନ୍ତୁ ଏହି ମଜାଦାର Video ହସି ହସି ଗଡିଯିବେ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆମ ଭାରତୀୟ ବାହାଘର ପରମ୍ପରା, ମଜାମସ୍ତି ଓ ନାଚଗୀତ ସମସ୍ତଙ୍କ ମନ ଜିତି ନିଏ । ହେଲେ ବନ୍ଧୁଗଣ ବହୁତ ବିବାହରେ ଏମିତି କିଛି ଘଟିଯାଏ ଯାହାକୁ ଦେଖିଲେ ହସ ରୋକେ ନାହିଁ ।

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସୁଛି । ଏକ ବିବାହରେ ଶାଳିଙ୍କ ହରକତକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସାଧାରଣତଃ ବିବାହରେ ବର ନିଜ ନବବୋହୁ ମଥାରେ ସିନ୍ଦୁର ଲଗାଇ ବିବାହ କରିଥାନ୍ତି । ଏଠାରେ ମଧ୍ୟ ଠିକ ଏହିଭଳି କିଛି ହୋଇଥିଲା । ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖି ପାରୁଥିବେ ବର ନିଜ ସ୍ତ୍ରୀ ମଥାରେ ସିନ୍ଦୁର ଲଗାଉ ଛନ୍ତି ।

ହେଲେ ହଠାତ ବରର ଶାଳି ଡିଆଁ ମାରି ବର ବେକରେ ବାରମାଳା ପିନ୍ଧାଇବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ ବନ୍ଧୁଗଣ ସେହି ସମୟରେ ବର ଏହା ବିଷୟରେ ଜାଣି ପାରୁଛନ୍ତି ଓ ପଛକୁ ହଟି ଯାଉଛନ୍ତି ଯାହାଫଳରେ ଡିଆଁ ମାରିଥିବା ଶାଳି ଏକ ବ୍ରହ୍ମ କଚଡା ଖାଉଛନ୍ତି ।

ହେଲେ ବନ୍ଧୁଗଣ ଏହି ଘଟଣାଟି ଘଟିବା ପରେ ସେଠାରେ ଥିବା ସମସ୍ତ ଲୋକ ହସିବାକୁ ଲାଗୁଛନ୍ତି ଓ କିଛି ଲୋକ ତାଳି ମଧ୍ୟ ମାରୁଛନ୍ତି । ବର ମଧ୍ୟ ଏହି ଘଟଣା ହେବା ପରେ ହସିବାକୁ ଲାଗୁଛନ୍ତି । ତେବେ ଏହା ତାଙ୍କ ପାଇଁ କମେଡି ନା ଗୋଟେ ଖେଳ ସେମାନଙ୍କୁ ଜଣା । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଚର୍ଚ୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *